ଯୁବକଙ୍କ ମୁଣ୍ଡ ଫଟାଇଦେଲେ ଫାଇନାନ୍ସ କର୍ମଚାରୀ

ଯୁବକଙ୍କ ମୁଣ୍ଡ ଫଟାଇଦେଲେ ଫାଇନାନ୍ସ କର୍ମଚାରୀ

ଭୁବନେଶ୍ବର : ବରମୁଣ୍ଡା ପାତ୍ର ଇଲେକ୍ଟ୍ରୋନିକ୍ସ ନିକଟରେ ଆଜି ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଯୁବକଜଣଙ୍କ କିଛି ଦିନ ତଳେ ଫାଇନାନ୍ସରେ କିଛି ସାମଗ୍ରୀ ନେଇଥିଲେ। କିନ୍ତୁ ମାସିକ କିସ୍ତି ଶୁଝୁ ନଥିବାରୁ ଆଜି ସଂସ୍ଥା ପକ୍ଷରୁ ତାଙ୍କୁ ବରମୁଣ୍ଡା ନିକଟକୁ ଡକାଯାଇଥିଲା। ସେଠାରେ ଯୁବକଙ୍କ ସହ ଫାଇନାନ୍ସ ସଂସ୍ଥାର କିଛି କର୍ମଚାରୀଙ୍କ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଂସ୍ଥାର କର୍ମଚାରୀମାନେ ଏକ ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ଆକ୍ରମଣ କରିଥିଲେ ଏବଂ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ତେବେ ଏ ନେଇ ଥାନାରେ ଅଭିଯୋଗ ହୋଇନାହିଁ।

Share Now:

Kalinga News Beuro

Next Post

ବିପଦପୂର୍ଣ୍ଣ ନୂଆବଜାର ଗୋଶାଳା ରାସ୍ତା

Fri Apr 2 , 2021
ମ୍ୟାନ୍‌ହୋଲ୍‌ରେ ଘୋଡ଼ଣି ନାହିଁ, ପ୍ରତିଦିନ ଦୁର୍ଘଟଣା କଟକ/ବିଦ୍ୟାଧରପୁର: ସହରର ବିଭିନ୍ନ ସ୍ଥାନରେ ଜାଇକା ମନମୁଖୀ ଢଙ୍ଗରେ କାର୍ଯ୍ୟ କରୁଥିବାରୁ ସାଧାରଣ ଜୀବନ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ କାମ ଅଧାରୁ ବନ୍ଦ କରି ଛାଡି ଦିଆଯାଇଛି। କେଉଁଠି ମ୍ୟାନହୋଲ୍ ଉପରେ ଘୋଡଣି ନାହିଁ ତ କେଉଁଠି ଚାମ୍ବର ଖୋଲା ରଖି କାର୍ଯ୍ୟ ଶେଷ କରାଯାଉ ନାହିଁ। ଖୋଲା ମ୍ୟାନହୋଲ୍ ଓ ଚାମ୍ବରରେ ପଡ଼ି ମଣିଷ ଓ ଗୋରୁଗାଈ ଗୁରୁତର ଆହତ […]
ବିପଦପୂର୍ଣ୍ଣ ନୂଆବଜାର ଗୋଶାଳା ରାସ୍ତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial