କରୋନାରେ ମମତା ବାନାର୍ଜୀଙ୍କ ସାନଭାଇ ଅସୀମ ବାନାର୍ଜୀଙ୍କର ଦେହାନ୍ତ

ମମତା ବାନାର୍ଜୀଙ୍କ ସାନଭାଇ ଅସୀମ ବାନାର୍ଜୀଙ୍କର ଦେହାନ୍ତ

ନୂଆଦିଲ୍ଲୀ: କରୋନାଭାଇରସ୍‌ଦ୍ବାରା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନଭାଇ ଅସୀମ ବାନାର୍ଜୀଙ୍କର ଦେହାନ୍ତ ହୋଇଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, କୋଲ୍‌କାତାସ୍ଥିତ ମେଡିକା ହସ୍ପିଟାଲ୍‌ରେ ଅସୀମ ବାନାର୍ଜୀ କୋଭିଡ୍‌-୧୯ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ। ମେଡିକା ସୁପର୍‌ସ୍ପେସାଲିଟି ହସ୍ପିଟାଲ୍‌ର ଅଧ୍ୟକ୍ଷ ଡାକ୍ତର ଆଲୋକ ରାୟ କହିଛନ୍ତି, ଆଜି ଡାକ୍ତରଖାନାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନଭାଇଙ୍କର ଦେହାନ୍ତ ହୋଇଯାଇଛି। କୋଭିଡ୍‌-୧୯ ପଜିଟିଭ୍‌ ଜଣାପଡ଼ିବା ପରେ ସେ ଚିକିତ୍ସାଧୀନ ଥିଲେ।

Share Now:

Kalinga News Beuro

Next Post

ବରିଷ୍ଠ ନାଗରିକଙ୍କ କରୋନା ଟେଷ୍ଟିଂ ଲାଗି ଭୁବନେଶ୍ୱରରେ ସ୍ୱତନ୍ତ୍ର ବ୍ୟବସ୍ଥା: ବିଏମ୍‌ସି କମିସନର

Sat May 15 , 2021
ଭୁବନେଶ୍ୱର: ଏକା ରହୁଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକମାନଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଟେଷ୍ଟିଂ ସେଣ୍ଟରକୁ ଯିବାରେ ଅସୁବିଧା ଥିଲେ ବରିଷ୍ଠ ନାଗରିକ ୧୯୨୯କୁ କଲ କରିପାରିବେ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟିମ୍ ଯାଇ ଘରଠୁ ନମୁନା ସଂଗ୍ରହ କରିବେ। ବିଏମ୍‌ସି କମିସନର ସଂଜୟ ସିଂହ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ଆସନ୍ତା ସୋମବାର ଠାରୁ ଏହି ବ୍ୟବସ୍ଥା ଆରମ୍ଭ […]
କରୋନା ଟେଷ୍ଟିଂ ଲାଗି ଭୁବନେଶ୍ୱରରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial