କୋଣାର୍କରେ ଗଡ଼ିଲା ପ୍ରଥମ ସୂର୍ଯ୍ୟ ରଥ : ୨୭ଦିନ ପର୍ଯ୍ୟନ୍ତ ଚନ୍ଦ୍ରଭାଗାରେ ରହିବ ରଥ

ଗଡ଼ିଲା ପ୍ରଥମ ସୂର୍ଯ୍ୟ ରଥ

ପୁରୀ: କୋଣାର୍କ ଅବଧୁତ ମଠରୁ ଆଜି ଗଡ଼ିଲା ପ୍ରଥମ ସୂର୍ଯ୍ୟରଥ। ଏହି ରଥ ସୂର୍ଯ୍ୟ ମନ୍ଦିର ଦେଇ ଚନ୍ଦ୍ରଭାଗାରେ ପହଞ୍ଚିଛି। ଏହା ୨୭ଦିନ ଧରି ମାଘ ସପ୍ତମୀ ପର୍ଯ୍ୟନ୍ତ ସେଠାରେ ରହିବ। ଏହା ସହ ଶାମ୍ବ ଦଶମୀ ଅବସରରେ କୋଣାର୍କ ସୂର୍ଯ୍ୟମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। କରୋନା କଟକଣା ପାଇଁ ଚନ୍ଦ୍ରଭାଗା ରାମଚଣ୍ଡିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି। କରୋନା ପାଇଁ ମନ୍ଦିର ପରସରରେ ଏତେଟା ଗହଳି ଦେଖିବାକୁ ମିଳିନାହିଁ।

Share Now:

Kalinga News Beuro

Next Post

ଆଳି ଓ ଡେରାବିଶରୁ ଆରମ୍ଭ ,ମହାକାଳପଡ଼ାରେ ଶେଷ ହେବ ପଞ୍ଚାୟତ ନିର୍ବାଚନ

Wed Jan 12 , 2022
କେନ୍ଦ୍ରାପଡା: ଚଳିତ ପଞ୍ଚାୟତ ନିର୍ବାଚନ ନିମନ୍ତେ ଗତକାଲି ତାରିଖ ଘୋଷଣା ହୋଇଛି। ପାଞ୍ଚଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନ ଫେବ୍ରୁଆରି ୧୬ରୁ ଆରମ୍ଭ ହୋଇ ୨୪ତାରିଖରେ ଶେଷ ହେବ। କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ୧୧ଲକ୍ଷ ୪୭ହଜାର ୩୩୦ ଭୋଟର ୩୨ଟି ଜିଲ୍ଲା ପରିଷଦ ଜୋନର ପ୍ରାର୍ଥୀଙ୍କ ସମେତ ୨୪୯ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଏବଂ ୧୪୩୬ଟି ୱାଡର ୱାର୍ଡସଭ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ପ୍ରଥମ ପର୍ଯ୍ୟାୟ […]
ଆଳି ଓ ଡେରାବିଶରୁ ଆରମ୍ଭ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial