୩୦ ତାରିଖ ଦିନ ୧୧ଟାରେ ଦୁଇ ମିନିଟ ପାଇଁ ନିରବ ରହିବାକୁ ନିର୍ଦ୍ଦେଶ

ଦୁଇ ମିନିଟ ପାଇଁ ନିରବ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଆଗାମୀ ୩୦ ତାରିଖ ଦିନ ୧୧ଟାରେ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯିବ। ଦେଶ ପାଇଁ ପ୍ରାଣବଳି ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ମୌନ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି ସମୟରେ କୋଭିଡ କଟକଣା ମାନିବାକୁ ପରାମର୍ଶ ଦିଆଯାଇଛି।

Share Now:

Kalinga News Beuro

Next Post

୬ ମାସର ସିଂହ ଛୁଆ ବର୍ଷା ପାଇଁ ସବୁକିଛି ପ୍ରାଣୀରକ୍ଷକ ପ୍ରଶାନ୍ତ ଗୌଡ଼

Tue Jan 25 , 2022
ଭୁବନେଶ୍ୱର: ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସର୍ବସାଧାରଣ ଦୃଷ୍ଟିର ଆଢୁଆଳରେ ଏକ ଛଅ ମାସର ଶିଶୁ ସିଂହ ଅଛି। ଯେତେବେଳେ କେହି ଜଣେ ଉଚ୍ଚ ସ୍ୱରରେ ଡାକନ୍ତି – ‘ବର୍ଷା’, ସେ ପ୍ରତିକ୍ରିୟା ପ୍ରକାଶ କରି ଲୁହା ଜାଲି ଆଡକୁ ଡେଇଁପଡେ। ନାଁ ଧରି ମଣିଷ ଛୁଆକୁ ଡାକିଲେ ସେ ଯେମିତି ପ୍ରତିକ୍ରିୟା ଦିଏ, ଠିକ ସେମିତି କରେ ଏହି ବର୍ଷା। ଏକଥା କହନ୍ତି ନନ୍ଦନ କାନନ ପ୍ରାଣୀ ଉଦ୍ୟାନର […]
୬ ମାସର ସିଂହ ଛୁଆ ବର୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial