ମକାର ସହାୟକ ମୂଲ୍ୟ ବୃଦ୍ଧି ଦାବିକରି ଚାଷୀଙ୍କ ଧାରଣା

ନବରଙ୍ଗପୁର: ମକାର ସହାୟକ ମୂଲ୍ୟ ବୃଦ୍ଧିଦାବିରେ ରାସ୍ତାକୁ ଓହ୍ଲାଇଲା ଚାଷୀ। ନବରଙ୍ଗପୁର ଜିଲ୍ଲା ସଦର ମହକୁମାର ଭଣ୍ଡାରଘର ମନ୍ଦିର ପାଖରେ ଧାରଣାରେ ବସିଛନ୍ତି ଚାଷୀ । ମକା ମୂଲ୍ୟ କୁଇଣ୍ଟାଲ ପ୍ରତି ୧୪୨୫ ଟଙ୍କା ଧାର୍ଯ୍ୟ କରିବା ପ୍ରତିଶ୍ରୁତି ଦେଇ ପ୍ରଶାସନ ଭୂଆଁ ବୁଲାଉ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ମକା ବିକ୍ରି କରିବା ବେଳେ ଧାର୍ଯ୍ୟ ମୂଲ୍ୟ ଠାରୁ ବହୁ କମରେ ବେପାରୀ ମାଗୁଛନ୍ତି। ମକାଗଜା ହେବାକୁ ବସିଲାଣି ହେଲେ ପ୍ରାଶାସନ ଶୁଣୁ ନ ଥିବା ପ୍ରତିବାଦରେ ଶତାଧି ମହିଳା ଓ ପୁରୁଷ ଚାଷୀ ସରକାର ଓ ପ୍ରଶାସନକୁ ଅବଗତ କରାଇବାକୁ ନେଇ ଧାରଣା ଦେଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ଆଉ ଜଣେ ଚାଷୀଙ୍କ ଆତ୍ମହତ୍ୟା

Tue Dec 19 , 2017
ସୋର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ନୂଆଗାଁ ଗ୍ରାମର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଗୌରାଙ୍ଗ ବାରିକ (୪୮)। ସେ ୫ ଏକର ଜମିରେ ଭାଗ ଚାଷ କରିଥିଲେ। ସେ ଗୋବିନ୍ଦପୁର ସୋସାଇଟିରୁ ୧୨ ହଜାର ଟଙ୍କା, ଔପଦା କୋଅପରେଟିଭ୍‌ ବ୍ୟାଙ୍କରୁ ୧୫ ହଜାର ଟଙ୍କା, ବନ୍ଧନ ସଂସ୍ଥାରୁ ୪୦ ହଜାର ଟଙ୍କା ଓ ସ୍ପନ୍ଦନ ସଂସ୍ଥାରୁ ୨୧ ହଜାର ଟଙ୍କା ଲୋନ୍ ଆଣି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial