ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି : ଅପରାହ୍ନରୁ ରାତ୍ର ୯ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ

ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି

ପୁରୀ: ୧୯ ତାରିଖ ଶନିବାର ମାର୍ଗଶିର-କୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୫ଟା ରୁ ରାତ୍ର୯ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Share Now:

Kalinga News Beuro

Next Post

ବଜାରରେ ସୁନାର ମୂଲ୍ୟ ବୃଦ୍ଧି

Fri Nov 18 , 2022
ନୂଆଦିଲ୍ଲୀ: ଭାରତୀୟ ସର୍ରାଫା ବଜାରରେ ଶୁକ୍ରବାର ସୁନାର ମୂଲ୍ୟ ବୃଦ୍ଧି ପାଇଥିବା ବେଳେ ରୁପା ଦର ହ୍ରାସ ପାଇଛି। ୯୯୯ ଶୁଦ୍ଧତା ଥିବା ସୁନା ଦାମ ୫୨ହଜାରରେ ପହଞ୍ଚି ଯାଇଛି। ସେହିପରି ୯୯୯ଶୁଦ୍ଧତା ଥିବା ଏକ କିଲୋ ରୁପା ମୂଲ୍ୟ ୬୧ହଜାର ହୋଇଛି। ଏହାଫଳରେ ରୁପାର କୌଣସି ସାମଗ୍ରୀ କିଣିବାକୁ ଯୋଜନା ରଖିଥିବା ଗ୍ରାହକଙ୍କ ପାଇଁ ଖୁସି ଖବର ରହିଛି। ପ୍ରକାଶିତ ରିପୋର୍ଟ ମୁତାବକ, ଆଜି ସକାଳେ ୯୯୫ଶୁଦ୍ଧତା ଥିବା […]
ସୁନାର ମୂଲ୍ୟ ବୃଦ୍ଧି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial