ବାରିପଦାରେ ଚାଞ୍ଚଲ୍ୟ: ଦୁଷ୍କର୍ମକାରୀକୁ ପିଟିପିଟି ମାରିଲେ ପୀଡ଼ିତା

ଦୁଷ୍କର୍ମକାରୀକୁ ପିଟିପିଟି ମାରିଲେ ପୀଡ଼ିତା

ବାରିପଦା: ବାରିପଦାରେ ଦୁଷ୍କର୍ମକାରୀକୁ ପିଟିପିଟି ମାରିଲେ ପୀଡ଼ିତା। ଏଭଳି ଘଟଣା ଘଟିଛି ବାରିପଦା ଥାନା ଗୁଞ୍ଜସାହି ଅଞ୍ଚଳରେ। ମୃତକ ହେଲେ ମଙ୍ଗଲ ମୁର୍ମୁ। ସେ ଗତ ୧୫ ତାରିଖରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଏହାପରେ ପୀଡ଼ିତା ମଙ୍ଗଲକୁ ପିଟିପିଟି ମାରିଥିଲେ। ଘଟଣାର ୭ ଦିନ ପରେ ଆଜି ସକାଳେ ନିକଟସ୍ଥ ଜଙ୍ଗଲରୁ ମଙ୍ଗଲ ମୁର୍ମୁର ଶବ ଉଦ୍ଧାର ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।

Share Now:

Kalinga News Beuro

Next Post

ହକି ତାରକା ପ୍ରବୋଧ ତିର୍କୀଙ୍କ ସରକାରୀ ବାସଭବନରୁ କଳାକନା ବୁଲାଇଲେ ଦୁର୍ବୁର୍ତ୍ତ

Sun Jan 22 , 2023
ଭୁବନେଶ୍ବର: ହକି ତାରକା ପ୍ରବୋଧ ତିର୍କୀଙ୍କ ରାଜଧାନୀରେ ଥିବା ସରକାରୀ କ୍ୱାର୍ଟରରେ ଚୋରମାନେ କଳାକନା ବୁଲାଇ ଦେଇଥିବାର ଖବର ମିଳିଛି। ଭୁବନେଶ୍ୱରର ୟୁନିଟ-୬ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟରରେ ଏପରି ଘଟଣା ଘଟିଛି। ପ୍ରବୋଧ ତିର୍କୀ ଓ ତାଙ୍କ ପରିବାର ଲୋକ ଘରେ ନଥିବା ବେଳେ ଏଭଳି ଅଘଟଣ ଘଟିଛି। ଏବେ ବିଶ୍ୱକପ୍‌ ହକି ଚାଲିଥିବାରୁ ପ୍ରବୋଧ ରାଉରକେଲାରେ ଅଛନ୍ତି। କ୍ୱାର୍ଟରରେ କେହି ରହୁନଥିଲେ। ତାଙ୍କ ପରିବାର ଲୋକେ ଗାଁକୁ […]
ହକି ତାରକା ପ୍ରବୋଧ ତିର୍କୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial