ଜଗତସିଂହପୁରରେ ଶିଶୁ ପୁତ୍ର ବିକ୍ରି ନେଇ ଆଲୋଡ଼ନ : ଚାଇଲ୍ଡ ଲାଇନର ତନାଘନା

ଜଗତସିଂହପୁରରେ ଶିଶୁ ପୁତ୍ର ବିକ୍ରି

ଜଗତସିଂହପୁର ଟାଉନ୍: ଜଗତସିଂହପୁର ସହର ସ୍ଥାନୀୟ ଦେଉଳି ଗ୍ରାମେଶ୍ଵରରେ ଦମ୍ପତି ଶିଶୁ ପୁତ୍ର ବିକ୍ରି କରିବା ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ, ଏକ ଦମ୍ପତି ୧୦ ହଜାର ଟଙ୍କାରେ ନିଜ ଶିଶୁ ପୁତ୍ରକୁ ବିକ୍ରି କରି ଦେଇଛନ୍ତି। ଖବର ପାଇବା ପରେ ଚାଇଲ୍ଡ ଲାଇନ୍ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଶିଶୁ ପୁତ୍ରର ସନ୍ଧାନ ମିଳିପାରି ନାହିଁ।

Share Now:

Kalinga News Beuro

Next Post

ବୋମାମାଡ଼ କରି ଟିଏମ୍‌ସିର ନେତାଙ୍କୁ ହତ୍ୟା

Sun Feb 5 , 2023
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବୀରଭୂମିରେ ବୋମାମାଡ଼ କରି ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)ର ନେତାଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏଥିରେ ଅନ୍ୟ ୨ ଜଣ ବି ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଗୁରୁତରଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଟିଏମ୍‌ସି ନେତାଙ୍କ ପରିଚୟ ନ୍ୟୁଟନ୍‌ ଶେଖ ବୋଲି ଜଣାପଡିଛି। ବୋମାମାଡ଼ରେ ଗୁରୁତର ଆହତ ହୋଇଥିବା ଦୁଇଙ୍କ ମଧ୍ୟରୁ ଜଣେ ତ୍ରୁଣମୂଳ କଂଗ୍ରେସ ନେତା […]
ବୋମାମାଡ଼ କରି ଟିଏମ୍‌ସିର ନେତାଙ୍କୁ ହତ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial