ନବ ଦାସ ହତ୍ୟା ମାମଲା ନେଇ ଡିଜିଙ୍କ କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଡିଜିଙ୍କ କ୍ୟାମ୍ପ ଅଫିସରେ ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଡିଜିଙ୍କ କ୍ୟାମ୍ପ ଅଫିସରେ ବୁଧବାର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ଡିଜିଙ୍କ ଅଧ୍ୟକ୍ଷତାରେ ହେଉଥିବା ଏହି ବୈଠକରେ ଆଇନଶୃଙ୍ଖଳା ଏଡିଜି ଆର.କେ ଶର୍ମା, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଂଜୀବ ପଣ୍ଡା ଉପସ୍ଥିତ ରହିଛନ୍ତି। ତେବେ ଏହି ବୈଠକରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ମଧ୍ୟ ଉପସ୍ଥିତ ରହିଛନ୍ତି। ଗତକାଲି ବିଜେପିର ଲଙ୍କାକାଣ୍ଡ ପ୍ରସଙ୍ଗରେ ବୈଠକ ଚାଲିଛି। ନବ ଦାସ ହତ୍ୟା ମାମଲାର ତଦନ୍ତ ଅଗ୍ରଗତି ନେଇ ଏଥିରେ ଆଲୋଚନା ହେଉଛି।

Share Now:

Kalinga News Beuro

Next Post

ସରକାରୀ କାମ ଏମିତି : ୮ ମାସ ପରେ ବି ସରିଲାନି ୨ କିମି ରାସ୍ତା

Wed Mar 1 , 2023
ପ୍ରତିଦିନ ଟ୍ରାଫିକ୍‌ ସମସ୍ୟାରେ ଘାଣ୍ଟି ହେଉଛନ୍ତି ସାଧାରଣ ଲୋକେ ଭୁବନେଶ୍ୱର: ଅଞ୍ଚଳବାସୀଙ୍କ ଧୈର୍ଯ୍ୟ ପରୀକ୍ଷା କରୁଛି ଟଙ୍କପାଣି-ରବି ଟକିଜ୍‌ ରାସ୍ତାର ନବୀକରଣ କାମ। ଏହି ୨ କିଲୋମିଟର ରାସ୍ତାର ନବୀକରଣ ପାଇଁ ଶିଳାନ୍ୟାସକୁ ୮ ମାସରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ହେଁ କାମ ସରୁନି। ବିଭିନ୍ନ ଆଳ ଦେଖାଇ ଠିକାଦାର ଦିନ ପରେ ଦିନ ଗଡ଼ାଇ ଚାଲିଛି। ବର୍ତ୍ତମାନ ସୁଦ୍ଧା ବି ଯେତିକି କାମ ସରିଛି, ତାହା ଠିକ୍‌ […]
୮ ମାସ ପରେ ବି ସରିଲାନି ୨ କିମି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial