ପୁରୀ ସମାବେଶରେ ଯୋଗ ଦେବେନି ଦାମ

ଭୁବନେଶ୍ୱର,: ପୁରୀ ବିଜେଡି ପ୍ରତିଷ୍ଠା ଦିବସ ସମାବେଶରେ ଯୋଗଦେବେ ନାହିଁ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ହେଲେ, ତାଙ୍କ ନିର୍ବାଚନମଣ୍ଡଳୀର ଲୋକେ କିନ୍ତୁ ଯୋଗଦେବେ। ଏଥିପାଇଁ ୭୫ଟି ଗାଡିର ଆୟୋଜନ କରାଯାଇଛି। ଡାକ୍ତର ରାଉତ କହିଛନ୍ତି ଯେ ବର୍ତମାନ ପରିସ୍ଥିତିରେ ସେ ସମାବେଶରେ ଯୋଗଦେବାକୁ ଉଚିତ୍‌ ମଣୁନାହାନ୍ତି। ତାଙ୍କ ନିର୍ବାଚନମଣ୍ଡଳୀରୁ ଯେଉଁ କର୍ମୀ ଆସୁଛନ୍ତି, ସେମାନଙ୍କୁ ସେ ଟଙ୍କପାଣି ସାଇ ମନ୍ଦିର ନିକଟରେ ଭେଟିବାର କାର୍ଯ୍ୟକ୍ରମ ରହିଛି।

Share Now:

Kalinga News Beuro

Leave a Reply

Next Post

ସିବିଏଫ୍‌ସି ପ୍ୟାନେଲ୍‌ ଐତିହାସିକଙ୍କ ମତ:‘ପଦ୍ମାବତୀ’ରେ ଇତିହାସ ସହ କିମ୍ବଦନ୍ତୀ ମିଶିଛି

Tue Dec 26 , 2017
ଜୟପୁର : ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଳା ବଂଶାଲିଙ୍କ ଫିଲ୍ମ ‘ପଦ୍ମାବତୀ’କୁ ନେଇ ଦେଖାଦେଇଥିବା ବିବାଦ ତୁଟିନଥିବା ବେଳେ ଫିଲ୍ମର ଶୁଭମୁକ୍ତି ପାଇଁ ଫିଲ୍ମ ନିର୍ମାତାମାନେ ଆଶା ବାନ୍ଧି ବସିଛନ୍ତି। ଫିଲ୍ମଟିକୁ ପୁଙ୍ଖାନୁପୁଙ୍ଖ ଦେଖି ତାହାର କଥାବସ୍ତୁକୁ ତର୍ଜ୍ଜମା କରିବା ଲାଗି ସିବିଏଫ୍‌ସି ଏକ ଐତିହାସିକମଣ୍ଡଳୀ ଗଠନ କରିଛନ୍ତି। ତେବେ ଏହି ମଣ୍ଡଳୀର ଐତିହାସିକ ତଥା ଜୟପୁର ଅଗ୍ରଓ୍ଵାଲ ସ୍ନାତକୋତ୍ତର ମହାବିଦ୍ୟାଳୟର ଇତିହାସ ପ୍ରାଧ୍ୟାପକ ଆର୍‌ଏସ ଖଙ୍ଗାରୋତ୍‌ ଆଜି ଦେଇଥିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial