ଖ୍ୟାତନାମା ସଙ୍ଗୀତଜ୍ଞ ଖୟାମଙ୍କ ପରଲୋକ

ମୁମ୍ବାଇ : ହିନ୍ଦୀ ସିନେମାର ଖ୍ୟାତନାମା ସଙ୍ଗୀତଜ୍ଞ ମହମ୍ମଦ ଜହୁର ଖୟାମ ହାସ୍‌ମିଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଫୁସଫୁସରେ ସଂକ୍ରମଣ ଯୋଗୁ ତାଙ୍କୁ ଗତ ୧୫ ତାରିଖରେ ମୁମ୍ବାଇର ସୁଜୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ‌ସେ ଆଇସିୟୁରେ ରହିଥିଲେ। ତେବେ ଆଜି ତାଙ୍କର ପରଲୋକ ହୋଇଯାଇଛି। ଉମରାଓ ଜାନ୍‌, ବାଜାର୍, ଖାନ୍‌ଦାନ୍ ଏବଂ କଭି କଭି ଭଳି ସିନେମାର ସଙ୍ଗୀତ ପାଇଁ ସେ ପ୍ରସିଦ୍ଧି ଲାଭ କରିଥିଲେ।

Share Now:

Kalinga News Beuro

Leave a Reply

Next Post

ରାମ ମନ୍ଦିର ପାଇଁ ସୁନା ଇଟା ଯାଚି ମୋଗଲ ବଂଶଜ କହିଲେ, ଅଯୋଧ୍ୟା ଭୂମିରେ ମନ୍ଦିର ତୋଳାଯିବା ଉଚିତ

Tue Aug 20 , 2019
ହାଇଦ୍ରାବାଦ: ଅଯୋଧ୍ୟାରେ ରାମ ମନ୍ଦିର ତୋଳାଯିବାକୁ ଶେଷ ମୋଗଲ ସମ୍ରାଟ ବାହାଦୁର ଶାହା ଜଫର୍‌ଙ୍କ ବଂଶଜ ବୋଲି ଦାବି କରୁଥିବା ରାଜକୁମାର ହବୀବୁଦ୍ଦିନ ତୁସୀ ସୁନାଇଟା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି କି, ୧୫୨୯ ମସିହାରେ ବାବ୍ରି ମସ୍‌ଜିଦ୍‌ ନିର୍ମାଣ କରାଇଥିବା ପ୍ରଥମ ମୋଗଲ ସମ୍ରାଟ ବାବରଙ୍କର ଉତ୍ତରାଧିକାରୀ ହୋଇଥିବାରୁ ସେ ବାବ୍ରି ମସ୍‌ଜିଦ୍‌-ରାମ ଜନ୍ମଭୂମି ଜମିର ଅଧିକାରୀ, ତେଣୁ ତାଙ୍କୁ ସେ ଜମି ହସ୍ତାନ୍ତର କରାଯାଉ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial