ନିରାଡମ୍ବରରେ ପାଳନ ହେବ ଉତ୍କଳ ଦିବସ

ଭୁବନେଶ୍ୱର: ଆସନ୍ତାକାଲି ଉତ୍କଳ ଦିବସ ପାଳନ ହେବ । କିନ୍ତୁ ଏଥର ଆଡମ୍ବର ସହିତ ଏହି ଦିବସ ପାଳନ ହେବ ନାହିଁ । କରୋନା ଭାଇରସ ଯୋଗୁଁ ସମଗ୍ର ଭାରତ ସମେତ ଓଡ଼ିଶାରେ ୨୧ ଦିନିଆ ଲକଡାଉନ ଘୋଷଣା ହୋଇଥବାରୁ ଉତ୍କଳ ଦିବସକୁ ନିରାଡମ୍ବର ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଉତ୍କଳ ଦିବସ ପାଳନ ନେଇ ଜଳ ସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ସୂଚନା ଦେଇଛନ୍ତି ଯେ, କୌଣସି ସ୍ଥାନରେ ୭ରୁ ଅଧିକ ଲୋକ ରହିପାରିବେ ନାହିଁ ।

Share Now:

Kalinga News Beuro

Leave a Reply

Next Post

କରୋନା ନେଇ ଗୁଜବ ପ୍ରଚାରକୁ ରାଷ୍ଟ୍ରଦ୍ରୋହ ଭଳି ଅପରାଧ ବିବେଚନା କରାଯିବା ସହ କଠୋର ଦଣ୍ଡ ବିଧାନ କରାଯିବ: ସୁବ୍ରତ ବାଗଚୀ

Wed Apr 1 , 2020
ଭୁବନେଶ୍ୱର: ରାଜ୍ୟରେ କରୋନା ନେଇ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିବିଶେଷଙ୍କୁ ସାବଧାନ କରିଛନ୍ତି ରାଜ୍ୟ ସରକାର । ଯଦି କେହି ଗୁଜବ ପ୍ରଚାର କରନ୍ତି, ତେବେ ଏହାକୁ ସରକାର ରାଷ୍ଟ୍ରଦ୍ରୋହ ଭଳି ଅପରାଧ ବିବେଚନା କରିବା ସହ ତଦନୁସାରେ ଦଣ୍ଡିତ କରବେ । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ନିରାପଦରେ ରଖିବାକୁ ଚାହୁଁଥିବା ବେଳେ ଗୁଜବ ପ୍ରଚାର ଏକ ନିନ୍ଦନୀୟ କାର୍ଯ୍ୟ। ଏପରି କାର୍ଯ୍ୟରେ ଲିପ୍ତ ଲୋକଙ୍କୁ କରୋର ଦଣ୍ଡ ଦିଆଯିବ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial