ଅନିର୍ଦ୍ଦିଷ୍ଟ କାଳ ଯାଏଁ ଭୁବନେଶ୍ୱରର ବାପୁଜୀ ନଗର ମାର୍କେଟକୁ ସିଲ୍ କରିଲା ବିଏମସି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବାପୁଜୀ ନଗର ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସିଲ୍ କରାଯାଇଛି। ବିଏମ୍‌ସି ଜୋନାଲ ଡେପୁଟି କମିସନର ଅଂଶୁମାନ ରଥଙ୍କ ସୂଚନା ଅନୁଯାୟୀ, କୌଣସି ଲୋକ ଓ ଦୋକାନୀ ଉଭୟ କେହି ସାମାଜିକ ଦୂରତ୍ୱ ଉଲଂଘନ କରୁଥିବା ଦେଖାଯାଇଥିଲା।ସରକାରଙ୍କ ଦ୍ୱାରା କରାଯାଇଥିବା ନିୟମକୁ ଯଦି ଏପରି ଭାବରେ ପାଳନ ନ କରାଯିବ ତେବେ ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ। ତେଣୁ ଏପରି ପଦକ୍ଷେପ ନେବା ଜରୁରୀ ହୋଇପଡିଛି। ଏହି ସମୟରେ କେବଳ ଜରୁରୀ ସାମଗ୍ରୀ ଦୋକାନ ଖୋଲା ରହିବ। ଅନ୍ୟ ସବୁ ଦୋକାନ ବନ୍ଦ ରହିବ।

Share Now:

Kalinga News Beuro

Leave a Reply

Next Post

ପ୍ରେମ ଆଣିଲା କରୋନା : ଭୋଗରାଇରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା, ୩ ପଞ୍ଚାୟତରେ ସଟ୍‌ଡାଉନ୍‌

Tue May 12 , 2020
ବାଲେଶ୍ୱର/ଭୋଗରାଇ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକରୁ ଗତକାଲି ଚିହ୍ନଟ ହୋଇଥିଲେ ୧୫ ଜଣ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଯୁବକ, ଯିଏ ଏବେ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇଛନ୍ତି। ନିକଟରେ ପ୍ରେମ ବିବାହ କରିଥିବା ଏହି ଯୁବକଜଣକ ମହାମାରୀ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣର ମୁଖ୍ୟବାହକ (ସୁପର ସ୍ପ୍ରେଡର୍‌) ସାଜିପାରନ୍ତି ବୋଲି ଆଶଙ୍କା କରିଛି ସ୍ୱାସ୍ଥ୍ୟ ବିଭାଗ। ସୂଚନା ମୁତାବକ, ଭୋଗରାଇ ବ୍ଲକ ସୁନାଧରବସାଣ ପଞ୍ଚାୟତର ଏହି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial