ସେପ୍ଟେମ୍ବର ୩୦ ପୂର୍ବରୁ ମୌସୁମୀ ଅଧିବେଶନ, ଟ୍ବିଟ୍‌ କରି ସୂଚନା ଦେଲେ ବାଚସ୍ପତି

ମୌସୁମୀ ଅଧିବେଶନ

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ମାସ ୩୦ ତାରିଖ ପୂର୍ବରୁ ବସିବ। ଏ ନେଇ ଆଜି ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ତେବେ କରୋନା ମହାମାରୀ ସମୟରେ ବୈଠକ ବିଧାନସଭାରେ ହେବ କି ଅନ୍ୟ କେଉଁଠି ସେ ନେଇ ସ୍ଥାନ ନିରୂପଣ ହୋଇପାରି ନଥିବା ନେଇ ସେ କହିଛନ୍ତି। କୋଭିଡ୍‌ କଟକଣା ଭିତରେ କିପରି ଗୃହ ପରିଚାଳନା କରିବାକୁ ହେବ ସେ ସମ୍ପର୍କରେ ଶ୍ରୀ ପାତ୍ର ଲୋକସଭା ବାଚସ୍ପତି, ରାଜସ୍ଥାନ ଓ କର୍ଣ୍ଣାଟକ ବାଚସ୍ପତିଙ୍କ ସହ ଆଲୋଚନା କରିଥିବା ଜଣାଇଛନ୍ତି।

Share Now:

Kalinga News Beuro

Next Post

୭ ଦିନରେ ପଜିଟିଭ୍ ହାର କମାଅ, ୪ ଜିଲ୍ଲା ପାଇଁ ସ୍ବତନ୍ତ୍ର ରଣନୀତି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Wed Aug 19 , 2020
ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ରାୟଗଡ଼ାକୁ ଗୁରୁତ୍ୱ ଲକ୍ଷଣବିହୀନ ରୋଗୀ ଗୃହ ସଂଗରୋଧରେ ରହିବେ ଭୁବନେଶ୍ବର: ଖୋର୍ଦ୍ଧା, କଟକ, ରାୟଗଡା, ସୁନ୍ଦରଗଡ଼ ଚିନ୍ତା ବଢାଇଲାଣି। ଏସବୁ ଜିଲ୍ଲାରେ ଅଞ୍ଚଳଭିତ୍ତିକ ରଣନୀତି ପ୍ରସ୍ତୁତ ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସିଧା ସିଧା କହିଛନ୍ତି ଯେ ଏମିତି ପଦକ୍ଷେପ ନିଅ, ଯେମିତି ଆସନ୍ତା ସପ୍ତାହ ମଧ୍ୟରେ ପଜିଟିଭ୍ ହାର ହ୍ରାସ ପାଇବ। ମୁଖ୍ୟମନ୍ତ୍ରୀ ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ […]
ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial