ବର୍ଷା ହେଲେ ଧୋଇଯିବ ୨ କୋଟି କଟକ: ଆସନ୍ତା ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି/୨୦ ମ୍ୟାଚ୍ ପାଇଁ କଟକ ପୂର୍ତ୍ତ ବିଭାଗ ତତ୍ପରତା ଦେଖାଇଛି। ବାଲିଯାତ୍ରା ତଳ ପଡିଆରେ ନିର୍ମାଣ ହେବାକୁ ଥିବା ୪ଟି ପାର୍କିଂ ଜୋନ୍ ପାଇଁ ହୋଇଥିବା ଟେଣ୍ଡର ଖୋଲାଯାଇ ୪ଜଣ ଠିକାଦାରଙ୍କୁ ଟେଣ୍ଡର ଦିଆଯାଇଛି। ଆଜିଠାରୁ ବାଲିଯାତ୍ରା ପଡିଆରେ ବାଲି ଉପରେ ମାଟି ପକା କାମ ଆରମ୍ଭ […]

ଇସ୍ତାନବୁଲ: ଭାରତୀୟ ମହିଳା ମୁ‌ଷ୍ଟିଯୋଦ୍ଧା ନିଖତ ଜରୀନ (୫୨ କେଜି) ଆଇବିଏ ମହିଳା ବିଶ୍ବ ମୁଷ୍ଟିପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଛନ୍ତି। ଆଜି ଫାଇନାଲ୍‌ ମୁକାବିଲାରେ ସେ ଥାଇଲ୍ୟାଣ୍ଡର ଜୁଟାମାସ୍ ଜିତପୋଙ୍ଗକୁ ପରାସ୍ତ କରି ବକ୍ସିଂ ବିଶ୍ୱ ଚାମ୍ପିଅନସିପରେ ନିଖତ୍ ଜରିନ୍ ସ୍ୱର୍ଣ୍ଣ ଜିତିଛନ୍ତି। ଆଜିର ମୁକାବିଲାରେ ସେ ନିଜର ପ୍ରତିଦ୍ୱନ୍ଦୀଙ୍କ ଉପରେ ଦବଦବା ବଜାୟ ରଖି ୫-୦ରେ ଏକତରଫା ଭାବେ ଜିତିଛନ୍ତି। ସୂଚନାଥାଉ କି ଗତକାଲି ସେମିଫାଇନାଲ୍‌ରେ ନିଖତ ୫-୦ରେ ବ୍ରାଜିଲର […]

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ହକିି ବିଶ୍ବକପ୍‌ ଲୋଗୋ-୨୦୨୩କୁ ଉନ୍ମୋଚନ କରିଛନ୍ତି। ୨୦୨୩ ଜାନୁଆରି ୧୩ଠାରୁ ୨୯ ପର୍ଯ୍ୟନ୍ତ ବିଶ୍ଵକପ୍‌ ଖେଳାଯିବ। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ବିଶ୍ଵକପ୍‌ର ମ୍ୟାଚଗୁଡ଼ିକ ଖେଳାଯିବ। ସୂଚନାଯୋଗ୍ୟ, ୨୦୧୮ରେ ଭୁବନେଶ୍ବରରେ ସଫଳତାର ସହିତ ବିଶ୍ଵକପ୍‌ ଆୟୋଜିତ କରିବା ପରେ ପୁଣି ୨୦୨୩ରେ ଆୟୋଜିତ କରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଏଥର କିନ୍ତୁ […]

ଭୁବନେଶ୍ୱର : ଭାରତୀୟ ଟେନିସ କ୍ରିକେଟ ସଂଘ ଦ୍ୱାରା ଚଳିତ ମାସ ୨୬ ତାରିଖ ଠାରୁ ୨୮ ପର୍ଯ୍ୟନ୍ତ ଦିଲ୍ଲୀ ସ୍ଥିତ ରୋହିଣୀ କ୍ରିକେଟ ପଡିଆରେ ବରିଷ୍ଠ ବର୍ଗର ସର୍ବ ଭାରତୀୟ କ୍ରିକେଟ ପ୍ରତିଯୋଗିତା – ୨୦୨୨ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରତିଯୋଗିତାରେ ଦେଶର ୨୪ଟି ରାଜ୍ୟରୁ ଖେଳାଳି ଯୋଗଦେବାକୁ ଯାଉଛନ୍ତି। ଓଡିଶା ତରଫରୁ ଏକ ୧୬ଜଣିଆ ଟେନିସ କ୍ରିକେଟ ଦଳ ଚୟନ କରାଯିବ। ଏଥିପାଇଁ ଏକ ରାଜ୍ୟସ୍ତରୀୟ […]

ବ୍ରହ୍ମପୁର: ଭାରତର କ୍ରିକେଟ୍ ପର୍ବ ଭାବେ ପରିଚିତ ଆଇପିଏଲ୍(ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍)ର ୧୫ତମ ସଂସ୍କରଣ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଉଦ୍‌ଘାଟନୀ ସନ୍ଧ୍ୟାରେ ଗତଥରର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ ଓ ଉପବିଜେତା କଲିକତା ନାଇଟ୍ ରାଇଡ଼ର୍ସ୍ ମୁହାଁମୁହାଁ ହେବେ। ମୋଟ ୧୦ଟି ଟିମ୍‌କୁ ନେଇ ଏହି ପ୍ରତିଯୋଗିତା ଆଗାମୀ ୨ମାସ ଧରି ଚାଲିବ। ଏଥିପାଇଁ କେବଳ ଭାରତ ନୁହେଁ ସମଗ୍ର ବିଶ୍ବ କ୍ରିକେଟ୍ ପ୍ରେମୀ ଉତ୍ସାହିତ ଅଛନ୍ତି। ଆଇପିଏଲ୍ […]

ବେଙ୍ଗାଲୁରୁ : ବେଙ୍ଗାଲୁରୁ ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଚାଲିଥିବା ୨ୟ ଟେଷ୍ଟରେ ଭାରତ ଶ୍ରୀଲଙ୍କାରୁ ୨୩୮ ରନରେ ହରାଇ ବଡ଼ ବିଜୟ ହାସଲ କରିଛି। ଭାରତ ନିଜର ପ୍ରଥମ ଇନିଂସରେ ୨୫୨ ରନ କରିଥିବାବେଳେ ଶ୍ରୀଲଙ୍କା ନିଜର ପ୍ରଥମ ଇନିଂସରେ ମାତ୍ର ୧୦୯ ରନ କରିଥିଲା। ଭାରତ ନିଜର ୨ୟ ଇନିଂସରେ ୩୦୩ ରନ କରି ଇନିଂସ ସମାପ୍ତି ଘୋଷଣା କରିଥିଲା। ଶ୍ରୀଲଙ୍କା ନିଜର ୨ୟ ଇନିଂସରେ ପୁଣି ଥରେ ବ୍ୟାଟିଂ […]

ମେଲବୋର୍ଣ୍ଣ : ଆସନ୍ତା ୩୦ ତାରିଖରେ ଅଷ୍ଟ୍ରେଲିଆର ପ୍ରସିଦ୍ଧ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ(ଏମସିସି)ଠାରେ କିମ୍ବଦନ୍ତୀ ସ୍ପିନର ସେନ ୱାର୍ଣ୍ଣଙ୍କ ଅନ୍ତିମ ସଂସ୍କାର କରାଯିବ। ଏ ନେଇ ଭିକ୍ଟୋରିଆ ରାଜ୍ୟର ପ୍ରିମିୟର (ଆମ ଦେଶର ମୁଖ୍ୟମନ୍ତ୍ରୀ ପରି) ଡାନିଏଲ ଆଣ୍ଡ୍ର୍ୟୁଜ୍ ଘୋଷଣା କରିଛନ୍ତି। ତେବେ ରାଷ୍ଟ୍ରୀୟ ସମ୍ମାନର ସହ ଅନ୍ତିମ ସଂସ୍କାର ପୂର୍ବରୁ ୱାର୍ଣ୍ଣଙ୍କ ପରିବାର ପକ୍ଷରୁ ଏକ ବ୍ୟକ୍ତିଗତ ଅନ୍ତିମ ସଂସ୍କାର କରାଯିବ। ୱାର୍ଣ୍ଣଙ୍କ ଅନ୍ତିମ ସଂସ୍କାର ପାଇଁ ଏମସିସିକୁ […]

ନୂଆଦିଲ୍ଲୀ : ବିଶ୍ବରେ ଯୁଦ୍ଧର ଘଟଘଟା ମଧ୍ୟରେ କ୍ରିକେଟପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର ଆସି ପହଞ୍ଚିଛି। ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ତଥା କ୍ରିକେଟ ଇତିହାସର ମହାନତମ ସ୍ପିନରଙ୍କ ମଧ୍ୟରେ ଅନ୍ୟତମ ସେନ ଓ୍ବାର୍ଣ୍ଣଙ୍କ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ବୟସ ହୋଇଥିଲା। ହୃଦଘାତ କାରଣରୁ ତାଙ୍କର ମୃତ୍ୟୁହୋଇଥିବା ସଂଦେହ କରାଯାଉଛି। ଥାଇଲାଣ୍ଡ ଗସ୍ତରେ ଥିବାବେଳେ ତାଙ୍କର ପରଲୋକ ହୋଇଥିବା ଜଣାଯାଇଛି। ୧୯୬୯ରେ ଜନ୍ମ ଗ୍ରହଣ […]

ଧର୍ମଶାଳା: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି୨୦କୁ ଭାରତ ୬ ଓ୍ଵିକେଟରେ ଜିତିଛି। ଏଥି ସହିତତ ଟି୨୦ ସିରିଜକୁ ୩-୦ରେ ଜିତି ନେଇଛି ଭାରତ। ଧର୍ମଶାଳାରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଓ୍ଵିକେଟ୍ ହରାଇ ୧୪୬ ରନ୍ କରିଥିଲା। ଏହାପରେ ୧୪୭ ରନ୍‌ର ବିଜୟ ଲକ୍ଷ ନେଇ ଭାରତର ଓପନର ସଞ୍ଜୁ ସାମସନ୍ ଓ ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ ଆରମ୍ଭ କରିଥିଲେ। ତେବେ ରୋହିତ […]

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପଞ୍ଚଦଶ ସଂସ୍କରଣ ମାର୍ଚ୍ଚ ୨୬ରୁ ଆରମ୍ଭ ହେବ। ଗୁରୁବାର ସଂଧ୍ୟାରେ ଭର୍ଚୁଆଲ୍‌ରେ ଆୟୋଜିତ ଆଇପିଏଲ୍‌ ପରିଚାଳନା ପରିଷଦ (ଜିସି) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ମଧ୍ୟ ମୁମ୍ବାଇରେ ୫୫ ଏବଂ ପୁଣେରେ ୧୫ ମ୍ୟାଚ୍‌ ଖେଳାଯିବା ଉପରେ ମୋହର ବାଜିଥିଲା। ମୁମ୍ବାଇସ୍ଥିତ ୱାଙ୍ଖଡେରେ ୨୦, ବ୍ରାବର୍ଣ୍ଣରେ ୧୫ ଓ ଡିୱାଇ ପାଟିଲ ଷ୍ଟାଡିୟମରେ ୨୦ ଏବଂ ପୁଣେସ୍ଥିତ ଏମ୍‌ସିଏ ଷ୍ଟାଡିୟମରେ ୧୫ […]

Social media & sharing icons powered by UltimatelySocial