ନୂଆଦିଲ୍ଲୀ : ଚଳିତ ମାସ ଶେଷ ସୁଦ୍ଧା ଜଗା ବଳିଆ ଦିଲ୍ଲୀ ଏମ୍‌ସରୁ ଡିସ୍‌ଚାର୍ଜ ହେବେ। ଡିସ୍‌ଚାର୍ଜ କରାଯିବା ନେଇ ଏମ୍‌ସ କର୍ତୃପକ୍ଷ ଜଗା ବଳିଆଙ୍କ ବାପା ମା’ଙ୍କୁ ଜଣାଇ ଦେଇଛନ୍ତି। ଉଭୟ ଏନେଇ ସହମତି ଜଣାଇଥିବା ସୂଚନା ମିଳିଛି। ତେଣୁ ଜଗା ବଳିଆ କେବେ ଡିସ୍‌ଚାର୍ଜ ହୋଇ ନିଜ ଗାଁ’କୁ ଫେରିବେ ଏହା ବର୍ତମାନ ତାଙ୍କ ବାପା ମା’ଙ୍କ ଉପରେ ନିର୍ଭର କରୁଛି। ଏମ୍‌ସରୁ ଜଗା ବଳିଆଙ୍କୁ ଡିସ୍‌ଚାର୍ଜ […]

ହାଇଦ୍ରାବାଦ: ଭକ୍ତଙ୍କ ପାଇଁ ନିରାଶ ଜନକ ଖବର। ଆସନ୍ତା ଅଗଷ୍ଟ ୧୧ ତାରିଖରୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଭାରତର ପ୍ରସିଦ୍ଧ ଭେଙ୍କେଟେଶ୍ୱର ମନ୍ଦିର ୬ ଦିନ ପାଇଁ ବନ୍ଦ ରହିବ। ଏହି ଅବସରରେ ସର୍ବସାଧାରଣଙ୍କ ମନ୍ଦିର ଦର୍ଶନ ବନ୍ଦ ରହିବ। ଏହି ସମୟରେ ବୈଦିକ ପରମ୍ପରା ଅନୁଯାୟୀ, ବିଷ୍ଣଙ୍କୁ ଅଷ୍ଟବର୍ଦ୍ଧନ ବଲୟ ସମ୍ପର୍କିତ ନିଆରା ନୀତିକାନ୍ତି ଥିବାରୁ ମନ୍ଦିର ବନ୍ଦ ରହିବ। ତିରୁମାଲା ତିରୁପତି ଦେଭସ୍ଥାନମ(ଟିଟିଡି) ବୋର୍ଡ଼ ପକ୍ଷରୁ ଏହି […]

ନୂଆଦିଲ୍ଲୀ : ପାକିସ୍ତାନକୁ ଆମେରିକା ଅସ୍ତ୍ରଶସ୍ତ୍ର ଯୋଗାଉଛି, କିନ୍ତୁ ସେହି ଅସ୍ତ୍ର ଆମେରିକା କିମ୍ବା ଆମେରିକୀୟମାନଙ୍କ ଆଡକୁ ଫେରୁଛି । ପାକିସ୍ତାନକୁ ଆତଙ୍କବାଦମୁକ୍ତ କରିବାକୁ ହେଲେ ଆମେରିକାକୁ ପ୍ରଥମେ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ପଡିବ ବୋଲି ଖୋଦ ଆମେରିକାର ଜଣେ କଂଗ୍ରେସସଦସ୍ୟ ଡାନା ରୋରାବାଚର କହିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନକୁ ଯେପରି ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ ହୁଏ ତାହା ଆମକୁ ନିଶ୍ଚିତ କରିବାକୁ ପଡିବ । […]

ନୂଆଦିଲ୍ଲୀ: ଶନିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚାରିଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର ଏବଂ ଶାସ୍ତ୍ରୀୟ ନୃତ୍ୟାଙ୍ଗନା ସୋନାଲ ମାନସିଂହ। ବାକି ଦୁଇ ଜଣ ହେଲେ କୃଷକ ନେତା ରାମ ସକଲ ଏବଂ ଲେଖକ ଓ ସ୍ତମ୍ଭକାର ରାକେଶ ସିହ୍ନା। ବିଶ୍ୱବିଦିତ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର ୧୯୫୯ ମସିହାରୁ ପଥର ଖୋଦେଇ କଳାରେ ଉତ୍କର୍ଷ […]

ପବିତ୍ର ରଥଯାତ୍ରା ଅବସରରେ ଅଗଣିତ ଦର୍ଶକମାନଙ୍କୁ କଳିଙ୍ଗ ନିଉଜ ପରିବାର ତରଫରୁ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ ,ଜୟ ଜଗନ୍ନାଥ  

ନୂଆଦିଲ୍ଲୀ : ଭାରତୀୟ ଧାବିକା ହିମା ଦାସ ଗୁରୁବାର ଇତିହାସ ରଚିଛନ୍ତି। ଆସାମର ଏହି ୧୮ ବର୍ଷୀୟା ଝିଅ ଫିନ୍‌ଲାଣ୍ଡ୍‌ର ଟାମ୍ପରେଠାରେ ଆୟୋଜିତ ଆଇଏଏଏଫ୍‌ ବିଶ୍ୱ ୨୦ ବର୍ଷରୁ କମ୍‌ ଦୌଡ଼କୁଦ ପ୍ରତିଯୋଗିତାର ୪୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତି ନେଇଛନ୍ତି। ଏହି ସଫଳତାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ। ଯୋଗ୍ୟତା ପର୍ଯ୍ୟାୟର ଦ୍ରୁତତମ ଧାବିକା ଭାବେ ଫାଇନାଲ୍‌ ଯାଇଥିବା ହିମା ସେଠାରେ ୫୧.୪୬ ସେକେଣ୍ଡ ସମୟ ସହ ପ୍ରଥମ […]

ନୂଆଦିଲ୍ଲୀ: ଆଇପିଏସ ଅଫିସରଙ୍କ ଭାଇ ହେଲେ ଆତଙ୍କବାଦୀ। ଉତ୍ତରପୂର୍ବାଞ୍ଚଳ କ୍ୟାଡରର ଜଣେ ଆଇପିଏସ ଅଫିସରଙ୍କ ଭାଇ ଆତଙ୍କବାଦୀ ସଙ୍ଗଠନ ହିଜ୍‌ବୁଲ ମୁଜାହିଦ୍ଦିନ୍‌ ଗ୍ରୁପ୍‌ରେ ସାମିଲ ହୋଇଛନ୍ତି। ଗତ ମେ ୨୨ରୁ ସମ୍ପୃକ୍ତ ଯୁବକ କାଶ୍ମୀର ବିଶ୍ୱବିଦ୍ୟାଳୟରୁ ଗତ ମେ ୨୨ ତାରିଖରୁ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ। ତେବେ ହଠାତ୍‌ ସେ ଏକ ରାଇଫଲ ଧରିଥିବାର ଫଟୋ ଭାଇରାଲ ହେବା ପରେ ସେ ଆତଙ୍କବାଦୀ ସଙ୍ଗଠନରେ ସାମିଲ ହୋଇଥିବା ଜଣାପଡ଼ିଛି। ଆତଙ୍କବାଦୀ […]

ଭୁବନେଶ୍ୱର : ଭୁବନେଶ୍ୱର ନ୍ୟୁ ଷ୍ଟେସନ୍‌ ଆଜି ଉଦ୍‌ଘାଟିତ ହେବ। କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍‌ଘାଟନ କରିବେ। ଆସନ୍ତା କାଲିଠାରୁ ଏହି ଷ୍ଟେସନ୍‌ରେ ପରୀକ୍ଷାମୂଳକ ଭାବେ ୩ଟି ଯାତ୍ରୀବାହୀ ଟ୍ରେନ୍‌ ରହିବ। ଏହି ଟ୍ରେନ୍‌ଗୁଡ଼ିକ ହେଲା ହାଓଡ଼ା-ପୁରୀ-ସନ୍ତ୍ରାଗାଛି, ରାଉରକେଲା-ପୁରୀ -ରାଉରକେଲା ଏବଂ କଟକ-ବ୍ରହ୍ମପୁର-କଟକ ମେମୁ। ୬ ମାସ ପର୍ଯ୍ୟନ୍ତ ଏହି ରହଣି ଜାରି ରହିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ନ୍ୟୁ […]

ଅନୁଗୋଳ : ‘କାହ୍ନା’ର ପ୍ରେମରେ ପାଗଳ ଶାତକୋଶିଆ ବାଘୁଣୀ। ତା’ ଚେହେରା ଓ ଆଚରଣରେ ଖୁବ୍‌ ଆକର୍ଷିତ। ତା’ ସହ ମିଶିବାକୁ ଏନ୍‌କ୍ଲୋଜର ଚାରିପାଖରେ ଚକ୍କର କାଟୁଛି। ତା’ ପ୍ରତି ‘କାହ୍ନା’ ବି ଖୁବ୍‌ ଆକୃଷ୍ଟ ହେଉଥିବା ଦେଖିବାକୁ ମିଳିଛି। ‘କାହ୍ନା’ର ଗତିବିଧି ଉପରେ ନଜର ରଖିବା ପାଇଁ ଏନ୍‌କ୍ଲୋଜରରେ ଲାଗିଥିବା ସିସିଟିଭିରୁ ଏହା ସ୍ପଷ୍ଟ ହୋଇଛି। ୧୫ ଦିନ ପରେ ଆଜି ଅପରାହ୍ନ ୨ଟା ବେଳେ ‘କାହ୍ନା’କୁ ଶାତକୋଶିଆ […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ହେବା ପରେ ବିଦେଶଗସ୍ତକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ନରେନ୍ଦ୍ର ମୋଦି। ମୋଦିଙ୍କ ଏହି ବିଦେଶ ଯାତ୍ରାକୁ ନେଇ ସଂସଦରେ ଯେତିକି ହୋହଲ୍ଲା ହୋଇଛି ତାହା ଇତିହାସରେ କେବେ ଦେଖିବାକୁ ମିଳି ନ ଥିବା । ଖାଲି ସେତିକି ନୁହଁ ଏହି ବିଦେଶ ଭ୍ରମଣକୁ ନେଇ ମୋଦି ସବୁବେଳେ ବିରୋଧୀଙ୍କ ଟାର୍ଗେଟରେ ମଧ୍ୟ ରହି ଆସିଛନ୍ତି। ତେବେ ଆଜି ପର୍ଯ୍ୟନ୍ତ ମୋଦିଙ୍କ ଏହି ବିଦେଶଗସ୍ତ ସଂକ୍ରାନ୍ତରେ […]

Social media & sharing icons powered by UltimatelySocial