ଭୁବନେଶ୍ୱର: ଗୀତରେ ଗୀତରେ ନିଜ ପ୍ରିୟବନ୍ଧୁଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି। ତାଙ୍କ ବେଦନାଭରା କଣ୍ଠରୁ ବାହାରି ଆସୁଥିବା ‘ଅନ୍ତରେ କାନ୍ଦେ ବାହାରେ ହସେ ମୁଁ’ ଗୀତର ପ୍ରତିଟି ପଦ, ସାମ୍ନାରେ ବସିଥିବା ପ୍ରତିଟି ଦର୍ଶକଙ୍କୁ ଭାବବିହ୍ବଳ କରି ପକାଉଥିଲା। ବନ୍ଧୁର ଅକାଳ ବିୟୋଗ ଯେ ତାଙ୍କୁ କେତେ ପରିମାଣରେ ମ୍ରିୟମାଣ କରିଛି, ଦର୍ଶକେ ତାଙ୍କ କଣ୍ଠସ୍ବରରୁ ସ୍ପଷ୍ଟ ବାରିପାରୁଥିଲେ। ୟୁନିଟ୍‌-୨ ପ୍ରାଥମିକ ବିଦ୍ୟାଳୟରେ ‘ସଂଭାବନା’ ପକ୍ଷରୁ ଗତକାଲି ଆୟୋଜିତ ପଞ୍ଚଦଶ ‘ପ୍ରଣବ […]

ମୁମ୍ବାଇ: ଗଞ୍ଜେଇ ଘରେ ରଖିବା ସହ ସେବନ କରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)। ଭାରତୀ ଗଞ୍ଜେଇ ଟାଣୁଥିବା କଥା ସ୍ବୀକାର କରିବା ପରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟାଙ୍କୁ ଗିରଫ କରିଥିଲା ଏନସିବି। ଗିରଫ ପରେ ଦୁହିଁଙ୍କୁ ମୁମ୍ବାଇର କ୍ୱିଲା କୋର୍ଟରେ ହାଜର କରାଯାଇଥିବା […]

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ଲାଗି ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ ସ୍ଥାନ ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ରେ ଦିନକୁ ଦିନ ଦର୍ଶକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ମୋଟ୍‌ ୩ ହଜାର ୮୧୬ଜଣ ଦର୍ଶକ ନନ୍ଦନକାନନ ବୁଲିଛନ୍ତି। ଦର୍ଶକମାନଙ୍କ ମଧ୍ୟରୁ ୩ ହଜାର ୬୫୩ ଜଣ କାଉଣ୍ଟର ମାଧ୍ୟମରେ ଟିକେଟ‌ କିଣିଥିଲେ। କିନ୍ତୁ ଜଣ ୧୬୩ ଜଣ ଅନ୍‌ଲାଇନ୍‌ ମାଧ୍ୟମରେ ଟିକେଟ୍‌ କିଣିଥିଲେ। ନନ୍ଦନକାନନର ଉପ ନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ ଏହି […]

ନୀଳଗିରି: ଜନସ୍ୱାର୍ଥକୁ ଆଖିଆଗରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ନିଜିଗଡ଼ ତାପଙ୍ଗଙ୍କୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି। ଯଦି କେହି ଏହି ନିୟମକୁ ଉଲ୍ଲଘଂନ କରି ବୁଲିବାକୁ ଯାଆନ୍ତି ତେବେ ତାଙ୍କଠୁ ଜରିମାନା ଆଦାୟ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଚେତାବନୀ ଦେଇଥିଲା। ତେବେ ଏହାରି ଭିତରେ ଠିକ ତାପଙ୍ଗ ଭଳି ଦିଶୁଥିବା ଆଉ ଏକ ସ୍ଥାନ ଏବେ ସାମ୍ନାକୁ ଆସିଛି। ବାଲେଶ୍ଵରଠାରୁ ୨୦ କିଲୋମିଟର ଦୂରରେ ନୀଳଗିରିର […]

ଅକ୍ଟୋବର ୨ ତାରିଖରୁ କରୋନା କଟକଣା ନିୟମରେ ଖୋଲିବ ବାରଙ୍ଗ/ମେଣ୍ଢାଶାଳ: ମହାମାରୀ କରୋନା କଟକଣା ପାଇଁ ମାର୍ଚ୍ଚ ୨୭ ତାରିଖରୁ ଦର୍ଶକଙ୍କ ପାଇଁ ବନ୍ଦ ରହିଥିବା ଚନ୍ଦକା‌-ଡମପଡ଼ା ହସ୍ତୀ ଅଭୟାରଣ୍ୟ ଆସନ୍ତା ଅକ୍ଟୋବର ୨ ତାରିଖରେ ପୁଣି ଖୋଲିବ। ଗାନ୍ଧୀ ଜୟନ୍ତୀ ଅବସରରେ କରୋନା କଟକଣା ନିୟମାନୁସାରେ ଏହି ଅଭୟାରଣ୍ୟ ଦର୍ଶକମାନଙ୍କ ପାଇଁ ଖୋଲା ରହିବ। ତେଣୁ ଚନ୍ଦକା ଗୋଡ଼ିବାରୀ ମୁଖ୍ୟ ଫାଟକ ଦେଇ ଦର୍ଶକମାନେ ଅଭୟାରଣ୍ୟ ଭିତରକୁ ଯାଇ […]

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ପାଖାପାଖି ୪ ମାସ ହୋଇଗଲାଣି। ତେବେ ତାଙ୍କ ମୃତ୍ୟୁ ବାସ୍ତବରେ ଏକ ଆତ୍ମହତ୍ୟା କି ହତ୍ୟା ତାହା ଉପରୁ ଏଯାଏ ବି ପରଦା ଉଠି ପାରିନାହିଁ। ଏମ୍‌ସର ଏକ ଡାକ୍ତରୀ ପ୍ୟାନେଲ୍‌ ସୁଶାନ୍ତଙ୍କ ବ୍ୟବଚ୍ଛେଦ ଓ ଭିସେରା ନମୁନାକୁ ନେଇ ଏହା ହତ୍ୟା କି ଆତ୍ମହତ୍ୟା ବୋଲି ଜାଣିବାକୁ ଯାଞ୍ଚ୍‌ ଜାରି ରଖିଥିଲେ। ଜାଣିବାକୁ ମିଳିଛି ଯେ ଏମ୍ସର ଡାକ୍ତରୀ ଟିମ୍‌ […]

ମୁମ୍ବାଇ : ଭାରତର ସ୍ବରସାମ୍ରାଜ୍ଞୀ ଲତା ମଙ୍ଗେସକର ଆଜି (ସେପ୍ଟେମ୍ବର ୨୮) ରେ ୯୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଏଯାବତ୍ ୨୫ ହଜାରରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି। ତାଙ୍କର ଯାଦୁକରୀ କଣ୍ଠରୁ ଅନେକ ଗୀତ ସର୍ବଦା ଭାରତୀୟ ତଥା ସମଗ୍ର ପୃଥିବୀରେ ସଂଗୀତପ୍ରେମୀଙ୍କୁ ବାନ୍ଧି ରଖିଛି। ତାଙ୍କର କର୍ମମୟ ଜୀବନରେ ସେ ଅନେକ କାଳଜୟୀ ସଂଗୀତ ପରିବେଷଣ କରି ଭାରତୀୟ ସଂଗୀତ ଜଗତରେ ନିଜର ଏକ ସ୍ୱତନ୍ତ୍ର […]

ମୁମ୍ବାଇ: ବଲିଉଡରେ ଅନେକ ସୁପରହିଟ୍ ଗୀତ ଗାଇଥିବା ଭେଟେରାନ୍ ସିଙ୍ଗର୍ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନ ୧ଟା ୪ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏସ୍.ପି. ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତ ନେଇ ତାଙ୍କ ପୁଅ ଏସ୍‌.ପି. ଚରଣ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୭ରେ ତାଙ୍କର କରୋନା ଟେଷ୍ଟ୍‌ […]

ମୁମ୍ବାଇ : ବଲିଉଡ୍‌ରେ ଡ୍ରଗ୍‌ସ କାରବାରର ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ (ଏନ୍‌ସିବି)କୁ ଦିନକୁ ଦିନ ନୂଆ ତଥ୍ୟ ମିଳିବାକୁ ଲାଗିଛି। ଏହି କାରବାରେ ଅନେକ ତାରକା ସଂପୃକ୍ତ ଥିବାର ବିସ୍ଫୋରକ ସୂଚନା ମିଳୁଥିବାରୁ ବଲିଉଡରେ କମ୍ପନ ସୃଷ୍ଟି ହୋଇଛି। ମିଳିଥିବା ନୂଆ ତଥ୍ୟକୁ ଆଧାର କରି ଏନ୍‌ସିବି ୪ ଜଣ ଅଭିନେତ୍ରୀଙ୍କୁ ପଚରାଉଚରା ଲାଗି ଗତକାଲି ସମନ ଜାରି କରିଛି। ଏଥିରେ ରହିଛନ୍ତି ବଲିଉଡ୍ ରାଣୀ କୁହାଯାଉଥିବା […]

ମୁମ୍ବାଇ: ଏନସିବି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାର ଯାଞ୍ଚ ଆରମ୍ଭ କରିଥିବା ବେଳେ ରିୟାଙ୍କ ପରେ ଅନେକ ବଲିଉଡ କଳାକାରଙ୍କ ନାଁ ସାମ୍ନାକୁ ଆସିବାରେ ଲାଗିଛି। ଶ୍ରଦ୍ଧା କପୁର, ରାକୁଲ ପ୍ରୀତ ସିଂ ଏବଂ ସାରା ଅଲି ଖାନଙ୍କ ପରେ ଏବେ ବଲିଉଡର ଅନ୍ୟତମ ପ୍ରମୁଖ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଡ୍ରଗ୍ସ ନେଉଥିବା କଥା ସାମ୍ନାକୁ ଆସିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ […]

Social media & sharing icons powered by UltimatelySocial