୭୪୬ ଜଗନ୍ନାଥ ମନ୍ଦିରକୁ ପଠାଯିବ ନିମନ୍ତ୍ରଣ, ଓଡ଼ିଆ, ଇଂରାଜୀ ଓ ହିନ୍ଦୀରେ ବ୍ରୋଚର ପୁରୀ: ଆସନ୍ତା ଜାନୁଆରି ୧୭ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବ। ଏଥି ପାଇଁ ଆଜି ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରାଯାଇଛି। ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦେବା ପାଇଁ ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ, ପରିଚାଳଚନା କମିଟିର ୫ ଜଣ ପ୍ରତିନିଧି, ବରିଷ୍ଠ ସେବାୟତ ପ୍ରମୁଖ ଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର […]

ବାରାଣସୀ: ଆଜି ଉତ୍ତର ପ୍ରଦେଶର ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ବୃହତ୍ତମ ଧ୍ୟାନ କେନ୍ଦ୍ର ‘ସ୍ଵର୍ବେଦ ମହାମନ୍ଦିର’ର ଶୁଭ ଉଦ୍‌ଘାଟନ କରିଛନ୍ତି। ଆଜି ଗସ୍ତର ଦ୍ଵିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ମିଶି ଏହି ୭ ମହଲାବିଶିଷ୍ଟ ମନ୍ଦିରକୁ ଉଦ୍‌ଘାଟନ କରିଛନ୍ତି। ବାରାଣସୀ ସହରଠାରୁ ୧୨ କିଲୋମିଟର୍‌ ଦୂର ଉମରାହା ଅଞ୍ଚଳରେ ନିର୍ମିତ ଏହି ୭ ମହଲା ଉଚ୍ଚ ଏହି ସୁନ୍ଦର ମନ୍ଦିର […]

ଭୁବନେଶ୍ୱର: ଆଜି ଧନୁ ସଂକ୍ରାନ୍ତିରେ ଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଆଜିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ଧରି ଲିଙ୍ଗରାଜଙ୍କ ପାଖରେ ପହିଲି ଭୋଗ ହେବ ଧନୁମୁଆଁ। ବଳକା ୧୧ ମାସ ସୁଖିଲି ଭୋଗ ଭାବେ କୋରାଖଇ ପୂଜା ହୋଇଥାଏ। କେବଳ ପୁଷ ମାସରୁ ମାଘ ମାସ ପର୍ଯ୍ୟନ୍ତ ଏହି ଧନୁମୁହାଁ ଲିଙ୍ଗରାଜଙ୍କ ପାଖରେ ଭୋଗ ହୁଏ। ଆଜି ପବିତ୍ର ଦିନ ଥିବାରୁ ଲିଙ୍ଗରାଜ ମନ୍ଦିରରେ ରାଜ୍ୟ […]

ଭୁବନେଶ୍ୱର: ଜନ୍ମମାଟିର ଉନ୍ନତି ପାଇଁ ସେମାନଙ୍କ ଅବଦାନ ଥିଲା ଅତୁଳନୀୟ। ଆଜୀବନ ତ୍ୟାଗମନ୍ତ୍ରରେ ଦୀକ୍ଷିତ ହୋଇ କିଏ ଦୀନଦରିଦ୍ରଙ୍କ ବନ୍ଧୁ ସାଜିଥିଲେ ତ ଆଉ କିଏ ସମାଜ ସଂସ୍କାର ପାଇଁ ବ୍ରତୀ ହୋଇ ତତ୍କାଳୀନ ରକ୍ଷଣଶୀଳ ସମାଜ ବ୍ୟବସ୍ଥାର ବେଡ଼ିରୁ ନିଜକୁ ମୁକୁଳାଇଥିଲେ। ନାରୀ ଶିକ୍ଷା ଓ ନାରୀ ସ୍ୱାଧୀନତା ପାଇଁ ଘରର ଏରୁଣ୍ଡି ବନ୍ଧ ଡେଇଁ ସଂଗ୍ରାମ କରିଥିଲେ। ସେହିଭଳି ସେମାନେ ନିଜର ଶାଣିତ ଲେଖନୀ ମୁନରେ ଜାଳି […]

ଭୁବନେଶ୍ୱର : ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏଥିପାଇଁ ସାରା ରାଜ୍ୟ ଚଳଚଞ୍ଚଳ। ଭୋରୁ ଭୋରୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ବିଭିନ୍ନ ନଦୀ, କେନାଲ ଓ ପୋଖରୀରେ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି। ପୁରୀ ବେଳାଭୂମି, କଟକର ଗଡ଼ଗଡ଼ିଆ ଘାଟ ଓ ଭୁବନେଶ୍ୱର ବିନ୍ଦୁସାଗର ଓ କୁଆଖାଇ ନଦୀରେ ଶ୍ରଦ୍ଧାଳକୁମାନେ ଭୋର ୪ ଟାରୁ ଡଙ୍ଗା ଭସାଇଛନ୍ତି। ଏହାଛଡ଼ା ଓଡ଼ିଶାର ସବୁ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। କଦଳୀ […]

ବାଲିଅନ୍ତା: କୁମାର ପୂର୍ଣ୍ଣିମା ଅବ୍ୟବହିତ ପୂର୍ବରୁ ବାଲିଅନ୍ତା ବ୍ଲକ୍‌ ସରକଣା ପଞ୍ଚାୟତ ରଣପୁର ଗାଁରେ ଅନୁଷ୍ଠିତ ହୁଏ କୁମାରୀ ବିବାହ। ବହୁ ବର୍ଷ ଧରି ପରମ୍ପରା ପାଲଟିଥିବା ଏହି ବିବାହରେ ବିଧି ସବୁ ସତ ହୋଇଥିଲେ ହେଁ ବାହାଘରଟି କୁନିପିଲାଙ୍କ ଖେଳ ହୋଇଥାଏ। ବାଡ଼ୁଅ ପାଣିରେ ଗାଧୋଇବାଠାରୁ ଆରମ୍ଭ କରି ବରଯାତ୍ରୀ ଶୋଭାଯାତ୍ରା, ହାତଗଣ୍ଠି, ବେଦିରେ ହୋମଯଜ୍ଞ, ବନ୍ଦାପନା ଓ ଭୋଜିଭାତ ସବୁ ବିଧି ମୁତାବକ ହୋଇଥାଏ। କିନ୍ତୁ ଦୁଇ […]

ଭୁବନେଶ୍ୱର: ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତିରେ ପୁଣି ବିଭ୍ରାଟ ଦେଖିବାକୁ ମିଳିଛି। ମଙ୍ଗଳଆଳତି ପରେ ମହାଦେବଙ୍କ ନୀତି ହୋଇନାହିଁ। ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ମଧ୍ୟରେ ବିବାଦ ଯୋଗୁଁ ଉପାସ ରହିଛନ୍ତି ଶ୍ରୀଲିଙ୍ଗରାଜ ମହାପ୍ରଭୁ। ତେବେ ବାହ୍ୟ ପ୍ରଭାବରେ ପ୍ରଭାବିତ ହୋଇ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ ଲାଗିରହିଥିବା ହେତୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ଠାକୁରଙ୍କ ସେବା ପାଇଁ ବଡୁ ନିଯୋଗଙ୍କୁ ଯେଉଁ ସମ୍ପତ୍ତି ଦିଆଯାଇଥିଲା ସେଠାରେ […]

ନୂଆଦିଲ୍ଲୀ: ଜାନୁଆରି ୨୨ରେ ଉତ୍ତରପ୍ରଦେଶର ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ରାମଙ୍କ ବିଗ୍ରହ (ମୂର୍ତ୍ତି) ସ୍ଥାପନ କରାଯିବ ବୋଲି ଆରଏସଏସ ମୁଖ୍ୟ ମୋହନ ଭାଗବତ ମଙ୍ଗଳବାର କହିଛନ୍ତି। ନାଗପୁରରେ ଆରଏସଏସ୍ ଦଶହରା ରାଲିକୁ ସମ୍ବୋଧିତ କରି ଭାଗବତ ଏହି ଅବସରରେ ଦେଶର ବିଭିନ୍ନ ମନ୍ଦିରରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲୋକଙ୍କୁ କହିଛନ୍ତି। ଆସନ୍ତା ବର୍ଷ ଜାନୁଆରିରେ ଏହା ଉଦ୍‌ଘାଟନ ହେବାକୁ ସମୟ ନିର୍ଦ୍ଧାରିତ ହୋଇଛି। ତେଣୁ ସମୟସୀମା ପୂର୍ବରୁ କାର୍ଯ୍ୟ […]

ପୁରୁଣା ଭୁବନେଶ୍ୱର: ଆସନ୍ତାକାଲି ବିଶ୍ୱ ପର୍ଯ୍ୟଟନ ଦିବସ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଥିପାଇଁ ବିଭିନ୍ନ ସଭା ଓ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। କିନ୍ତୁ ଐତିହ୍ୟସ୍ଥଳଗୁଡ଼ିକର ସଂରକ୍ଷଣ ଦିଗରେ ପ୍ରକୃତ ଉଦ୍ୟମ ହେଉଥିବା ପରିଲକ୍ଷିତ ହେଉନାହିଁ। ବର୍ଷ ବର୍ଷ ଧରି ଏକାମ୍ର କ୍ଷେତ୍ରରେ ଅବହେଳିତ ଅବସ୍ଥାରେ ଥିବା ବହୁ ଐତିହ୍ୟ ପୁଷ୍କରିଣୀକୁ ଦେଖିଲେ, ଏହା ଜଳଜଳ ହୋଇ ଦେଖାଯାଏ। ପ୍ରାୟ ସବୁ ପୁଷ୍କରିଣୀ ନିକଟସ୍ଥ ମନ୍ଦିରର […]

ନୂଆଦିଲ୍ଲୀ: ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ଅବସରରେ ‘ସଙ୍ଗୀତ ନାଟକ ଅକାଦେମୀ’ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଭାରତର ୮୪ଜଣ କଳାକାରଙ୍କ ମଧ୍ୟରେ ଓଡ଼ିଶାରୁ ୪ଜଣ କଳାକାର ଥିବା କଥା ‘ସଙ୍ଗୀତ ନାଟକ ଅକାଦେମୀ’ର ପ୍ରେସ୍‌ ରିଲିଜ୍‌ରୁ ଜଣାପଡ଼ିଛି। ‘ଛଉନୃତ୍ୟ’ ପାଇଁ ସିଦ୍ଧେଶ୍ୱର ଦାସ, ‘ଥିଏଟର୍‌’ରେ ସାମଗ୍ରିକ ଅବଦାନ ପାଇଁ ଅନନ୍ତ ମହାପାତ୍ର, ଲୋକସଙ୍ଗୀତ ବ୍ରହ୍ମବୀଣା ପାଇଁ ଆନନ୍ଦ ବାଗ ଓ ଓଡ଼ିଶୀ ନୃତ୍ୟ (ଗୋଟିପୁଅ) ପାଇଁ ଗୋବିନ୍ଦ ଚନ୍ଦ୍ର ପାଲ୍‌ […]

Social media & sharing icons powered by UltimatelySocial