ଖଣ୍ଡଗିରି: ଡେଙ୍ଗୁ ପ୍ରଜନନ କେନ୍ଦ୍ର ପାଲଟିଛି ନୂଆପଲ୍ଲୀସ୍ଥିତ ପ୍ରିୟଦର୍ଶିନୀ ମାର୍କେଟ୍‌ କମ୍ପ୍ଲେକ୍ସ। ଏଠାରେ ମାତ୍ର ୧୦ ଦିନ ମଧ୍ୟରେ ଡେଙ୍ଗୁରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମାର୍କେଟ୍‌ କଂପ୍ଲେକ୍ସସ୍ଥିତ ଅଣ୍ଡା ଦୋକାନ କର୍ମଚାରୀ ମନୋରଞ୍ଜନ ସାହୁ(୨୪) ଏବଂ ବ୍ୟବସାୟୀ ବିଶ୍ୱନାଥ ସାହୁଙ୍କ ଜୀବନ ନେଇଛି ଡେଙ୍ଗୁ। ଏଥିସହିତ ସଞ୍ଜୟ ପାତ୍ର, ଶୁଭେନ୍ଦୁ ସାହୁ, ଅଜୟ ସାହୁ, ପ୍ରସନ୍ନ ସାହୁ, ସନାତନ ସାହୁ, ଆକ୍କା ସ୍ୱାଇଁ, ଟିକି ନାଏକ, କାହ୍ନା ନାଏକ […]

ଗଙ୍ଗାରାମ ବଦଳରେ ଫସିଗଲେ ଗଙ୍ଗା,ମାମଲା ରଫାଦଫା ପାଇଁ ୧୦,୦୦୦ ଟଙ୍କାର ଡିଲ୍ ଅଭିଯୋଗ ମାଲକାନଗିରି: ଜିଲ୍ଲାର ମାଥିଲି ବ୍ଲକ ମହୁପଦର ପଞ୍ଚାୟତ ଅନ୍ତର୍ଗତ ଆମ୍ବାଗୁଡା ଗାଁର ଦିବ୍ୟାଙ୍ଗ (ମୂକ) ଅବିବାହିତ ଯୁବକଙ୍କୁ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯିବା ଘଟଣା ନେଇ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଜଣଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଯୋଜନା ରହିଥିବା ବେଳେ ଆଉ ଜଣେ ବ୍ୟକ୍ତିର ଅସ୍ତ୍ରୋପଚାର କରାଯାଇଛି। ଏଥିରେ ଦିବ୍ୟାଙ୍ଗ ଯୁବକ […]

ବସ୍ତା: ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଗୁଡ଼ିଖାଳ ବନବିହାରୀ ଲାଲ ବିଦ୍ୟାଳୟରେ କୃମି ବଟିକା ଖାଇ ୬ ଜଣ ଛାତ୍ରୀ ଓ ୨ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନାରୁ ପ୍ରକାଶ ଗୁରୁବାର ବିଦ୍ୟାଳୟରେ ୩୬୦ ଜଣ ଛାତ୍ରଛାତ୍ରୀଙ୍କୁ କୃମି ବଟିକା ଖାଇବାକୁ ଦିଆଯାଇଥିଲା। ଉକ୍ତ ବଟିକା ଖାଇବା ପରେ ବିଦ୍ୟାଳୟର ଏକାଧିକ ଛାତ୍ରଛାତ୍ରୀଙ୍କ ମୁଣ୍ଡ […]

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁର ସ୍ଥିତି ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ବିଶେଷ ସୂଚନା ଦେଇଛନ୍ତି। ସେ କହିଛନ୍ତି,ଏବେ ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ଟିକେ ଅଧିକ ରହିଛି। ପ୍ରତ୍ୟେକ ଦିନ ଟେଷ୍ଟ କରାଯାଉଛି। ପ୍ରତ୍ୟେକ ଦିନ ପାଖାପାଖି ୨୦୦ ଲୋକଙ୍କ ପରୀକ୍ଷା ହେଉଛି। ସେଥିରୁ ପ୍ରାୟ ୫୦ ଜଣ ପିଜେଟିଭ ବାହାରୁଛନ୍ତି। ଏମାନଙ୍କ ଭିତରୁ ପ୍ରତିଦିନ ୧୫ ଜଣ ଲେଖାଏ ସବୁ ଦିନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ସେ ଆହୁରି […]

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଜାନୁଆରି ମାସରୁ ଆଜି ପର୍ଯ୍ୟନ୍ତ ୭୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ମେୟର ସୁଲୋଚନା ଦାସ ଏକ ଭିଡିଓ ବାର୍ତ୍ତାରେ ଲୋକଙ୍କୁ ଭୟଭୀତ ନ ହେବାକୁ କହିବା ସହ ଡେଙ୍ଗୁ ମୁକାବିଲାରେ ବିଏମ୍‌ସି ସହ ହାତ ମିଶାଇବାକୁ ପରାମର୍ଶ ଦେଇଛନ୍ତି। ଗୋଷ୍ଠୀ ସହଭାଗିତା […]

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱର ରେଡିଓଡାଇଗ୍ନୋସିସ୍‌ ବିଭାଗ ପକ୍ଷରୁ ରାଜ୍ୟରେ ପ୍ରଥମ ଇଣ୍ଟରଭେନ୍‌ସନାଲ ରେଡିଓଲୋଜି(ଆଇଆର) ସମ୍ମିଳନୀ ଏଆଇଆରଏଡିସିଓଏନ୍‌ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି ଦୁଇ ଦିନିଆ ସମ୍ମିଳନୀରେ ଆଇଆର୍‌ର ବ୍ୟାପକ ବ୍ୟବହାର ତଥା ଏହାର କାର୍ଯ୍ୟକାରୀତା ଉପରେ ମାନସମନ୍ଥନ ହୋଇଥିଲା। ଏହି ଜ୍ଞାନକୌଶଳର ସଫଳ ଉପଯୋଗ କରି ରୋଗୀ ସେବାକୁ ସୁଗମ ଏବଂ ସରଳ କରିବା ନିମ‌ନ୍ତେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀରେ ବିଭିନ୍ନ ଯକୃତ କର୍କଟର ଚିକିତ୍ସା, […]

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ବଢ଼ୁଥିବା ବେଳେ ଏହାର ଚାପ ଏବେ ସିଧାସଳଖ କ୍ୟାପିଟାଲ୍ ହସ୍ପିଟାଲରେ ପଡ଼ୁଥିବା ଦେଖିବାକୁ ମିଳୁଛି। ଏହି ହସ୍ପିଟାଲରେ ଚିକିତ୍ସାଧୀନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ବଡ଼ ସମସ୍ୟା ହେଲାଣି ପ୍ଲେଟ୍‌ଲେଟ୍‌। ଡେଙ୍ଗୁ ରୋଗୀଙ୍କୁ ଦରକାର ପଡ଼ୁଥିବା ପ୍ଲେଟ୍‌ଲେଟ୍‌ ଅଭାବ ଦିନକୁ ଦିନ ସଂଗିନ୍ ହେବାକୁ ଯାଉଛି। ରକ୍ତଦାତା ଅଭାବ ହେଉଥିବାରୁ ଏହି ରକ୍ତକଣିକା ଅଭାବ ହେଲାଣି। ଆଗକୁ ଏଭଳି ସ୍ଥିତି […]

ଭୁବନେଶ୍ୱର: ରାଜ୍ୟରେ ଫାଇଲେରିଆ ନିରାକରଣ ଲାଗି ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଫାଇଲେରିଆ ରୋଗ ନିରାକରଣ ପାଇଁ ଆଇଭରମେଟିନ ବଟିକା ଦିଆଯିବ। ଆସନ୍ତା ଅଗଷ୍ଟ ୧୦ରୁ ରାଜ୍ୟରେ ସାମୁହିକ ଔଷଧ ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଅଗଷ୍ଟ ୧୦ରୁ ୧୯ ତାରିଖ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ। ୧୧ ଜିଲ୍ଲାର ୧ କୋଟି ୮୧ ଲକ୍ଷ ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ […]

ଭୁବନେଶ୍ୱର: ଡେଙ୍ଗୁକୁ ନେଇ ବିଏମ୍‌ସି ଯେତିକି ତତ୍ପର ହେଉଛି ଏହି ରୋଗ ସେତିକି ବଢ଼ି ବଢ଼ି ଚାଲିଛି। ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଉଥିବା ବେଳେ ଗଳିକନ୍ଦି ବୁଲି କର୍ମଚାରୀ ମଶାଙ୍କ ଉତ୍ପତ୍ତିସ୍ଥଳ ଖୋଜିବା ସହ ନଷ୍ଟ କରୁଛନ୍ତି। ସାମାଜିକ ଗଣମାଧ୍ୟମ ସହ ବିଭିନ୍ନ ପ୍ଲାଟ୍‌ଫର୍ମରେ ସଚେତନତା ବାର୍ତ୍ତା ବାଣ୍ଟୁଛି ବିଏମ୍‌ସି। ଆଜି (ଶନିବାର) ‘ଡ୍ରାଏ ଡେ’ ମଧ୍ୟ ପାଳନ କରାଯାଇଛି। ଏଣେ କିନ୍ତୁ ଡେଙ୍ଗୁ ଡେଇଁବାରେ ଲାଗିଛି। ଆଜି ଡେଙ୍ଗୁ […]

ରାଏବରେଲି: ଉତ୍ତରପ୍ରଦେଶର ରାଏବରେଲି ଜିଲ୍ଲା ହସ୍ପିଟାଲରେ ଡାକ୍ତରଙ୍କ ଅବହେଳାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏହି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଗୋଡ଼ର ଚିକିତ୍ସା କରିବା ବଦଳରେ ଡାକ୍ତର ତାଙ୍କ ପେଟର ଅସ୍ତ୍ରୋପଚାର କରିଦେ‌ଇଥିବା ଅଭିଯୋଗ ହୋଇଛି। ପୀଡିତ ଏ ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ବି କରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଜିଲ୍ଲା ହସ୍ପିଟାଲର ସିଏମଏସ ଡାକ୍ତର ମହେନ୍ଦ୍ର ମୌର୍ଯ୍ୟ ଦେଇଥିବା ପ୍ରତିକ୍ରିୟା ଆହୁରି ଆଶ୍ଚର୍ଯ୍ୟଚକିତ କରିଲା […]

Social media & sharing icons powered by UltimatelySocial