ଭୁବନେଶ୍ବର: ରାଜ୍ୟରୁ କୋଭିଡ୍‌ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇଛି। ଏଥି ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର କୋଭିଡ୍‌ କଟକଣା ଉଠାଇ ଦେଇଛନ୍ତି। କୋଭିଡ ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ଏହିଭଳି ପଦକ୍ଷେପ ନେଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗର ଟୁଇ୍‌ଟ ଅନୁସାରେ, ବିଗତ କିଛି ମାସ ହେବ କୋଭିଡ ସଂକ୍ରମଣ ହ୍ରାସ ପାଇଥିବାରୁ […]

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ୧୦୦୦ ଟପି ଯାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୦୦୦ ତଳେ ଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୦୧୬ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୩ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ […]

ଉହାନ : କରୋନା ମହାମାରୀର ଜନ୍ମସ୍ଥଳୀ ଚୀନର ଉହାନ ନଗରୀକୁ ଫେରିଲା ଲକଡାଉନ। ଉହାନର କେତେକ ଅଞ୍ଚଳରେ ସଂକ୍ରମଣ ଦେଖାଯିବା ପରେ ପୁଣି ଲକଡାଉନ ଘୋଷଣା କରାଯାଇଛି। ଉହାନ ନଗରୀର ହାନୟାନ ଡିଷ୍ଟ୍ରିକ୍ଟ ( ସହରର ଏକ ଅଞ୍ଚଳ )ରେ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି। ଅକ୍ଟୋବର ୨୬ରୁ ୩୦ ପର୍ଯ୍ୟନ୍ତ ଡିଷ୍ଟ୍ରିକ୍ଟର ୮ ଲକ୍ଷରୁ ଅଧିକ ଲୋକମାନଙ୍କୁ ଲକଡାଉନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ଗୁଆନଝୁ ଡିଷ୍ଟ୍ରିକ୍ଟରେ ବି […]

ନୂଆଦିଲ୍ଲୀ: ୨ବର୍ଷ କାଳ କରୋନାର କରାଳ ରୂପ ସାରା ବିଶ୍ବ ଦେଖିବା ପରେ ଏବେ ଧୀରେ ଧୀରେ ସଂକ୍ରମଣ କମିବାରେ ଲାଗିଛି। ପରିସ୍ଥିତି ସୁଧୁରୁଥିବା ବେଳେ କରୋନା ଭୂତାଣୁର ଉତ୍ପତିସ୍ଥଳ ବୋଲି କୁହାଯାଉଥିବା ଚୀନରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଚୀନର ଆର୍ଥିକ ହବ୍ ଭାବେ ଜଣାଶୁଣା ସାଂଘାଇ ଏବଂ ଶେନଜେନ୍ ସମେତ ନିଜର ବଡ ସହରରେ କୋଭିଡ୍ ପରୀକ୍ଷଣ ଏବଂ ଲୋକଙ୍କୁ କ୍ବାରେଣ୍ଟାଇନ କରିବା ଆରମ୍ଭ […]

ନୂଆଦିଲ୍ଳୀ: ଦେଶରେ ଦୈନିକ ସଂକ୍ରମଣ ଏବେ ନିୟନ୍ତ୍ରଣରେ ରହିଛି। ଗତକାଲି ୪,୧୨୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୦ ମୃତ୍ୟୁ ରେକର୍ଡ କରାଯାଇଥିବା ବେଳେ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ରହିଛି ୩,୨୩୦। ନୂତନ ସଂକ୍ରମଣକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୫,୭୫, ୪୭୩ରେ ପହଞ୍ଚିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୩୫୮ରେ ପହଞ୍ଚିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରେ ଏହି ସୂଚନା ଦିଆଯାଇଛି। ଆଜି ଆଉ ୩୨ ଜଣଙ୍କର […]

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୨୩୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧-୧୮ ବର୍ଷ ବୟସ ମଧ୍ୟରେ ୩୮ ଜଣ ଅଛନ୍ତି। ୧୩୬ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୯୬ ଜଣ। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଳାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ଜଣେ, ବଲାଙ୍ଗୀରରୁ ୮ ଜଣ, ବୌଦ୍ଧରୁ […]

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କରୋନା ଭାଇରସ୍‌ଜନିତ ନୂତନ ସଂକ୍ରମଣ ସଂଖ୍ୟା ପୁନର୍ବାର ବୃଦ୍ଧି ପାଇ ୧୦ ହଜାର ଟପି ଯାଇଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି। ସମ୍ପ୍ରତି ଦେଶରେ ଦୈନିକ ପଜିଟିଭିଟି ହାର ୨.୬୨% ଏବଂ ସାପ୍ତାହିକ ପଜିଟିଭିଟି ହାର ୩.୩୨% ଥିବା ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୦,୬୪୯ କରୋନାଭାଇରସ୍‌ଜନିତ […]

ନୂଆଦିଲ୍ଲୀ: ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ତଳେ ରହୁଛି। ଗତ କାଲି ୨୪ ଘଣ୍ଟା ମଧ୍ୟରେ ୯,୫୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆହୁରି କମ୍‌ ସଂକ୍ରମଣ ରେକର୍ଡ ହୋଇଛି। ଆଜି ଦେଶରେ ୮,୫୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ ୪,୪୩, ୫୭,୫୪୬ ଜଣ […]

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନ ଭିତରେ ପ୍ରତିଦିନ ଦୁଇ ହଜାର କିମ୍ବା ତାଠାରୁ ଅଧିକ ନୂଆ ମାମଲା ରେକର୍ଡ ହେଉଛି। କିନ୍ତୁ ଏସବୁ ମଧ୍ୟରେ ମୃତ୍ୟୁ ସଂଖ୍ୟା ବି ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି। ଗତ କିଛି ଦିନ ହେବ ଦିଲ୍ଲୀରେ ପ୍ରତିଦିନ ୮ ରୁ ୧୦ କରୋନା ରୋଗୀ ମୃତ୍ୟୁବରଣ କରୁଛନ୍ତି। ଏଥି ସହିତ ଡାକ୍ତରଖାନାରେ ଭର୍ତ୍ତି […]

ନୂଆଦିଲ୍ଲୀ: କରୋନା ଭାରିଆଣ୍ଟ ଓମିକ୍ରନ ପାଇଁ ଆସିଲା ଟିକା। ପ୍ରଥମ ଦେଶ ଭାବେ ଓମିକ୍ରନ ଟିକାକୁ ଅନୁମତି ଦେଲା ବ୍ରିଟେନ। ବ୍ରିଟେନର ମେଡିସିନ୍ ରେଗୁଲେଟର (ଏମଏଚଆରଏ) ମୋଡର୍ନା ଦ୍ୱାରା ପ୍ରସ୍ତୁତ ‘ଦ୍ୱିପାକ୍ଷିକ’ ଟିକାକୁ ବୁଷ୍ଟର ଭାବରେ ବ୍ୟବହାର କରିବାକୁ ବୟସ୍କମାନଙ୍କ ପାଇଁ ମଞ୍ଜରୀ ଦିଆଯାଇଛି। ଟିକାର କ୍ଲିନିକାଲ ପରୀକ୍ଷଣ କରାଯାଇଥିବା ବେଳେ ଜଣାପଡ଼ିଥିଲା ଯେ, ଏହି ଟିକା ଉଭୟ ଓମିକ୍ରନ ଭାରିଆଣ୍ଟ ଏବଂ ‌କରୋନାର ମୂଳ ଭାରିଆଣ୍ଟ ସହ ଲଢ଼ିବାକୁ […]

Social media & sharing icons powered by UltimatelySocial