ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ ଭୁବନେଶ୍ୱର: ସର୍ବସମ୍ମୁଖରେ ଖୁଚୁରା ବଜାରରେ ଶୋଷଣର ଶିକାର ହେଉଛନ୍ତି ପିଆଜ ଗ୍ରାହକ। ପାଇକାରୀ ବଜାରରେ ପିଆଜ କେଜି ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ରାଜଧାନୀର ବିଭିନ୍ନ ଖୁଚୁରା ବଜାର ଏବଂ ଦୋକାନରେ ୧୫ ଟଙ୍କା ଅଧିକ ଅର୍ଥାତ କେଜି ପ୍ରତି ୩୫ ଟଙ୍କାରେ ବିକ୍ରି ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଲଗାମ ଛଡ଼ା […]

ଭୁବନେଶ୍ୱର: ୟୁନିଟ୍‌-୨ସ୍ଥିତ ମାର୍କେଟ ବିଲ୍ଡିଂରେ ବୁଧବାର ସନ୍ଧ୍ୟାରେ ପୁଣି ଥରେ ଅଶାନ୍ତି ଦେଖାଦେଇଛି। ଉଭୟ ଉଠାଦୋକାନୀ ଓ ସ୍ଥାୟୀ ଦୋକାନୀ ମୁହାଁମୁହିଁ ହୋଇଛନ୍ତି। ବଳପୂର୍ବକ ଏଠାରେ ବ୍ୟବସାୟ କରୁଥିବା ଉଠାଦୋକାନୀଙ୍କୁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ୍‌ର ସଦସ୍ୟମାନେ ବିରୋଧ କରିଛନ୍ତି। ଉଠାଦୋକାନୀମାନେ ବଳପୂର୍ବକ ବସି ଏଠାରେ ବ୍ୟବସାୟ କରିବାକୁ ଚାହୁଁଥିବା ବେଳେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ସୂଚନା ଅନୁସାରେ ଭୁବନେଶ୍ୱର ମାର୍କେଟିଂ ବିଲ୍ଡିଂ ଭିତରେ ଆଜି ସନ୍ଧ୍ୟା ୫ଟା ସମୟରେ କିଛି […]

ନୂଆଦିଲ୍ଲୀ: ଆଦାନି-ହିଣ୍ଡେନ୍‌ବର୍ଗ ମାମଲାରେ ରିପୋର୍ଟ ଦାଖଲ କରିବା ଲାଗି ଆଉ ୧୫ ଦିନ ସମୟ ଦେବା ଲାଗି ‘ସିକ୍ୟୁରିଟି ଆଣ୍ଡ୍‌ ଏକ୍ସଚେଞ୍ଜ୍‌ ବୋର୍ଡ’ (ସେବି) ଆଉ ୧୫ ଦିନ ସମୟ ଦେବା ପାଇଁ ସୁପ୍ରିମ୍‌ କୋର୍ଟଙ୍କୁ ଅନୁରୋଧ କରିଥିବା କଥା ‘ଲିଗାଲ୍‌ ଫାଇଲିଙ୍ଗ୍‌’ରୁ ଜଣାପଡ଼ିଛି। ଏହି ‘ଲିଗାଲ୍‌ ଫାଇଲିଙ୍ଗ୍‌’ରେ ‘ସେବି’ କହିଛି, ତଦନ୍ତ ପାଇଁ ଗ୍ରହଣ କରାଯାଇଥିବା ଆଦାନି ଗ୍ରପ୍‌ର ୨୪ଟି କାରବାରରୁ ୧୭ଟି କାରବାର ଉପରେ ତଦନ୍ତ ଶେଷ […]

ନୂଆଦିଲ୍ଲୀ : ଦେଶରେ ଏବେ ଟମାଟୋ ଦର ଆକାଶଛୁଆଁ ହୋଇଛି। ଦେଶର ଅଧିକାଂଶ ସ୍ଥାନରେ ଟମାଟୋ ଦର ୧୦୦ ଟଙ୍କାରୁ ଅଧିକ ଥିବାବେଳେ କେତେକ ସ୍ଥାନରେ ୨୦୦ ଟଙ୍କା ଟପିଯାଇଛି। ଏପରିସ୍ଥିତିରେ ଭାରତର କ୍ଷୁଦ୍ର ପଡ଼ୋଶୀ ଦେଶ ନେପାଳ ଟମାଟୋ ଯୋଗାଇବାକୁ ପ୍ରସ୍ତାବ ଦେଇଛି। ନେପାଳ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ବଜାରରେ ପ୍ରବେଶ ପାଇଁ ଭାରତ ସରକାର ଅନୁମତି ଦେଲେ ବିପୁଳ ପରିମାଣରେ ଟମାଟୋ ରପ୍ତାନି କରିବାକୁ ସେମାନେ […]

ଭୁବନେଶ୍ୱର : ଜନପଥକୁ ସ୍ମାର୍ଟ କଲେ। ଉଠାଦୋକାନୀଙ୍କୁ ଶୃଙ୍ଖଳିତ କରି ସ୍ୱତନ୍ତ୍ର କିଓସ୍କ ଦେଲେ। ସ୍ମାର୍ଟ ଜନପଥ କଡ଼ରେ ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଗୋଟିଏ ରଙ୍ଗର କିଓସ୍କ ଜନପଥର ବେଶ୍‌ ଶୋଭା ବର୍ଦ୍ଧନ କଲା। ହେଲେ ଉଠାଦୋକାନୀଙ୍କ ମନକଥା ବୁଝିଲେନି। ରାଜମହଲରେ ବେପାର କରୁଥିବା ଦୋକାନୀକୁ ବାଣୀବିହାରରେ କିଓସ୍କ ଦେଲେ। ରୂପାଲି ଛକ ବେପାରୀକୁ ଖାରବେଳ ନଗରରେ ଦେଲେ। ପ୍ରୀୟାପ୍ରୀତି ତୋଷଣ ହେବାରୁ ମୂଳ ବେପାରୀ ବାଦ୍‌ ପଡ଼ିଲେ। ଫଳରେ […]

ଭୁବନେଶ୍ୱର: ବହୁଚର୍ଚ୍ଚିତ ଭୁବନେଶ୍ୱର ୟନିଟ୍‌-୨ସ୍ଥିତ ମାର୍କେଟ ବିଲ୍ଡିଂ ବିବାଦ ୧୮ ଦିନ ପରେ ସମାଧାନ ହୋଇଛି। ରାଜଧାନୀ ଭୁବନେଶ୍ୱରର ଲୋକପ୍ରିୟ ମାର୍କେଟ ବିଲ୍ଡିଂ ଗୁରୁବାର ଦିନ ଖୋଲିଛି। ଏହି ମାର୍କେଟ ଖୋଲିବା ପରେ ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ଖୁସି ଦେଖାଯାଇଛନ୍ତି। ମାର୍କେଟ ବିଲଡିଂ ଖୋଲିଥିବା ନେଇ ସେଣ୍ଟ୍ରାଲ ମାର୍କେଟ୍ ଆସୋସିଏସନ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛି। ସାମ୍ବାଦିକ ସମ୍ମିଳନୀରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର ସଭାପତି ପ୍ରଦ୍ୟୁମ୍ନ ଜେନା […]

କେନ୍ଦ୍ର ସରକାର ଆରମ୍ଭ କଲେ ଫେରସ୍ତ ପୋର୍ଟାଲ୍ ନୂଆଦିଲ୍ଲୀ : ସାହାରା ଇଣ୍ଡିଆରେ ଟଙ୍କା ଜମା କରି ସମସ୍ୟାରେ ପଡ଼ିଥିବା ନିବେଶକଙ୍କ ପାଇଁ ଏକ ଆଶ୍ଵସ୍ତିଭରା ଖବର। ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ କେନ୍ଦ୍ର ସରକାର ଏକ ରିଫଣ୍ଡ ପୋର୍ଟାଲ ଆରମ୍ଭ କରିଛନ୍ତି। ଏହାର ନାଁ ରହିଛି ସିଆରସିଏସ୍-ସାହାରା ରିଫଣ୍ଡ ପୋର୍ଟାଲ। ଏହାର ଶୁଭାରମ୍ଭ କେନ୍ଦ୍ର ଗୃହ ଓ କୋପରେଟିଭ ମନ୍ତ୍ରୀ ଅମିତ ଶାହା କରିଛନ୍ତି। ଏହି ପୋର୍ଟାଲ ମାଧ୍ୟମରେ […]

ନୂଆଦିଲ୍ଲୀ:ଦେଶରେ ଇଲେକ୍ଟ୍ରିକ୍ ସାଇକେଲ ବା ଇ-ସାଇକେଲର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବିଶେଷ କରି ଯୁବପିଢିଙ୍କ ମଧ୍ୟରେ ଇଲେକ୍ଟ୍ରିକ ସାଇକେଲର ଚାହିଦା ବଢ଼ିବାରେ ଲାଗିଛି। ଆଉ ଏସବୁକୁ ନଜରରେ ରଖି ସାଇକେଲ ନିର୍ମାତା ଷ୍ଟ୍ରାଇଡର୍ ଏହାର ନୂତନ ସାଇକେଲ ଜିଟା ପ୍ଲସକୁ ଲଞ୍ଚ କରିଛି। ଉଲ୍ଲେଖ ଥାଉ କି ଟାଟା ଷ୍ଟ୍ରାଇଡର୍ ନାମରେ ଏହାର ଇଲେକ୍ଟ୍ରିକ ସାଇକେଲକୁ ଵିକ୍ରି କରୁଛି। ଏହି ଇଲେକ୍ଟ୍ରିକ୍ ସାଇକେଲରେ ୩୬ ୱାଟ / […]

ଭୁବନେଶ୍ଵର: ରାଜଧାନୀ ଏକନମ୍ବର ପରିବାର ବଜାରରେ ପରିବା ଦର ଆକାଶ ଛୁଆଁ। ସବୁ ପରିବାର ଅହେତୁକ ଦର ବୃଦ୍ଧି ଗ୍ରାହକ ଓ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି। ଓଡ଼ିଶାରେ ପରିବା ସଙ୍କଟ ସୃଷ୍ଟି ହୋଇଛି। ଆଜି ଏକନମ୍ବର ହାଟରେ ବିନ୍ କିଲୋ ୨୫୦ ଟଙ୍କା, ଝୁଡୁଙ୍ଗ କିଲୋ, ୧୨୦, କ୍ୟାପସିକମ୍ କିଲୋ ୧୫୦, ଫୁଲ କୋବି ଗୋଟେ ୫୦ ଟଙ୍କା, ବାଇଗଣ କିଲୋ, ୫୦, ପୋଟଳ କିଲୋ ୮୦, ବିଲାତି କିଲୋ […]

କାଲେହେ: କେନ୍ଦ୍ରୀୟ ଆଫ୍ରିକୀୟ ଦେଶ କଙ୍ଗୋର ପୂର୍ବାଞ୍ଚଳରେ ଭୀଷଣ ବୃଷ୍ଟିପାତଜନିତ ଆକସ୍ମିକ ବନ୍ୟା ଏବଂ ପାହାଡ଼ସ୍ଖଳନଜନିତ ମୃତ୍ୟୁସଂଖ୍ୟ ୨୦୦ ଅତିକ୍ରମ କରିଯାଇଥିବା କଥା ଦକ୍ଷିଣ କିବୁ ପ୍ରଦେଶର ସ୍ଥାନୀୟ ସରକାରୀ ଅଧିକାରୀମାନେ କହିଛନ୍ତି। କାଲେହେର ପ୍ରଶାସକ ଟୋମାସ୍‌ ବ୍ୟାଙ୍କେଜ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଶନିବାରସୁଦ୍ଧା ୨୦୩ଟି ଶବ ଉଦ୍ଧାର କରାଯାଇଛି। ନିଖୋଜ ହୋଇଯାଇଥିବା ଆହୁରି ଅନେକଙ୍କୁ ଠାବ କରିବା ଲାଗି ଉଦ୍ୟମ ଜାରି ରହିଛି। ଶହ ଶହ ଘର ଭାସି […]

Social media & sharing icons powered by UltimatelySocial