ଭୁବନେଶ୍ୱର : ବର୍ତ୍ତମାନ ସମୟରେ ବୟସ୍କ ହୁଅନ୍ତୁ କିମ୍ବା ପିଲା ସମସ୍ତଙ୍କୁ କିଛି ନ କିଛି ରୋଗ ହେଉଛି। ବିଭିନ୍ନ ପ୍ରକାର ରୋଗର ଉପଶମ ପାଇଁ ଅନେକ ଲୋକ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ରୋଗ ଉପଶମ ହେବା ବଦଳରେ ଅଧିକରୁ ଅଧିକ ରୋଗାକ୍ରାନ୍ତ ହେବାଅସହିତ ଅନେକ ପ୍ରକାର ପାର୍ଶ୍ଵପ୍ରତିକ୍ରିୟା ମଧ୍ୟ ହେଉଛି। କିନ୍ତୁ ଆମେ ସମସ୍ତେ ଆମ ଚତୁର୍ପାର୍ଶ୍ୱରେ ଥିବା ଅନେକ ଘରୋଇ ଉପଚାର ସହିତ ଭାରତୀୟ […]

କଟକ: ବାଲେଶ୍ଵର ଟ୍ରେନ ଦୁର୍ଘଟଣାରେ ଚିକିତ୍ସାରତ ଆହତଙ୍କୁ ଏସସିବିରେ ଭେଟିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ସଠିକ ସମୟରେ ଚିକିତ୍ସା ଓ ଆହତମାନଙ୍କ ସହ ଆଲୋଚନା ପରେ ଏସସିବି ମେଡିକାଲର ସମସ୍ତ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ଏତେ ବଡ଼ ଟ୍ରାଜେଡି ସମୟରେ ଏସସିବି ବଡ଼ ମେଡିକାଲରେ ସ୍ୱାସ୍ଥ୍ୟ ସେବା ଦିଗରେ ତତ୍ପରତା ବେଶ ଉଚ୍ଚକୋଟିର। ତେବେ ଏଠାରୁ ଯେଉଁମାନେ ଭଲ ହେବେ ଓ ଡିସଚାର୍ଜ ହେବେ […]

ଏପଟେ ଶିଶୁଭବନ ଚକ୍ଷୁରୋଗୀଙ୍କୁ ବି ଏସ୍‌ସିବି ଭରସା କଟକ: ନାଁ ଶିଶୁଭବନ, ହେଲେ ଶିଶୁରୋଗୀ ଚିକିତ୍ସା ପାଇଁ ଏସ୍‌ସିବି ଉପରେ ନିର୍ଭରଶୀଳ। ବର୍ଷ ବର୍ଷ ହେଲା ଶିଶୁଭବନରେ ସବୁ ବିଭାଗ ଖୋଲିପାରୁନି। ଯା’ଫଳରେ ଶିଶୁଭବନର ଶିଶୁରୋଗୀ ଏସ୍‌ସିବି ଭରସାରେ। ରାଜ୍ୟ ସରକାର ଶିଶୁଭବନରେ ଜି+୭ କୋଠା ତିଆରି କରିଥିଲେ ବି ତାହା ଆଜି ପର୍ଯ୍ୟନ୍ତ ଲୋକାର୍ପିତ ହୋଇପାରୁନି। କେବେ ଲୋକାର୍ପିତ ହେବ ତା’ ବି କାହାକୁ ଜଣା ନାହିଁ। ଏପଟେ […]

ଭୁବନେଶ୍ୱର: ରାଜ୍ୟର ଘରୋଇ ଡାକ୍ତରଖାନାଗୁଡ଼ିକରେ ସିଜରିଆନ ଡେଲିଭରି ବୃଦ୍ଧି ଘଟିଛି। ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରୁଛି। ଏହାର ଅଡ଼ିଟ ପାଇଁ ପରିବାର କଲ୍ୟାଣ ବିଭାଗ ସମସ୍ତ ସିଡ଼ିଏମଓକୁ ଚିଠି ଲେଖିଛି। କ୍ରାଇଟେରିଆକୁ ମାନି ଘରୋଇ ଡାକ୍ତରଖାନାଗୁଡିକ ସିଜରିଆନ ଡେଲିଭରି କରୁଛନ୍ତି ନା ନିୟମ ବାହାରକୁ ଯାଇ ସିଜରିଆନ ଡେଲିଭରି କରୁଛନ୍ତି ତାହାର ଅଡ଼ିଟ କରାଯିବ। ଆସନ୍ତା ମେ’ ମାସ ୧ ତାରିଖ ଠାରୁ ଏହି ଅଡ଼ିଟ […]

କୋଲକାତା : ସମଗ୍ର ବିଶ୍ବରେ କରୋନା ମହାମାରୀର ଉତ୍ପତ୍ତିକୁ ନେଇ ଏବେ ବି ରହସ୍ୟ ହଟିନାହିଁ। ସନ୍ଦେହ କରାଯାଉଛି ଯେ ବାଦୁଡ଼ି ଶରୀରରୁ ଏହି ଭୁତାଣୁ ମଣିଷ ଶରୀରକୁ ଆସିଛି। ଏବେ ଆଉ ଏକ ରହସ୍ୟମୟ ସଂକ୍ରମଣ କଥା ଜଣାପଡ଼ିଛି। ତାହା ହେଉଛି ଉଦ୍ଭିଦରୁ ମଣିଷ ଶରୀରକୁ ସଂକ୍ରମଣ ଯାଇଛି। ତାହା ପୁଣି ଭାରତର ଜଣେ ଗବେଷକଙ୍କୁ ସଂକ୍ରମିତ କରିଛି।କୋଲକାତାର ଜଣେ ୬୧ ବର୍ଷୀୟ ଜଣେ ବୈଜ୍ଞାନିକ ଛତୁ, କବକ […]

କଟକ: ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ କଟକ ବଡ଼ଡାକ୍ତରଖାନା ସ୍ବତନ୍ତ୍ର ମାଇଲଖୁଣ୍ଟ ହାସଲ କରିବ। ଏବେ କେବଳ କିଡ୍‌ନି ପ୍ରତିରୋପଣ ହେଉଥିବା ବେଳେ ଆଗକୁ ହାର୍ଟ, ଲିଭର, ଫୁସ୍‌ଫୁସ୍‌ ଏସ୍‌ସିବିରେ ପ୍ରତିରୋପଣ ନିମନ୍ତେ ଆବଶ୍ୟକ ଏଚ୍‌ଏଲ୍‌ଏ ମ୍ୟାଚିଂ ବ୍ୟବସ୍ଥା କରିବା ପାଇଁ ଓଏସ୍‌ଏମ୍‌ସିଏଲ୍‌ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ସୁଦ୍ଧା କଟକ ବଡ଼ଡାକ୍ତରଖାନାରେ ଯେତିକି ବି ପ୍ରତିରୋପଣ ହୋଇଛି କ୍ରସ୍‌ ମ୍ୟାଚିଂ ବ୍ୟବସ୍ଥା ନଥିବାରୁ ପ୍ରତିରୋପଣ ପାଇଁ ଘରୋଇ ହସ୍ପିଟାଲ […]

ଭୁବନେଶ୍ବର: ରାଜଧାନୀରେ ନିମ୍ବ ଗଛ ପ୍ରତି ବିପଦ ମାଡ଼ିଆସୁଥିବା ଆଶଙ୍କା ପ୍ରକାଶ ପାଇଛି। ଜୟଦେବବିହାର, ଆଚାର୍ଯ୍ୟବିହାରଠାରୁ ବରମୁଣ୍ଡା ଏବଂ ଏଜି ଛକ ପର୍ଯ୍ୟନ୍ତ ଯେଉଁଠି ମଧ୍ୟ ନିମ୍ବ ଗଛ ରହିଛି, ସେସବୁରୁ ପତ୍ର ପୋଡ଼ି ଯାଉଥିବା ବେଳେ ବହୁ ଡାଳ ଶୁଖିବା ସହ ଭାଙ୍ଗି ଯାଉଛି। ଡାଇବେକ୍‌ ଡିଜିଜ୍‌ ନାମକ ଏକ ଫଙ୍ଗସ୍‌ ବା ଫିମ୍ପି ଯୋଗୁଁ ନିମ୍ବ ଗଛକୁ ଏଭଳି ବିପଦ ଗ୍ରାସ କରୁଛି ବୋଲି କହିଛନ୍ତି ଓଡ଼ିଶା […]

ନୂଆଦିଲ୍ଲୀ: ଭବିଷ୍ୟତରେ ହୁଏତ କୁକୁଡ଼ା ମାଂସ ନଖାଇବା ଭଳି ପରିସ୍ଥିତି ମୁଣ୍ଡ ଟେକିପାରେ। କାରଣ କୁକୁଡ଼ା ଭୃଣରୁ ପ୍ଲାଷ୍ଟିକ ମିଳିଛି। ଭୃଣରେ ପ୍ଲାଷ୍ଟିକ ରହିବା ହେତୁ କୁକୁଡା ଶରୀର ଠିକ ଭାବେ ବିକଶିତ ହୋଇପାରୁନାହିଁ। ଯଦି ଏଭଳି କୁକୁଡ଼ା ମାଂସ ମଣିଷ ଖାଇବ ତେବେ ତାର ଶରୀର ଉପରେ ବି ଏହାର ଖରାପ ପ୍ରଭାବ ପଡ଼ିବ। ଏଭଳି ଆଶ୍ଚର୍ଯ୍ୟଜନକ ରିପୋର୍ଟ ନିକଟ‌ରେ ହୋଇଥିବା ଏକ ଅଧ୍ୟୟନରୁ ସାମ୍ନାକୁ ଆସିଛି।ଅଧ୍ୟୟନର ରିପୋର୍ଟରୁ […]

ଭୁବନେଶ୍ୱର : ଆଜିକାଲିର ଦୁନିଆରେ ସମସ୍ତେ ଚାହାନ୍ତି ଫିଟ ଆଣ୍ଡ ଫାଇନ ରହିବାକୁ। ନିଜ ଶରୀରକୁ ସୁସ୍ଥକୁ ସୁସ୍ଥ ରଖିବା ପାଇଁ ନାନା ପ୍ରକାର ପଦ୍ଧତ୍ତି ମଧ୍ୟ ଆପଣାନ୍ତି। ଏ ଆଧୁନିକ ଯୁଗରେ ସବୁଠୁ ଅଧିକ ମାଡିଚାଲିଥିବା ରୋଗ ହେଉଛି ମୋଟାପା। ଯୁବପିଢିଙ୍କ ପାଇଁ ମେଦବହୁଳତା ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ପତଳା ହେବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି। ଏହା ମଧ୍ୟରେ ଶହ ଶହ ଲୋକ ନିଜର ମୋଟାପଣ […]

ଭୁବନେଶ୍ୱର : ଡାଏଗ୍ନୋଷ୍ଟିକ୍ ସେଣ୍ଟରମାନେ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ଜଣଙ୍କର ନମୁନା ରିପୋର୍ଟକୁ ବଦଳାଇ ଅନ୍ୟକୁ ଦେଉଛନ୍ତି। ରୋଗୀଟିଏ ନିଜ ରୋଗକୁ ନେଇ ଦ୍ଵନ୍ଦରେ ପଡ଼ୁଛନ୍ତି। ରାଜଧାନୀର ଏକ ନାମୀ ହସ୍ପିଟାଲର ଡାଏଗ୍ନୋଷ୍ଟିକ ସେଣ୍ଟର ରୋଗୀଙ୍କ ରିପୋର୍ଟ ଅଦଳବଦଳ କରିଥିବା ନଜରକୁ ଆସିଛି। ରୋଗୀ ଜଣକ ଏନେଇ ମାମଲା କରିବା ଲାଗି ଧମକ ଦେଇଛନ୍ତି।ରାଜଧାନୀର ସବିତାବାଳା ପଟ୍ଟନାୟକ ଗତ ନଭେମ୍ବର ୪ ତାରିଖରେ ସଂପୃକ୍ତ ଡାଏଗ୍ନୋଷ୍ଟିକ୍‌ ସେଣ୍ଟରରେ […]

Social media & sharing icons powered by UltimatelySocial