ଡବଲିନ: ଯୁବ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ମିତ ଓ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ବିଦେଶରେ ପ୍ରଦର୍ଶିତ ହୋଇଛି। ଜଗନ୍ନାଥଙ୍କ କୃପାରୁ ଏହି ଚଳଚ୍ଚିତ୍ରଟି ଗତ ୧୩ ତାରିଖରେ ଡବଲିନ୍‌ର ସାଇଣ୍ଟୋଲୋଜି କମ୍ୟୁନିଟି ସେଣ୍ଟରରେ ପ୍ରଦର୍ଶିତ ହୋଇଛି। ଏହି କାର୍ଯ୍ୟକ୍ରମରେ ୬୦ରୁ ଅଧିକ ଲୋକ ଯୋଗ ଦେଇଥିଲେ। ଓଡ଼ିଆ ବ୍ୟତୀତ ଅଳ୍ପ ସଂଖ୍ୟକ ବଙ୍ଗୀୟ ଲୋକ ଏବଂ ଇଟାଲୀୟମାନେ ଏହି ଫିଲ୍ମ ଦେଖିଛନ୍ତି। ସେମାନେ ଓଡ଼ିଶା ଏବଂ […]

କଟକ: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ଆଜି ଜେରାର ଶେଷ ଦିନରେ ବର୍ଷାଙ୍କୁ ଅନୁଭବଙ୍କ ଓକିଲ ପାରିବାରିକ ବିବାଦ ମାମଲାରେ କିଛି ପ୍ରଶ୍ନ ପଚାରିଥିବାବେଳେ ଜେରା ଶେଷ ହୋଇଛି। ଦୁଇଟି ପର୍ଯ୍ୟାୟରେ ବର୍ଷାଙ୍କୁ ୪ ଘଣ୍ଟା ଜେରା କରାଯାଇଥିବାବେଳେ ଆଜି ଜେରା ଶେଷ କରିବା ପାଇଁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି ବର୍ଷାଙ୍କୁ ଜେରା ଶେଷ ପରେ ଅନୁଭବ ମହାନ୍ତି କହିଛନ୍ତି […]

ମୁମ୍ବାଇ: ପ୍ୟାନ ଇଣ୍ଡିଆ ଷ୍ଟାର ପ୍ରଭାସଙ୍କ ଚଳଚ୍ଚିତ୍ରଗୁଡ଼ିକ ଲଗାତାର ଫ୍ଲପ ହେବାରେ ଲାଗିଛି। ଲୋକମାନେ ତାଙ୍କ ଅଭିନୟକୁ ଅଧିକ ପସନ୍ଦ କରୁନଥିବା ଦେଖାଯାଇଛି। ୬୦୦କୋଟି ବଜେଟର ଫିଲ୍ମ ‘ଆଦିପୁରୁଷ’ ଫ୍ଲପ ହେବା ପରେ ଏବେ ପ୍ରଭାସ ନିଜର ଆଗାମୀ ଫିଲ୍ମ ‘ପ୍ରୋଜେକ୍ଟ କେ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମଟି ତାଙ୍କ କ୍ୟାରିୟରକୁ ଟ୍ରାକକୁ ଆଣିବ ବୋଲି ଅଭିନେତା ଆଶା ରଖିଥିବା ବେଳେ ବୁଧବାର ‘ପ୍ରୋଜେକ୍ଟ କେ’ରେ ଥିବା ପ୍ରଭାସଙ୍କ […]

ନୂଆଦିଲ୍ଲୀ: ହଲିଉଡର ପ୍ରସିଦ୍ଧ ଗାୟିକା କୋକୋ ଲି’ ଜୀବନ ହାରି ଦେଇଥିବାର ଦୁଃଖଦ ଖବର ଗୁରୁବାର ସାମ୍ନାକୁ ଆସିଛି। ଏହି ଦୁଃଖଦ ଖବରକୁ କୋକୋଙ୍କ ଭଉଣୀ କାରୋଲ ଓ ନାନସୀ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି। କୋକୋଙ୍କ ଏଭଳି ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। କୋକୋଙ୍କ ପାଖ ଲୋକଙ୍କ କହିବାନୁସାରେ, କୋକୋ ଅନେକ ଦିନ ହେବ ଚିନ୍ତାରେ ରହି ଆସୁଥିଲେ। ସେ ପୂର୍ବ ଭଳି […]

ମୁମ୍ବାଇ: ବଲିଉଡ୍ ଅଭିନେତା ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଯାଞ୍ଚ କରୁଛି ସିବିଆଇ। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ସୁଶାନ୍ତ ସିଂ ରାଜପୁତ ଓ ଦିଶା ସାଲିଆନ୍ ମାମଲାରେ ଚାଲିଥିବା ତଦନ୍ତ ସମ୍ପର୍କରେ ଏକ ବଡ ଅପଡେଟ୍ ଦେଇଛନ୍ତି। ଦେବେନ୍ଦ୍ର ଫଡନାବିସଙ୍କୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇର ତଦନ୍ତ ବିଷୟରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ପଚରାଯାଇଥିଲା। ଏହାର ଉତ୍ତରରେ ସେ କହିଛନ୍ତି ଯେ ମାମଲାର […]

ନୂଆଦିଲ୍ଲୀ: ବିହାରର ମଧେପୁରା ଜିଲ୍ଲା ମୁରଲିଗଞ୍ଜ ଦୁର୍ଗା ମନ୍ଦିର ପରିସରରେ ଗତ ବୁଧବାର ଚାଲିଥିବା ଅଷ୍ଟପ୍ରହରୀ ସମୟରେ ଜଣେ ଭକ୍ତ ଭଗବାନ ଶିବଙ୍କ ବେଶରେ ନିଜକୁ ସଜେଇଥିଲେ। ନକଲି ଶିବ ହୋଇଥିବା ବେଳେ ଗଳାରେ ଏକ ଅସଲି ବିଷଧର ସାପକୁ ଗୁଡ଼ାଇ ହୋଇଥିଲେ। ଦୁଃଖର ବିଷୟ‌ ଯେଉଁ ସାପକୁ ସେ ଲୋକଙ୍କ ମନୋରଞ୍ଜନ ପାଇଁ ଗୁଡ଼ାଇ ହୋଇଥିଲେ ତାହାର ଦଂଶନରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ନାମ ମୁକେଶ କୁମାର […]

ମୁମ୍ବାଇ: ନିର୍ଦ୍ଦେଶକ ଓମ୍ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’କୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ହେଉଛି। ଏହି ଚଳଚ୍ଚିତ୍ରରେ ‘ରାମାୟଣ’ର ଚରିତ୍ର ମାନଙ୍କୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା ଏବଂ ଫିଲ୍ମର ସଂଳାପକୁ ନେଇ ବିବାଦ ଆରମ୍ଭ ହୋଇଛି। ଏହି ସମୟରେ ଫିଲ୍ମର ଲେଖକ ମନୋଜ ମୁନ୍ତାଶିର ମୁମ୍ବାଇ ପୁଲିସର ସୁରକ୍ଷା ଲୋଡିଛନ୍ତି। କୁହାଯାଉଛି ଯେ ବିବାଦ ମଧ୍ୟରେ ମନୋଜ ମୁନ୍ତାଶିର ନିଜ ଜୀବନ ଉପରେ ବିପଦ ଥିବା ନେଇ ଆଶଙ୍କା […]

ରୋମାଞ୍ଚ ଭରିଲା ଗ୍ଲୋବ୍‌ ରାଇଡିଂ, ରିଙ୍ଗ୍‌ ଡ୍ୟାନ୍ସ, ଆଫ୍ରିକାନ୍‌ ଜଙ୍ଗ୍‌ଲିଙ୍ଗ୍‌ ଭୁବନେଶ୍ୱର: ରଙ୍ଗବେରଙ୍ଗ କପଡ଼ାର ଟେଣ୍ଟ ହାଉସ୍‌ ଭିତରେ ଝିଲିମିଲି ଆଲୁଅରେ ଝଲସୁଥିଲା ମଞ୍ଚ। ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ଗ୍ରୁପ୍‌ ଆସି କଳା-କୌତୁକ ଦେଖାଇ ଲୋକଙ୍କୁ ରୋମାଞ୍ଚିତ କରୁଥିଲେ। କେତେବେଳେ ଗ୍ଲୋବ୍‌ ଆକୃତିର ଲୁହା ପିଞ୍ଜରାରେ ପଶି ପଞ୍ଝାଏ ବାଇକ୍‌ ଚାଳକ ଘୁଁ…ଘାଁ କରି ଗାଡ଼ି ଚଳାଉଥିଲେ ତ କେତେବେଳେ ୨୦ ଫୁଟ୍‌ ଉଚ୍ଚରେ କିଛି ଯୁବତୀ ରିଙ୍ଗ୍‌ରେ […]

ମୁମ୍ବାଇ: ଆଦିପୁରୁଷ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବଦେନ ଦାଖଲ କରାଯାଇଛି ବୋଲି ଖବର ରହିଛି। ଏହି ଆବେଦନରେ କୁହାଯାଇଛି କି, ମହର୍ଷୀ ବାଲ୍ମିକୀଙ୍କ ରାମାୟଣ ଓ ତୁଳସୀଦାସଙ୍କ ରାମଚରିତମାନସରେ ହିନ୍ଦୁ ଧର୍ମର ଦେବାଦେବୀଙ୍କୁ ଯେମିତି ପ୍ରଦର୍ଶନ କରାଯାଇଛି, ତା’ଠାରୁ ସଂପୂର୍ଣ୍ଣ ଭିନ୍ନ ଭାବେ ସିନେମାରେ ସମସ୍ତଙ୍କୁ ଚିତ୍ରଣ କରାଯାଇଛି। ଏମିତି କି ଭୁଲ ତଥ୍ୟ ବି ସିନେମାରେ ପ୍ରଦର୍ଶନ କରାଯାଇଛି। ତେବେ ଏସବୁକୁ ନେଇ ‘ଆଦିପୁରୁଷ’ ବିବାଦ ଘେରରେ ଛନ୍ଦି […]

ବାରଙ୍ଗ: ଗତ ବର୍ଷ ତୁଳନାରେ ଚଳି ବର୍ଷ ପହିଲି ରଜରେ ପର୍ଯ୍ୟଟକ ସଂଖ୍ୟା କମ୍ ହୋଇଛନ୍ତି। ଏଥର ପହିଲି ରଜରେ ମାତ୍ର ୧୨୮୩୬ ଖଣ୍ଡ ଟିକେଟ ବିକ୍ରି ହୋଇଥିବା ସୂଚନା ମିଳିଛି। ଯାହା ଗତ ବର୍ଷର ପହିଲି ରଜର ଟିକେଟ ବିକ୍ରିଠାରୁ ପ୍ରାୟ ଅଧା କମ୍। ଗତ ବର୍ଷ ବିକ୍ରି ହୋଇଥିବା ୨୧୧୨୬ଖଣ୍ଡ ଟିକେଟରୁ ଜଣା ପଡିଛି। ଚଳିତ ବ‌ର୍ଷ ପହିଲି ରଜରେ ପର୍ଯଟକ ସଂଖ୍ୟା ହ୍ରାସ ଘଟିବା ପଛରେ […]

Social media & sharing icons powered by UltimatelySocial