ଭୁବନେଶ୍ବର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମାରପିଟ୍‌, ହଣାକଟା ଯୋଗୁଁ ଭାଇ-ଭଉଣୀ ଆହତ ହୋଇଛନ୍ତି। ଆହତଦ୍ବୟ ହେଲେ, କ୍ୟାପିଟାଲ୍ ଥାନା ଅନ୍ତର୍ଗତ ହରିଜନ ବସ୍ତିର ମନୋରଞ୍ଜନ ନାୟକ ଓ ତାଙ୍କ ଭଉଣୀ ରଞ୍ଜୁଲତା ନାୟକ। ରଞ୍ଜୁଲତାଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସାହିଲ୍‌କୁ କୋର୍ଟଚାଲାଣ କରିଛି। ତେବେ ଏହି ଘଟଣାରେ ସଂପୃକ୍ତ ଅନ୍ୟ ୩ ଅଭିଯୁକ୍ତ […]

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ପରେ ସେଠାରେ ଭୟଙ୍କର ମାନବୀୟ ସଂକଟ ଦେଖାଦେଇଛି। କେବଳ ସଂଖ୍ୟାଲଘୁ ଶିଖ, ହିନ୍ଦୁ ବା ଖ୍ରୀଷ୍ଟିଆନ ନୁହେଁ, ମୁସଲମାନମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଛି। ଏହା ଫଳରେ ହଜାର ହଜାର ଆଫଗାନ ଶରଣାର୍ଥୀ ବିଶ୍ବର ବିଭିନ୍ନ ଦେଶରେ ଶରଣ ପାଇଁ ଉଦ୍ୟମ କରୁଛନ୍ତି। ଭାରତ ଆଫଗାନିସ୍ତାନବାସୀଙ୍କ ଏହି ସଂକଟ ସମୟରେ ସହାୟତା ପାଇଁ ଆଗେଇ ଆସିଛି। ଆଜି ଭାରତର ଗୃହ ରାଷ୍ଟ୍ରମନ୍ତ୍ରୀ […]

ଭୁବନେଶ୍ବର: ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ପ୍ରାୟ ୧୦ ଲକ୍ଷ ଟଙ୍କାର ବ୍ୟାଟେରି ଜବତ କରିଛି ମଞ୍ଚେଶ୍ୱର ଥାନା ପୁଲିସ। ମଞ୍ଚେଶ୍ୱର ଅଞ୍ଚଳରେ ତିନୋଟି ଗାଡ଼ିରେ କିଛି ପୁରୁଣା ବ୍ୟାଟେରି। ଲଡ୍ ଓ ଅନ ଲୋଡ୍ କରାଯାଉଥିବା ବେଳେ ପୁଲିସ ପାଖକୁ ଖବର ଆସିଥିଲା। ତାପରେ ସଂପୃକ୍ତ ତିନୋଟି ଗାଡ଼ି ଓ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ। ବ୍ୟାଟେରିଗୁଡ଼ିକ ମୁଖ୍ୟତଃ ବ୍ରହ୍ମପୁର ଓ ନୟାଗଡ଼ ଅଞ୍ଚଳରୁ […]

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କ ପୁଅ ତଥା ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନା(ବାପି)ଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା। ସେ କୋଭିଡରେ ଆକ୍ରାନ୍ତ ହେବା ପରେ ବେଶ୍ କିଛି ଦିନ ଧରି ହାଇଦ୍ରାବାଦରେ ଚିକିତ୍ସାଧୀନ ଥିଲେ। ଆଜି ସକାଳେ ସଂଗ୍ରାମ କେଶରୀ ଜେନା(ବାପି)ଙ୍କ ପରଲୋକ ଘଟିଥିବା ନେଇ ତାଙ୍କ ସାନଭାଇ ମନୋଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। […]

ବୋହୂ ସାକ୍ଷୀ ଆଣିଲେ ସଙ୍ଗୀନ ଅଭିଯୋଗ ଭୋପାଳ: କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ନାମରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୂ ସାକ୍ଷୀ ମହତାବ। ମଧ୍ୟପ୍ରଦେଶର ଭୋପାଳର ମହାଦେବ କମ୍ପ୍ଲେକ୍ସରେ ରହୁଥିବା ସାକ୍ଷୀ ତାଙ୍କ ଶ୍ୱଶୁର ତଥା ବିଜୁ ଜନତା ଦଳ ସାଂସଦ ଭର୍ତ୍ତୃହରି ମହତାବ, ସ୍ୱାମୀ ଲୋକରଞ୍ଜନ ମହତାବ ଓ ଶାଶୁଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ବୋହୂ ଅଭିଯୋଗ କରିଛନ୍ତି ଯେ, ତାଙ୍କ ବାପା ବିବାହରେ ୨.୫ […]

ଚନ୍ଦ୍ରଶେଖରପୁର: ବିବାହର ପ୍ରଲୋଭନ ଦେଖାଇ ଜଣେ ନାବାଳିକାକୁ ଅପହରଣ କରି ନେବା ଓ ଦୁଇ ମାସ କାଳ ଗୃହବନ୍ଦୀ ଅବସ୍ଥା‌ରେ ରଖି ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲା ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଏକ ବସ୍ତିରେ ରହୁଥିବା ରେହମଦ୍ ଖାଁ। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତକାଲି ବ୍ରହ୍ମପୁରରେ […]

ନୂଆଦିଲ୍ଲୀ: ପୁଣିଥରେ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି କରାଯାଇଛି। ତୈଳ କମ୍ପାନିମାନଙ୍କ ଦ୍ୱାରା ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ୨୫ ଟଙ୍କା ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ଜୁଲାଇ ମାସରେ ବି ଗ୍ୟାସ ସିଲିଣ୍ଡରର ଦାମ ୨୫.୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଏବେ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ଫଳରେ ଦିଲ୍ଲୀରେ ୧୪.୨କିଲୋଗ୍ରାମ ସିଲିଣ୍ଡରର ଦାମ ୮୫୯.୫ ଟଙ୍କା ହୋଇଛି। ଜୁନ ମାସରେ ଦିଲ୍ଲୀରେ ୧୪ କିଲୋଗ୍ରାମ ଗ୍ୟାସ […]

ହକି କେବଳ ଏକ ଖେଳ ନୁହେଁ,ଏହା ଜାତୀୟ ସଂହତି, ଏକତା ଓ ଅଖଣ୍ଡତାର ସୂତ୍ରଧର: ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ‘‘ଓଡ଼ିଶା ଆଉ ୧୦ ବର୍ଷ ପାଇଁ ଭାରତୀୟ ହକିର ପ୍ରାୟୋଜକ ରହିବ’’। ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଥିବା ଭାରତୀୟ ପୁରୁଷ ଓ ମହିଳା ହକି ଖେଳାଳିଙ୍କ ପାଇଁ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ […]

ଭୁବନେଶ୍ବର: ରାଜ୍ୟ ରାଜଧାନୀରୁ ୨୪ଘଣ୍ଟା ମଧ୍ୟରେ ୧୯୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୪୬ଜଣ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୮୫ଜଣ ରହିଛନ୍ତି। ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରୁ ଏଯାବତ ୧୦୪୪୯୨ଟି କରୋନା ମାମଲା ରହିଛି। ସେହିପରି ଏବେ ବି ୩୧୫୩ଟି କରୋନା ସକ୍ରିୟ ମାମଲା ରହିଥିବା ବେଳେ ୯୭୮ଜଣଙ୍କ […]

ତାଲିବାନୀଙ୍କୁ ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କ ସହ ତୁଳନା ମହଙ୍ଗା ପଡିଲା ଲକ୍ଷ୍ନୌ: ତାଲିବାନୀଙ୍କୁ ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କ ସହ ତୁଳନା କରିଥିବା ଅଭିଯୋଗରେ ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟିର ଲୋକସଭା ସାଂସଦ ଡକ୍ଟର ସଫିକୁର୍ ରହମାନ ବର୍କ ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ତାଲିବାନକୁ ନେଇ ଉତ୍ତେଜନାମୂଳକ ମନ୍ତବ୍ୟ ପାଇଁ ଗତକାଲି ବିଳମ୍ବିତ ରାତିରେ ସଫିକୁର୍ ରହମାନ ବର୍କ ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ଏକ […]

Social media & sharing icons powered by UltimatelySocial