ଭୁବନେଶ୍ୱର: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସାରା ରାଜ୍ୟରେ ଆନ୍ଦୋଳନ ଜାରି ରଖିଛି। ଏହା କିନ୍ତୁ ସରକାରଙ୍କୁ ଆଘାତ ଦେବା ବଦଳରେ ନିଜ ଦଳ ପାଇଁ ବୁମେରାଂ ପାଲଟିଛି। ଆଉ କେହି ନୁହେଁ, ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ରାଜ୍ୟ ବିଜେପିକୁ ଆଜି କାଠଗଡାକୁ ଟାଣି ଆଣିଛନ୍ତି। ୯ବର୍ଷର ଭାଗୁଆଳି ସରକାରରେ ବେଳେ ଆଇନ ବିଭାଗ ଦାୟିତ୍ୱ ବିଜେପି ହାତରେ […]

ଓ୍ଵାସିଂଟନ୍‌: ୯୩୦ ମିଲିୟନ୍‌ ଡଲାରରେ ଭାରତୀୟ ସେନାବାହିନୀକୁ ଯୁକ୍ତରାଷ୍ଟ୍ର ଆମେରିକା ସରକାର ଛଅଟି ଏଏଚ୍‌-୬୪ଇ ଆପାଚି ଆଟାକ୍‌ ହେଲିକପ୍ଟର୍‌ ବିକିବା ନିମନ୍ତେ ରାଜିନାମା ସ୍ୱାକ୍ଷର କରିଛନ୍ତି ବୋଲି ମଙ୍ଗଳବାର ଦିନ ଗୃହ ବିଭାଗ କହିଛି। ଆମେରିକୀୟ କଂଗ୍ରେସ୍‌ର ଅନୁମୋଦନ ଲାଭ କରିବାକୁ ଉକ୍ତ ରାଜିନାମାକୁ ପଠାଯାଇଛି। ଯଦି କୌଣସି ଆମେରିକୀୟ ସାଂସଦ ଆପତ୍ତି ନ କରନ୍ତି କଥା ଆଗେଇବ। ବୋଇଙ୍ଗ୍‌ ଏବଂ ଭାରତୀୟ ଅଂଶୀଦାର ଟାଟା ଭାରତର ଏକ କାରଖାନାରୁ ଆପାଚି […]

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ୍ ଭାରତ’ ଯୋଜନାକୁ ରାଜ୍ୟ ସରକାରଙ୍କ କାଉଣ୍ଟର। ଓଡ଼ିଶା ସରକାର ଏହି ଯୋଜନା ଢାଞ୍ଚାରେ ଘୋଷଣା କରିଛନ୍ତି ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ । ରାଜ୍ୟର ୭୦ ଲକ୍ଷ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଏହି ସ୍ୱାସ୍ଥ୍ୟ ସୁରକ୍ଷା ସହାୟତା ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁରକ୍ଷା ସହାୟତାର ବ୍ୟବସ୍ଥା କରାଯାଇଛି। ସବୁ ସରକାରୀ ହସ୍ପିଟାଲରେ […]

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୈନପୁରୀରେ ବୁଧବାର ସକାଳେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍ ଭାରସାମ୍ୟ ହରାଇ ଡିଭାଇଡରେ ପିଟି ହେବା ପରେ ଓଲଟି ପଡ଼ିବାରୁ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ୩୦ରୁ ଅଧିକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବସ୍‌ଟି ରାଜସ୍ଥାନର ଜୟପୁରରୁ ଗୁରଦହାୟଗଞ୍ଜ ଯାଉଥିଲା। ମୈନପୁରୀର ଦନ୍ନାହାର ଥାନା ଅନ୍ତର୍ଗତ କିରତପୁରରେ ବସ୍‌ଟି ଡିଭାଇଡରରେ ପିଟି ହୋଇ ଓଲଟି […]

ଚନ୍ଦ୍ରଶେଖରପୁର: ଇନଫୋସିଟି ଥାନା ଅଧୀନ ଅନ୍ଧାରୁଆ ଜଗନ୍ନାଥ ପ୍ରସାଦ ଚୁନକୋଳି ବସ୍ତିରେ ବିଦ୍ୟୁତ୍‌ ସର୍ଟସର୍କିଟ ଯୋଗୁଁ ଆଜି ଅପରାହ୍‌ଣରେ ଭୟଙ୍କର ବିସ୍ଫୋରଣ ଘଟିଛି। ବନ୍ଦ ଘରେ ଥିବା ଏକ ଫ୍ରିଜ୍‌ରେ ପ୍ରଚଣ୍ଡ ବିସ୍ଫୋରଣ ଘଟିବାରୁ ଘରର ଛାତ ସଂପୂର୍ଣ୍ଣ ଉଡ଼ିଯିବା ସହ କାନ୍ଥ ଫାଟି ଯାଇଛି। ଖାଲି ସେତିକି ନୁହେଁ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖ ଆପାର୍ଟମେଣ୍ଟରେ ଥିବା କିଛି ଘରର ଝରକା ଓ କବାଟ କାଚ […]

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ୍‌ ଉନ୍ନତୀକରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଭିନ୍ନ ଭିନ୍ନ ଯୋଜନା କରିଛନ୍ତି। ଏଥିପାଇଁ ପୃଥକ ପୃଥକ ଖର୍ଚ୍ଚ ଅଟକଳ ବି ହୋଇଛି। କିନ୍ତୁ କାମ ହୋଇପାରୁନି। ନିର୍ମାଣ କାର୍ଯ୍ୟ ଆରମ୍ଭରେ ପ୍ରତିବନ୍ଧକ ସାଜିଛି ଏମ୍‌ଓୟୁ। କେବେ ଓ କେଉଁଠି ଉଭୟ ପକ୍ଷଙ୍କ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହେବ ସ୍ଥିର ହୋଇପାରୁ ନଥିବାରୁ ଭୁବନେଶ୍ୱର ରେଳ ଷ୍ଟେସନ ଉନ୍ନତିକରଣ ଯୋଜନା ଏବେ ଅନିଶ୍ଚିତତା ମଧ୍ୟକୁ […]

ଭୁବନେଶ୍ୱର : ନିର୍ଧାରିତ ସମୟରେ ପହଞ୍ଚିଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଗତ ତିନି ଦିନ ଧରି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି ଯେ ଏହା ସକ୍ରିୟ ରହିଛି ଓ ବର୍ଷା ହେବ। ମୌସୁମୀ ଆଗମନକୁ ଦେଖି ଚାଷୀମାନେ ମଧ୍ୟ ବୁଣାବୁଣି କରିବା ପାଇଁ ଜମି ପ୍ରସ୍ତୁତ କରି ନେଇଥିଲେ। କିନ୍ତୁ ଠିକ୍‌ ସମୟରେ ଧୋକା ଦେଇଛି ମୌସୁମୀ। ଗତ ୮ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁବା ପରେ ସକ୍ରିୟ ହେବା […]

ଭୁବନେଶ୍ୱର : ଭୂତଳ ରାସ୍ତାକୁ ନେଇ ଭିଏସ୍‌ଏସ୍‌ ନଗରବାସୀଙ୍କ ପୁଞ୍ଜୀଭୂତ ଅସନ୍ତୋଷ ଉଗ୍ର ରୂପ ନେଇଛି। ବାରମ୍ବାର ଅନୁରୋଧ, ଦାବି, ସ୍ମାରକପତ୍ର ପ୍ରଦାନ ଆଦି ସଫଳ ନ ହେବାରୁ ଆଜି ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି। ପୂର୍ବ ଘୋଷଣା ଅନୁଯାୟୀ ଆଜି ‘ଭୂତଳ ରାସ୍ତା ସଂଗ୍ରାମ ସମିତି’ ବ୍ୟାନରରେ ଭିଏଏସ୍‌ଏସ୍‌ ନଗର ସମେତ ୧୦ ଖଣ୍ଡ ମଉଜା ଲୋକ ଜାତୀୟ ରାଜପଥ ଅବରୋଧ କରିଥିଲେ। ଜାତୀୟ ରାଜପଥ କର୍ତ୍ତୃପକ୍ଷ ବିରୋଧରେ ନାରାବାଜି […]

ଖଣ୍ଡଗିରି : ଗତ ଫେବ୍ରୁଆରି ମାସରେ ଜମିଥିଲା ରାସ୍ତା ଉପରେ ନର୍ଦମା ପାଣି। ଲୋକେ ରାଜରାସ୍ତାକୁ ଓହ୍ଲାଇବା ପରେ ଚେତିଥିଲା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ଅସ୍ଥାୟୀ ସମାଧାନ କରି ହାତ ଝାଡ଼ି ଦେଇଥିଲା। କିନ୍ତୁ ପୁଣି ସେହି ରାସ୍ତାରେ ଲହଡ଼ି ମାରିଲା ନର୍ଦମା ପାଣି। ରାସ୍ତା ଉପରେ ବନ୍ୟା ଭଳି ପରିସ୍ଥିତି। ଖଣ୍ଡଗିରିରୁ ଡୁମୁଡୁମାକୁ ଲମ୍ବିଥିବା ଜାତୀୟ ରାଜପଥ ସର୍ଭିସ୍‌ ରୋଡ୍‌ରେ ୧୦୦ ମିଟରରୁ ଅଧିକ ଲମ୍ବରେ ଜମି ରହିଛି […]

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ ଜେନାଙ୍କ ସ୍ଥାନରେ ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ନିଯୁକ୍ତ କରିଛନ୍ତି । ଶ୍ରୀ ଜେନାଙ୍କ ସମୟରେ ବିଭିନ୍ନ କାରଣରୁ ଶ୍ରୀମନ୍ଦିରକୁ ନେଇ ବିବାଦ ଦେଖାଦେଇଥିଲା । ଏହା ମଧ୍ୟରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପର୍ଯ୍ୟବେକ୍ଷଣ, ଚାବି ହଜିବା, ଶ୍ରୀମନ୍ଦିର ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିବା ଅନ୍ୟତମ । ସରକାର ଗତ […]

Social media & sharing icons powered by UltimatelySocial