ଭୁବନେଶ୍ୱର: ରାଜ୍ୟ ଉପର ଦେଇ ଯାଇଥିବା ମୌସୁମୀ ଟ୍ରଫ୍ ଲାଇନ୍ ବର୍ତ୍ତମାନ ଦୁର୍ବଳ ଅବସ୍ଥାରେ ଗତି କରୁଛି। ସେଥିପାଇଁ ରାଜ୍ୟରେ ମୌସୁମୀ ବର୍ଷାର ସମ୍ଭାବନା ନାହିଁ। ତବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାଗୁଡ଼ିକରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ତେବେ, ୧୮ଟି ଜିଲ୍ଲାର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ଓ ବର୍ଷା, ପବନ ସହ କାଳବୈଶାଖୀ ହେବାର ସମ୍ଭାବନା […]
ନୂଆଦିଲ୍ଲୀ : ଆମେରିକା ଦ୍ବାରା ଅଲକାଇଦା ମୁଖ୍ୟ ଆଇମନ୍ ଅଲ-ଜଓ୍ବାହିରିକୁ ଡ୍ରୋନ ଆକ୍ରମଣ କରି ହତ୍ୟା କରାଯିବା ଘଟଣା ସମଗ୍ର ବିଶ୍ବରେ ଚର୍ଚ୍ଚାରେ ରହିଛି। କାବୁଲର ଏକ ଘରେ ଥିବା ବାଲକୋନିରେ ସେ ବୁଲୁଥିବାବେଳେ ଆମେରିକାର ଡ୍ରୋନରୁ ଏକ ବୋମା ନିକ୍ଷେପ ହୋଇ ତାକୁ ନିପାତ କରିଥିଲା। ଜଓ୍ବାହିରି ରହୁଥିବା ଘରଟିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଡ୍ରୋନ ଆକ୍ରମଣ ସତ୍ତ୍ବେ ଏହି […]
ନୂଆଦିଲ୍ଲୀ : ସାତ ଦିନ ଚାଲିବା ପରେ ଶେଷ ହୋଇଛି ୫ଜି ସ୍ପେକ୍ଟ୍ରମ ନିଲାମ। ଗତ ଶୁକ୍ରବାର ଦିନ ସୁଦ୍ଧା ଗୋଟିଏ ସର୍କଲକୁ ଛାଡ଼ି ଅନ୍ୟ ସମସ୍ତ ସର୍କଲ ପାଇଁ ନିଲାମ ଶେଷ ହୋଇଯାଇଥିଲା। କିନ୍ତୁ କେବଳ ୟୁପି (ପୂର୍ବ) ସର୍କଲ ପାଇଁ ନିଲାମ ତୀବ୍ର ପ୍ରତିଦ୍ବନ୍ଦିତାମୂଳକ ହେବା ସହ ଜାରି ରହିଥିଲା। ଶେଷରେ ଏହା ସୋମବାରଦିନ ଶେଷ ହୋଇଛି। ଏହି ନିଲାମରୁ ସରକାର ମୋଟ ୧ଲକ୍ଷ ୫୦ ହଜାର […]
ନୂଆଦିଲ୍ଲୀ : ଲୋକସଭାରୁ ଜୁଲାଇ ୨୫ରେ କଂଗ୍ରେସର ୪ଜଣ ସାଂସଦଙ୍କୁ ନିଲମ୍ବିତ କରିଥିଲେ ବାଚସ୍ପତି ଓମ ବିର୍ଲା। ଗୃହରେ ହଟ୍ଟଗୋଳ କରୁଥିବାରୁ ୪ଜଣଙ୍କୁ ନିଲମ୍ବିତ କରାଯାଇଥିଲା। ହେଲେ ସୋମବାର ବାଚସ୍ପତି ଓମ ବିର୍ଲା ଚାରିଜଣ ସଦସ୍ୟଙ୍କ ନିଲମ୍ବନକୁ ପ୍ରତ୍ୟାହାର କରି ନେଇଛନ୍ତି। ତେବେ ଗୃହରେ ପୁନର୍ବାର ପ୍ଲାକାର୍ଡ ପ୍ରଦର୍ଶିତ ହେଲେ ସେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଓମ ବିର୍ଲା ଚେତାବନୀ ଦେଇଛନ୍ତି।ଜୁଲାଇ ୨୫ରେ କଂଗ୍ରେସ ସାଂସଦ ମଣିକମ […]
ନୂଆଦିଲ୍ଲୀ : ନିକଟରେ ସମାପ୍ତ ଜୁଲାଇ ମାସରେ ଦେଶର ଜିଏସଟି ରାଜସ୍ବ ସଂଗ୍ରହ ୧.୪୯ ଲକ୍ଷ କୋଟିରେ ପହଞ୍ଚିଛି। ଏହା ଜୁଲାଇ ୨୦୨୧ ତୁଳନାରେ ୨୮ ପ୍ରତିଶତ ଅଧିକ। ଏହା ମଧ୍ୟ ଜିଏସଟି ଆରମ୍ଭ ହେବାପରଠାରୁ ୨ୟ ସର୍ବାଧିକ ମାସିକ ଜିଏସଟି ସଂଗ୍ରହ। ଗତ ଜୁନ ମାସରେ ୧୪୪.୬୧୬ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଥିଲା। ଜୁନ ମାସରେ ସଂଗ୍ରହ ହୋଇଥିବା ୧୪୮,୯୯୫ କୋଟିର ଜିଏସଟି ମଧ୍ୟରୁ କେନ୍ଦ୍ରୀୟ ଜିଏସଟି […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ମିଳିତ ଭାବେ ୧୩୨୦ ମେଗାୱାଟ ବିଶିଷ୍ଟ ମୈତ୍ରୀ ସୁପର ଥର୍ମାଲ ପାୱାର ଷ୍ଟେସନର ଉଦ୍ଘାଟନ କରିବେ। ବାଂଲାଦେଶର ବୃହତ୍ତମ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଭାବରେ ପରିଚିତ ଏହି କୋଇଲା ଚାଳିତ ପାୱାର ଷ୍ଟେସନ୍ ବାଂଲାଦେଶ ଇଣ୍ଡିଆ ଫ୍ରେଣ୍ଡସିପ୍ ପାୱାର କମ୍ପାନି ଲିମିଟେଡ୍ ଦ୍ୱାରା ଭାରତର ଏନ୍ଟିପିସି ଏବଂ ବାଂଲାଦେଶ ଶକ୍ତି ବିକାଶ ବୋର୍ଡର ମିଳିତ ଉଦ୍ୟମରେ […]
ଭୁବନେଶ୍ବର: ରାଜ୍ୟରେ ଆଗାମୀ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଏହିଭଳି ଶୁଖିଲା ପାଗ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ୫ ଦିନ ଯାଏଁ ବର୍ଷା ହେବା ସମ୍ଭାବନା ନାହିଁ। ୫ ତାରିଖ ପରଠାରୁ ପାଗରେ ପରିବର୍ତ୍ତନ ଆସିବ। ପୁଣି ମୌସୁମୀ ସକ୍ରିୟ ହେବ ଏବଂ ବର୍ଷା ହେବ। ୬/୭ ତାରିଖ ଆଡ଼କୁ ଏକ ଛୋଟ ଧରଣର ଲଘୁଚାପ କ୍ଷେତ୍ର ସୃଷ୍ଟି […]
ସୀମା ଟପୁଛି ୱାଟ୍କୋ ମନମାନି, ତୁରନ୍ତ କାର୍ଯ୍ୟ ନ ସରିଲେ ଆନ୍ଦୋଳନ ଚେତାବନୀ ଭୁବନେଶ୍ବର: ସ୍ବେରେଜ୍ ପାଇଁ ହୀନସ୍ତା ହେଉଛନ୍ତି ପ୍ରାଚୀବିହାର ବାସିନ୍ଦା। ବର୍ଷ ବର୍ଷ ପରେ ବି କାମ ସରୁନାହିଁ। ୱାଟକୋ ମନଇଚ୍ଛା ଖୋଳି ଛାଡ଼ି ଦେଉଛି। ଫଳରେ ଲୋକେ ଯାତାୟାତ ପାଇଁ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପ୍ରାଚୀବିହାର ଶିବ ମନ୍ଦିର ନିକଟରେ ତିନି ମାସରୁ ଅଧିକ ସମୟ ହେବ କାମ ହେଉଛି। ମନ୍ଥର ଗତିରେ କାମ […]
ନୂଆଦିଲ୍ଲୀ: ଅଗଷ୍ଟ ୨ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ତ୍ରିରଙ୍ଗ ପତାକାକୁ ସାମାଜିକ ଗଣମାଧ୍ୟମ ‘ଡିସ୍ପ୍ଲେ ପିକ୍ଚର୍’ କରନ୍ତୁ ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୯୧ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି। ‘ମନ୍ କି ବାତ୍’ ପ୍ରାରମ୍ଭରେ ଦେଶର ସ୍ବାଧୀନତା ପ୍ରସଙ୍ଗରେ ଆଲୋଚନା କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ବିପ୍ଳବୀ ଉଦ୍ଦାମ୍ ସିଂହଙ୍କୁ (ଆଜି ତାଙ୍କର ୮୨ତମ ମୃତ୍ୟୁବାର୍ଷିକୀ) ସ୍ମରଣ କରିବା ସହ ସମସ୍ତ ବିପ୍ଳବୀ […]
କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ ହେବା ପରଠାରୁ ତାଙ୍କ ବିଷୟରେ ଅନେକ ଖୁଲାସା ହେବାରେ ଲାଗିଛି। ବର୍ତ୍ତମାନ ଇଡି ଜାଣିବାକୁ ପାଇଛି ଯେ ପାର୍ଥ ଗିରଫ ହେବା ପୂର୍ବରୁ ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ପାଇଁ ଦାମୀ କାର କିଣିଥିଲେ। ଏହି ଦାମୀ କାର ସେମାନେ ବୁଲାବୁଲି କରିବା ପାଇଁ ବ୍ୟବହାର କରୁଥିଲେ। ଏହି ଦୁଇଟି କାର ସେମାନଙ୍କର ଦକ୍ଷିଣ କୋଲକାତା ଫ୍ଲାଟର ପାର୍କିଂରୁ […]