ବଡ୍ଡି : ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲାରେ ଥିବା କସ୍ମେଟିକ୍ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଏଠାରେ କାରଖାନାରେ ୧୫ରୁ ୨୦ ଜଣ ଶ୍ରମିକ ଫସି ରହିଛନ୍ତି। ଅଗ୍ନିକାଣ୍ଡ ପରେ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ମହିଳା ଛାତ ଉପରେ ଫସି ରହିଥିବା ଦେଖିବାକୁ ମିଳିଛି। ସେହିପରି ୨ ଜଣ ଶ୍ରମିକ ପ୍ରାଣ ବିକଳରେ ଛାତ ଉପରୁ ଡେଇଁପଡ଼ିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ଟି ରାଜ୍ୟର […]

ନାଳନ୍ଦା: ବିହାର ବୋର୍ଡ ଇଣ୍ଟରମିଡିଏଟ ପରୀକ୍ଷା ଗୁରୁବାର ଅର୍ଥାତ ଫେବୃଆରୀ ୧ ତାରିଖରେ ଆରମ୍ଭ ହୋଇଛି। ପରୀକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ସମସ୍ତ ପ୍ରକାର ପ୍ରସ୍ତୁତି କରିଥିଲେ। ଏଥିସହିତ ଡିଏମ ଶଶାଙ୍କ ଶୁମ୍ଭକର କଡ଼ା ନିର୍ଦ୍ଦ‌େଶ ଦେଇ କହିଥିଲେ କି, ଯେଉଁ ପରିକ୍ଷାର୍ଥୀମାନେ ସମୟ ପୂର୍ବରୁ ପରୀକ୍ଷାକେନ୍ଦ୍ରରେ ପହଞ୍ଚିବେ ନାହିଁ ସେମାନଙ୍କୁ କୌଣସି ପରିସ୍ଥିତିରେ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ତେବେ ଗୁରୁବାର କିଛି […]

ରାଞ୍ଚି: ଝାଡ଼ଖଣ୍ଡରେ ରାଜନୈତିକ ସଙ୍କଟ ମଧ୍ୟରେ ଜେଏମଏମ ବିଧାୟକ ଦଳ ନେତା ଚମ୍ପାଇ ସୋରେନ ବୁଧବାର ରାଞ୍ଚିର ରାଜଭବନରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟିଛନ୍ତି। ବୈଠକ ପରେ ସୋରେନ କହିଛନ୍ତି ଯେ ରାଜ୍ୟପାଳ ଆମକୁ ସରକାର ଗଠନ ପାଇଁ ଆମର ଅନୁରୋଧ ଉପରେ ଶୀଘ୍ର ନିଷ୍ପତ୍ତି ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆମେ ଏକାଠି ଅଛୁ ସମସ୍ତ ୪୩ ଜଣ ବିଧାୟକ ସର୍କିଟ୍‌ ହାଉସରେ ରହୁଛନ୍ତି। ତାଙ୍କ ସହ କଂଗ୍ରେସ ବିଧାୟକ […]

ରାଞ୍ଚି: ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେମନ୍ତ ସୋରେନଙ୍କୁ ଗିରଫ କରିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଝାଡ଼ଖଣ୍ଡ ମନ୍ତ୍ରୀ ତଥା ଜେଏମ୍‌ଏମ୍‌ର ବରିଷ୍ଠ ନେତା ଚମ୍ପାଇ ସୋରେନ୍‌ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ସୂତ୍ର ଅନୁଯାୟୀ ମୁଖ୍ୟମନ୍ତ୍ରୀ ପଦରୁ ହେମନ୍ତ ସୋରେନ୍‌ ଇସ୍ତଫା ପ୍ରଦାନ କରିଛନ୍ତି। ହେମନ୍ତ ସୋରେନ ବୁଧବାର ସନ୍ଧ୍ୟାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମୁଖ୍ୟ ସୋରେନ […]

ନୂଆଦିଲ୍ଲୀ: ମନି ଲଣ୍ଡରିଙ୍ଗ୍‌ ମାମଲାରେ ଜେରା କରିବା ଲାଗି ଇଡି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଖୋଜୁଛି। ମୁଖ୍ୟମନ୍ତ୍ରୀ ୨୪ ଘଣ୍ଟାରୁ ଅଧିକ ସମୟ ହେବ ନିଖୋଜ ଥିବା କଥା ସରକାରୀ ଅଧିକାରୀମାନେ କହୁଥିବା ବେଳେ ତାଙ୍କ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା କହୁଛି ଯେ, ମୁଖ୍ୟମନ୍ତ୍ରୀ ନିରାପଦରେ ଅଛନ୍ତି ଏବଂ ସେମାନଙ୍କ ସହିତ ଯୋଗାଯୋଗ ରଖିଛନ୍ତି। ଏହି ଘଟଣା ପ‌ରେ ଝାଡ଼ଖଣ୍ଡର ରାଜନୀତି ଚର୍ଚ୍ଚାରେ ରହିଛି। ବିଜେପି ନେତା ତଥା […]

ଚଣ୍ଡିଗଡ: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ନିଜର ପୈତୃକ ଘର ଦାନ କରି ଦେଇଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ପରିସରରେ ରହିଛି। ସୂଚନାଯୋଗ୍ୟ, ସୋମବାର ସକାଳେ ଅର୍ଥାତ ଆଜି ଜାନୁଆରି ୨୯ ତାରିଖରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ରୋହତକରୁ ଭିବାନୀ ଅଭିମୁଖେ ଯାତ୍ରା କରୁଥିଲେ। ଏହି ‌ଯାତ୍ରା ସମୟରେ ସେ ଯାଇ ତାଙ୍କ ପୈତୃକ ଗ୍ରାମ ବାନିୟାନିରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ସହ କିଛି […]

ଡିଜିଟାଲ୍ କୋର୍ଟ ୨.୦ ଏବଂ ସୁପ୍ରିମ୍‌କୋର୍ଟର ନୂଆ ୱେବସାଇଟ୍‌ର ଶୁଭାରମ୍ଭ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ସର୍ବୋଚ୍ଚ ନ୍ୟାୟାଳୟ ଅଡିଟୋରିୟମରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ହୀରକ ଜୟନ୍ତୀ ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି। ସେ ନାଗରିକ-କୈନ୍ଦ୍ରିକ ସୂଚନା ଓ ପ୍ରଯୁକ୍ତି ସମ୍ବନ୍ଧୀୟ ପଦକ୍ଷେପ, ଯଥା : ଡିଜିଟାଲ୍ ସୁପ୍ରିମ୍ କୋର୍ଟ ରିପୋର୍ଟ (ଡିଜି ଏସ୍‌ସିଆର୍‌), ଡିଜିଟାଲ୍ କୋର୍ଟ ୨.୦ ଏବଂ ସୁପ୍ରିମ୍ କୋର୍ଟର ଏକ ନୂଆ ୱେବସାଇଟ୍‌ର ଶୁଭାରମ୍ଭ […]

ତିରୁଅନନ୍ତପୁରମ୍ : କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାଁଙ୍କ ସୁରକ୍ଷାକୁ ‘ଜେଡ୍ ପ୍ଲସ୍’ କୁ ବୃଦ୍ଧି କରିଛି। ରାଜଭବନ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ‘ଏକ୍ସ’ରେ ଏକ ପୋଷ୍ଟରେ କେରଳ ରାଜ୍ୟପାଳଙ୍କ କାର୍ଯ୍ୟାଳୟ କହିଛି ଯେ ସିଆରପିଏଫ୍ ଯବାନଙ୍କୁ ନେଇ ଜେଡ୍ ପ୍ଲସ୍ ସୁରକ୍ଷା ରାଜ୍ୟପାଳ ଏବଂ ରାଜଭବନକୁ ଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେରଳ ରାଜଭବନକୁ ଜଣାଇଛି ଯେ ରାଜ୍ୟପାଳ ଏବଂ ରାଜଭବନର […]

ନୂଆଦିଲ୍ଲୀ: ୨୨ ଜଣ ଭାରତୀୟ ଥିବା ବ୍ରିଟିଶ ତୈଳ ଟ୍ୟାଙ୍କର ମାର୍ଲିନ ଲୁଆଣ୍ଡା ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଜାନୁଆରି ୨୬ ମଧ୍ୟ ରାତ୍ରରେ ହୁତିମାନଙ୍କ ଦ୍ୱାରା ଏହି ପଣ୍ୟବାହୀ ଜାହଜକୁ ଟାର୍ଗେଟ କରାଯାଇଥିଲା। ଏହି ଜାହାଜରେ ୨୨ ଜଣ ଭାରତୀୟ ଅଛନ୍ତି। ଭାରତୀୟ ନୌସେନା ନିଆଁ ଲିଭାଇବା କାର୍ଯ୍ୟରେ ସହଯୋଗ କରୁଛି। ନୌସେନା କହିଛି ଯେ ଜାନୁଆରି ୨୬ ତାରିଖ ରାତିରେ ଏହି ତୈଳ ବୋଝେଇ ଜାହାଜରୁ ଏକ […]

ପଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ଏନଡିଏରେ ଯୋଗ ଦେବାର ସମ୍ଭାବନା ମଧ୍ୟରେ ସରକାର ବଞ୍ଚାଇବାକୁ ଚେଷ୍ଟା ଚଳାଇଛି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି)। କିନ୍ତୁ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଫୋନ ଲଗାଇବାକୁ ଚେଷ୍ଟା କରୁଥିଲେ ବି ନୀତୀଶ ଉଠାଉନାହାନ୍ତି। ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ଦୁଇ ଦଳ ମଧ୍ୟରେ ବିଭେଦ ବହୁତ ବଢିଗଲାଣି। ସୂତ୍ରରୁ ପ୍ରକାଶ ଯେ ଲାଲୁ […]

Social media & sharing icons powered by UltimatelySocial