ଚୀନ୍‌ରେ ମୃତ୍ୟୁସଂଖ୍ୟା ୧୩୨, ୬୦୫୫ ଭାଇରସ୍‌ ଆକ୍ରାନ୍ତ; କେରଳରେ ୬୩୩ ଜଣ ସ୍ବତନ୍ତ୍ର ନିରୀକ୍ଷଣ ବ୍ୟବସ୍ଥାରେ ନୂଆଦିଲ୍ଲୀ : ବିଶ୍ୱବ୍ୟାପୀ ଆତଙ୍କ ଖେଳାଇ ଦେଇଥିବା କରୋନା ଭାଇରସ୍‌ ଚୀନ୍‌ରେ ୧୩୨ ଜଣଙ୍କ ଜୀବନ ନେଲାଣି। ଆହୁରି ୬,୦୫୫ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ବିଦେଶୀ ନାଗରିକ ମଧ୍ୟ ଅଛନ୍ତି। ଏବେ ପ୍ରାୟ ୧୫ଟି ରାଷ୍ଟ୍ରକୁ କରୋନା ଭାଇରସ୍‌ ବ୍ୟାପିଥିବା ବେଳେ ଭାରତ ସମେତ ୩୦ ରାଷ୍ଟ୍ରରେ […]

ଚେନ୍ନାଇ: ସଂପ୍ରତି ଚୀନ୍‌ରେ ଦେଖା ଦେଇଥିବା କରୋନା ଭାଇରସ୍‌କୁ ନେଇ ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି ହୋଇଥିବା ବେଳେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ପାଇଁ ଔଷଧ ଆବିଷ୍କାର କରିଥିବା ତାମିଲନାଡ଼ୁର ଜଣେ ଆୟୁର୍ବେଦ ଡାକ୍ତର ଦାବି କରିଛନ୍ତି। ଚେନ୍ନାଇର ରଥନା ସିଦ୍ଧ ହସ୍ପିଟାଲରେ ବିଗତ ୨୫ ବର୍ଷ ଧରି ଜଣେ ଆୟୁର୍ବେଦ ଡାକ୍ତର ଭାବେ ନିଯୁକ୍ତ ଥିବା ଡାକ୍ତର ଥାନିକାସାଲାମ ଭେନି ଏହି ଦାବି କରିଛନ୍ତି। ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇକୁ […]

ଲଦାଖ: ଦେଶପ୍ରେମ ସାମ୍ନାରେ ହାର ମାନିଲା ପ୍ରବଳ ଥଣ୍ଡା | ମାଇନସ ୨୦ ଡିଗ୍ରୀ ତାପମାତ୍ରାରେ ଲଦାଖରେ ଆଜି ଯବାନମାନେ ତ୍ରିରଙ୍ଗା ଉଡ଼ାଇ ସାଧାରଣତନ୍ତ୍ର ଦିବସକୁ ଧୂମଧାମରେ ପାଳନ କରିଛନ୍ତି । ଦେଶବ୍ୟାପୀ ଉତ୍ସାହ ଓ ଉଦ୍ଦୀପନାର ସହ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ଭାରତୀୟ ସେନାର ଯବାନ ମାନେ ୧୭ ହଜାର ଫୁଟ ଉଚ୍ଚରେ ଲଦାଖରେ ତ୍ରିରଙ୍ଗା ଉଡ଼ାଇଛନ୍ତି । ଭାରତ-ତିବ୍ବତ ସୀମା ପୁଲିସ (ଆଇଟିବିପି)ର ଯବାନମାନେ […]

ନାଗପୁର: ଶନିବାର ଦିନ ଅସ୍ତ୍ରୋପଚାର କରାଯାଇ ନାଗପୁରର ୯ ବର୍ଷିୟ ବାଘ ସାହେବରାଓ ବାମ ପଟ ଆଗ ଗୋଡ଼ରେ କୃତ୍ରିମ ପାଦ ଲଗାଯିବ। ବିଶ୍ୱର ପ୍ରଥମ ବୋଲି କୁହାଯାଉଥିବା ଏହି ଅସ୍ତ୍ରୋପଚାରେ ଅସ୍ଥିଶଲ୍ୟ ସର୍ଜନ୍‌ ଶୁଶ୍ରୁତ ବାଭୁଲ୍‌କର, ପ୍ରାଣୀ ଚିକିତ୍ସକ ଶିରିଷ ଉପାଧ୍ୟାୟ, ମହାରାଷ୍ଟ୍ର ପ୍ରାଣୀ ଓ ମତ୍ସ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଡାକ୍ତରୀ କର୍ମଚାରୀ, ଆଇଆଇଟି-ବମ୍ବେର ବନ୍ୟପ୍ରାଣୀ ଗବେଷଣା ଓ ତାଲିମ କେନ୍ଦ୍ରର ବିଶେଷଜ୍ଞ ଏବଂ ଲିଡ୍‌ସ୍‌ ବିଶ୍ୱବିଦ୍ୟାଳୟର ଡାକ୍ତର […]

ନୂଆଦିଲ୍ଲୀ: ଆତଙ୍କବାଦର ମୁକାବିଲା ଲାଗି ବିଶ୍ୱବ୍ୟାପୀ ମିଳିତ ଉଦ୍ୟମ ଏବଂ ପାକିସ୍ତାନକୁ କୂଟନୈତିକ ବାସନ୍ଦ କରିବାକୁ ଗୁରୁବାର ଦିନ ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌ ବିପିନ ରାଓ୍ଵତ ଆହ୍ଵାନ ଦେଇଛନ୍ତି। ଜାତୀୟ ରାଜଧାନୀସ୍ଥିତି ‘ରାଇସିନା ଡାଇଲଗ୍‌’ରେ ଭାଷଣ ଦେଇ ସିଡିଏସ୍‌ ରାଓ୍ଵତ୍‌ କହିଲେ ଯେ ଆତଙ୍କବାଦର ଭବିଷ୍ୟତ ପାରମ୍ପରିକ ଯୁଦ୍ଧ ଭଳି ଜଟିଳ ହେବ। ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶଗୁଡ଼ିକ ଥିବାଯାଏଁ ଆତଙ୍କବାଦ ରହିବ। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ଦେଶ […]

ଚନ୍ଦ୍ର‌ଶେଖରପୁର: ଘରୋଇ ଇଂରାଜୀ ମାଧ୍ୟମ ବିଧ୍ୟାଳୟରେ ଅନୁ‌ଷ୍ଠିତ ହେବ ଏକ ନିଆରା ପ୍ରତିଯୋଗିତା। ଛାତ୍ରଛାତ୍ରୀମାନେ ଓଡ଼ିଆରେ ନିଜ ବୋଉଙ୍କ ନିକଟକୁ ଲେଖିବେ ଚିଠି। ଏହା ଫଳରେ ଇଂରାଜୀ ପାଠ ପଢ଼ୁଥିବା ପିଲାମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ଜ୍ଞାନ ବୃଦ୍ଧି ପାଇବ। ପ୍ର‌ଥମେ ଓଡିଏମ୍ ସ୍କୁଲରୁ ଏହି ପ୍ରତିଯୋଗିତା ଆରମ୍ଭ ହେବ। ଏପରି କାର୍ଯ୍ୟକ୍ରମକୁ ସାରା ରାଜ୍ୟରେ ଏମ୍‌ବିସି ଟିଭି ଓ ମଣିହାରା ଭିଜନ ପ୍ରାଇଭେଟ୍ ଲିମିଟେଡ୍‌ ଆୟୋଜନ କରିବେ। ଏମ୍‌ବିସି […]

କଟକ: ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ଓ କୋଣାର୍କ ମନ୍ଦିରର ସୌନ୍ଦର୍ଯ୍ୟୀକରଣ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଥିଲେ ବି କଟକର ଅନ୍ୟତମ ପରିଚୟ ଆରାଧ୍ୟା ଦେବୀ ମା’ କଟକ ଚଣ୍ଡୀ ପୀଠ ପ୍ରତି ଅବହେଳାକୁ ନେଇ ବିଭିନ୍ନ ମହଲରେ ସ୍ୱର ଉଠୁଛି। କଟକ ଚଣ୍ତୀଙ୍କ ପୀଠର ବିକାଶ ପାଇଁ ଏଯାଏ ଆବଶ୍ୟକ ସର୍ବନିମ୍ନ ପଦକ୍ଷେପ ବି ନେଇ ନାହାନ୍ତି। […]

ମାନିଲା: ରବିବାର ଦିନ ଫିଲିପିନ୍ସ୍‌ର ରାଜଧାନୀ ମାନିଲା ନିକଟରେ ‘ତାଲ୍‌’ ନାମକ ଆଗ୍ନେୟଗିରି ବିପୁଳ ପରିମାଣର ପାଉଁଶ ଉଦ୍‌ଗାରି ପକାଇବାରୁ ଅନେକ ବିମାନ ବାତିଲ ହେବା ସହ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରଖାଯାଇଥିଲା। ଉଦ୍‌ଗୀରଣ ହୋଇଥିବା ପାଉଁଶ ସବୁ ସମଗ୍ର ରାଜଧାନୀକୁ ଆଚ୍ଛାଦନ କରି ପକାଇବାରୁ ଆଗ୍ନେୟଗିରିରୁ ବିସ୍ଫୋରଣଜନିତ ଗଳିତଧାତୁ ନିର୍ଗତ ହୋଇପାରେ ବୋଲି ସରକାରୀ କର୍ତ୍ତୃପକ୍ଷମାନେ ସତର୍କ କରାଇ ଦେଇଥିଲେ। ହଠାତ୍‌ ‘ତାଲ୍‌’ ଆଗ୍ନେୟଗିରିରୁ […]

ପୁରୀ: ପୁରୀର ବିକାଶ ହେଉଛି। ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ସୁନ୍ଦର ଦିଶୁଛି। ସିଂହଦ୍ୱାର ଯିଏ ଦେଖୁଛି ବାହାରେ ବାଃ କହୁଛି। ହେଲେ ପୁରୀ ଆଗ ଭଳି ଆଉ ଗରିବଙ୍କୁ ସୁହାଉ ନାହିଁ। ପୁରୀ ବଡ଼ବଡ଼ିଆଙ୍କ ସହର ହୋଇଯାଇଛି। ଯେତେ ସୁବିଧା ହେଉଛି, ଗରିବଙ୍କ ପାଇଁ ସେତେ ଅପହଞ୍ଚ ହେଉଛି। ଭିଡ଼ ଭିତରେ ଗରିବଙ୍କ ମୁଣ୍ଡ ଗୁଞ୍ଜିବାକୁ ବେଡ୍‌ଟିଏ ମିଳୁନି। ପୁରୀରେ ହୋଟେଲରେ ରହି ପାରୁନଥିବା ଭକ୍ତଙ୍କ ପାଇଁ ସେଭଳି କିଛି […]

ତେହେରାନ୍‌: ଆମେରିକୀୟ ସୈନ୍ୟ ରହୁଥିବା ଇରାକ୍‌ସ୍ଥିତ ଦୁଇଟି ଆମେରିକୀୟ ଏୟାର୍‌ବେସ୍‌ରେ ବୁଧବାର ଦିନ ଇରାନ୍‌ କେତେଗୁଡ଼ିଏ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ପେଣ୍ଟାଗନ୍‌ କହିଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରି ହେଉଥିବା ଏହି କ୍ଷେପଣାସ୍ତ୍ରଗୁଡ଼ିକ ପ୍ରୟୋଗ କରି ଇରାନ୍‌, ପ୍ରତିଆକ୍ରମଣ ନ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ସେ ଅଞ୍ଚଳରେ ଥିବା ତା’ର ମିତ୍ରରାଷ୍ଟ୍ରମାନଙ୍କୁ ଚେତାଇ ଦେଇଛି। ଶୀର୍ଷସ୍ତରୀୟ ଇରାନୀୟ ଜେନେରାଲ୍‌ କାଶିମ୍‌ ସୁଲେମାନିଙ୍କ ହତ୍ୟା ଯୋଗୁଁ ପ୍ରତିଶୋଧପରାୟଣ ହୋଇ […]

Social media & sharing icons powered by UltimatelySocial