ମୁମ୍ବାଇ: ମୁମ୍ବାଇରେ ଚଳିତ ଋତୁର ରେକର୍ଡ ପରିମାଣରେ ବର୍ଷା ହୋଇଛି। ଗତ ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଭୟଙ୍କର ଲଗାଣ ବର୍ଷା ଫଳରେ ମୁମ୍ବାଇର ଜୀବନଯାତ୍ରା ଠପ୍‌ ହୋଇଯାଇଛି। ସମଗ୍ର ମୁମ୍ବାଇ ସହର ଜଳମଗ୍ନ ହୋ‌ଇ ପଡ଼ିବା ସହିତ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରେଳ ଧାରଣା ଉପରେ ପାଣି ଚାଲୁଥିବାରୁ ଅନେକ ରେଳ ଚଳାଚଳ […]

ନୂଆଦିଲ୍ଲୀ: ସମ୍ପ୍ରତି ଆମେରିକା ଓ ଭାରତ ସହ ଚୀନ୍‌ର ଉତ୍ତେଜନା ବଢ଼ି ଚାଲିଥିବା ପରିପ୍ରେକ୍ଷୀରେ ବେଜିଂ ପ୍ରଶାସନ ନିକଟରେ ‘କ୍ୟାରିଅର କିଲର’ ସମେତ ଦୁଇଟି ଘାତକ ଦ୍ରୁତଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କରିବା ଘଟଣା ପରିସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଛି। ଏହାର ନିୟମିତ ସମରାଭ୍ୟାସ କ୍ରମରେ ଗୋଟିଏ ସ୍ବଳ୍ପ ଦୂରଗାମୀ ଓ ଗୋଟିଏ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି ବୋଲି ପିପୁଲ୍‌ସ ଲିବରେସନ୍‌ ଆର୍ମି ରକେଟ୍‌ ଫୋର୍ସ(ପ୍ଲାର୍ଫ) ସୋମବାର […]

ଭୁବନେଶ୍ୱର : ଜରୁରିକାଳୀନ କ୍ରେଡିଟ୍‌ ଲାଇନ୍ ଗ୍ୟାରେଣ୍ଟି ଯୋଜନା ମାଧ୍ୟମରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧.୬୦ ଲକ୍ଷ ଆକାଉଣ୍ଟ୍‌କୁ ୨୫୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହା ମଧ୍ୟରୁ ୧ ଲକ୍ଷ ଆକାଉଣ୍ଟକୁ ୧୭୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହି ଯୋଜନାରେ ଗଞ୍ଜାମ ଜିଲ୍ଲାରେ ଶତ ପ୍ରତିଶତ ମଞ୍ଜୁରିପ୍ରାପ୍ତ ଆକାଉଣ୍ଟ୍‌କୁ ଋଣ ଆବଣ୍ଟନ କରାଯାଇଛି। ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତକାଲି ଏମ୍‌ଏସ୍‌ଏମ୍‌ଇ ବିଭାଗର […]

ଭୁବନେଶ୍ୱର : ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ ଅଞ୍ଚଳରେ ଘରେ ପଶି ଲୁଟ୍ କରିବାକୁ ଉଦ୍ୟମ କରୁଥିବାବେଳେ ଗତକାଲି ଜଣେ ଯୁବତୀ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡ଼ିଛି। ପୁଲିସ ଥାନାରେ ଅଟକ ରଖି ଯୁବତୀକୁ ପଚରାଉଚରା ଚଳାଇଛି। ତେବେ ସେ ନିଜର ବୟସ ୧୬ ବର୍ଷ ବୋଲି କହୁଥିଲେ ହେଁ ଏହା ସ୍ପଷ୍ଟ ହୋଇନଥିବାରୁ ସେ ନାବାଳିକା କି ଯୁବତୀ ଜଣାପଡ଼ିନାହିଁ। ସେହିଭଳି ପୁଲିସ ତା’ ବାବଦରେ ଅଧିକ ଛାନ୍‌ଭିନ୍ […]

ଜୋର୍‌ ଜବରଦସ୍ତ ଆକ୍ରାନ୍ତଙ୍କୁ ନିଆଗଲା କୋଭିଡ୍‌ ସେଣ୍ଟର କଟକ/ବିରିଡ଼ି : କରୋନାର ସ୍ବାବ ପରୀକ୍ଷା ରିପୋର୍ଟକୁ ନେଇ ପୁଣି ଏକ ସାଂଘାତିକ ତ୍ରୁଟି ସାମନାକୁ ଆସିଛି। ବଡ଼ମ୍ବା ଅଞ୍ଚଳର ଜଣେ ୧୦ ବର୍ଷର ଝିଅକୁ କରୋନା ପଜିଟିଭ୍ ଦର୍ଶାଇ ୧୦ ଦିନ କୋଭିଡ ହସ୍ପିଟାଲରେ ରଖାଯିବା ଏବଂ ବାସ୍ତବରେ ତାଙ୍କର ମୂଳ ରିପୋର୍ଟ ନେଗେଟିଭ୍ ଥିବା ଘଟଣା ସାମନାକୁ ଆସିଥିବାବେଳେ ଆଜି ଜଗତସିଂହପୁର ଜିଲ୍ଲା ବିରିଡି ଅଞ୍ଚଳରେ ପୁଣି ଏକ […]

ସାନଖେମୁଣ୍ଡି : କରୋନା ମହାମାରୀ ସମୟରେ ରାଜ୍ୟ ବାହାରେ ଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଓଡିଶା ଫେରିଥିଲେ। ସେହି ସମୟରେ ରାଜ୍ୟ ସରକାର କ୍ୱାରେଣ୍ଟିନ ଅବଧି ଶେଷ ପରେ ପ୍ରତ୍ୟେକ ପ୍ରବାସୀ ଶ୍ରମିକଙ୍କୁ ୨ହଜାର ଲେଖାଏଁ ଟଙ୍କା ଦେବାକୁ ଘୋଷଣା କରିଥିଲେ। ମାତ୍ର ସେହି ଘୋଷଣା ସାନଖେମୁଣ୍ଡି ଅଞ୍ଚଳରେ ଠିକ ଭାବରେ ହେଉ ନ ଥିବାରୁ ଆଜି ସାନଖେମୁଣ୍ଡି ବିଜେପି ପକ୍ଷରୁ ବ୍ଲକ ଅଫିସ ସାମ୍ନାରେ ଗଣଧାରଣା ଦିଆଯାଇଛି। […]

ବ୍ୟବସାୟୀଙ୍କୁ ପଞ୍ଚସୂତ୍ର ନିୟମ ପାଳନ କରିବାକୁ କହିଲେ ଗଞ୍ଜାମ ଜିଲ୍ଲାପାଳ ଗଞ୍ଜାମ: ଗଞ୍ଜାମରେ ଗତ ୧୦ଦିନ ହେବ କରୋନା ଟେଷ୍ଟିଂ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କୋଭିଡ ପଜିଟିଭ୍‌ ମାମଲା ହ୍ରାସ ପାଇବାରେ ଲାଗିଛି। କରୋନା ସଂକଟ ସମୟରେ ଲୋକମାନେ କୋଭିଡ-୧୯ ମାର୍ଗଦର୍ଶିକା ପାଳନ କରି ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ ଭାବେ ବ୍ୟବହାର କରୁଥିବାରୁ କରୋନା ପଜିଟଭ୍‌ ମାମଲା ହ୍ରାସ ପାଇଛି। କରୋନା ଯୁଦ୍ଧରେ ସହଯୋଗ କରୁଥିବା […]

ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଭାଗର ୧୦ ଜଣ କର୍ମଚାରୀଙ୍କ ସମେତ ଭୁବନେଶ୍ୱରରୁ ଆଜି ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୭୧ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୭ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ୧୦ ଜଣ କରୋନା ପଜିଟିଭଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ବେଳେ ୮ […]

ନୂଆ ପ୍ରାୟୋଜକ ପାଇଁ ୨ ଦିନରେ ଟେଣ୍ଡର ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପ୍ରାୟୋଜନା ଦ୍ୱାୟିତ୍ୱରୁ ଚୀନ ମୋବାଇଲ କମ୍ପାନି ଭିଭୋକୁ ବାଦ ଦିଆଯାଇଥିବା ବିଷୟରେ ବିସିସିଆଇ ଔପଚାରିକ ଭାବେ ଘୋଷଣା କରିଛି। ତେବେ ଭିଭୋକୁ କେଉଁ କାରଣରୁ ହଟାଯାଇଛି ସେ ସମ୍ପର୍କରେ ବିସିସିଆଇ ପକ୍ଷରୁ କିଛି କୁହାଯାଇନାହିଁ। ନୂଆ ପ୍ରାୟୋଜକ ପାଇଁ ବିସିସିଆଇ ଆସନ୍ତା ଦୁଇ ଦିନ ମଧ୍ୟରେ ଟେଣ୍ଡର ଡାକିବ। ସୀମାରେ ଚୀନ ସେନାର […]

ଭୁବନେଶ୍ବର: ପାଖାପାଖି ୫ ମାସ ଧରି ରୋକ୍‌ ଲାଗିବା ପରେ ଏଏସ୍‌ଆଇ ଅଧୀନସ୍ଥ ପର୍ଯ୍ୟଟନସ୍ଥଳୀ ତଥା ଐତିହ୍ୟ ସ୍ମାରକୀ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି। ମାତ୍ର ପର୍ଯ୍ୟଟକଙ୍କ ଭିତରେ ପର୍ଯ୍ୟଟନସ୍ଥଳୀ ବୁଲିବାର ଭୋକ ଆଉ ଆଗଭଳି ନାହିଁ। କରୋନା ଲୋକଙ୍କ ମନରେ ଏତେ ଭୟ ସଞ୍ଚାର କରିଛି ଯେ ଲୋକେ ବୁଲିବା କଥା ଭୁଲି ଯାଇଛନ୍ତି। ଫଳରେ ଗତ ୫ ଦିନ ଭିତରେ କେବଳ ଖଣ୍ଡଗିରି-ଉଦୟଗିରିକୁ ‌୨୦ ଜଣ ପର୍ଯ୍ୟଟକ ଆସିଥିବା […]

Social media & sharing icons powered by UltimatelySocial