ଲୁମ୍ବିନି ବିହାର ଆଶ୍ରମରୁ ବାବା ଫେରାର,ଖାଲି ହାତରେ ଫେରିଲା ପୋଲିସ ଚନ୍ଦ୍ରଶେଖରପୁର : ‌ମହାମାରୀ କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିଦେବେ ବୋଲି ଦାବି କରୁଥିବା ଚର୍ଚ୍ଚିତ ବାବା ଆର୍ତ୍ତତ୍ରାଣଙ୍କ ବିରୋଧରେ ଆଜି ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଲୋକଙ୍କୁ ଅନ୍ଧବିଶ୍ବାସର ବଶବର୍ତ୍ତୀ କରିବାକୁ ବାବାଙ୍କ ଅପଚେଷ୍ଟା ବିରୋଧରେ ଏହି ଅଭିଯୋଗ ହୋଇଛି। ଆଇନଜୀବୀ ତପନ ହରିଚନ୍ଦନ ଡାକ ଯୋଗେ ଥାନାକୁ ଅଭିଯୋଗ ପଠାଇବା ପରେ ପୁଲିସ ଛାନ୍‌ଭିନ୍ ଆରମ୍ଭ […]

ଭାରତର ସରକାରୀ ପ୍ରକଳ୍ପରେ ସାମିଲ ହୋଇପାରିବେନି ଚୀନ୍‌, ପାକିସ୍ତାନୀ କଂପାନୀ ନୂଆଦିଲ୍ଲୀ : ଚୀନ ସହିତ ସୀମାରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବା ବେଳେ ଭାରତ ସରକାର ଆଜି ବିଳମ୍ବିତ ରାତିରେ ଏକ ନୂଆ ଆଦେଶ ଜାରି କରିଛନ୍ତି। ଏଥିରେ ଚୀନ ଏବଂ ପାକିସ୍ତାନ ଉପରେ ନୂ୍ଆ କଟକଣା ଲଗାଯାଇଥିବାର କୁହାଯାଇଛି। ଏହି ଦୁଇ ଦେଶର କୌଣସି ସଂସ୍ଥା ଭାରତରେ କୌଣସି ସରକାରୀ ପ୍ରକଳ୍ପରେ ଭାଗ ନେଇପାରିବେ ନାହିଁ। ଭାରତର […]

ଦି ୱାର୍ଲଡ ୱାଇଲ୍ଡ ଲାଇଫ୍ କ୍ରାଇମ୍ ରିପୋର୍ଟ- ୨୦୨୦ ଭୁବନେଶ୍ୱର : ରାଜ୍ୟରେ ଅତିବିରଳ ବଜ୍ରକାପ୍ତା ଚୋରାଚାଲାଣ ବଢିବାରେ ଲାଗିଛି। ନିକଟରେ ଆଠଗଡରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ ବିଭାଗକୁ ଚୋରାଚାଲାଣର ପ୍ରମାଣ ମିଳିଛି। ହେଲେ ଏ ଦିଗରେ ସରକାର ଯେଭଳି ଠୋସ୍ ପଦକ୍ଷେପ ନେବା କଥା ତାହା ଦେଖାଯାଇନାହିଁ। ଏହାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ […]

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ଯାମଜୋଡି ପଞ୍ଚାୟତ ଅଧୀନ ନୀଳକଣ୍ଠପୁର ଗ୍ରାମର କାଦମ୍ବିନୀ ସ୍ୱାଇଁ ନାମ୍ନୀ ଜଣେ ବଧୂକୁ ଯୌତୁକ ପାଇଁ ତାଙ୍କ ପରିବାର ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗରୁ ଜଣାପଡିଛି ଯେ ଗତ ବର୍ଷ ଆଷାଢ଼ ମାସରେ ତିହିଡି ଥାନା ବୋଡ଼କ ପଞ୍ଚାୟତ ଅନ୍ତର୍ଗତ ଓରାଳିଗ୍ରାମର ରତ୍ନାକର ସ୍ୱାଇଁଙ୍କ ଝିଅ କାଦମ୍ବିନୀଙ୍କୁ ନୀଳକଣ୍ଠପୁର ଗ୍ରାମର ଭିକା ରାଉତଙ୍କ ପୁଅ ପଙ୍କଜ ରାଉତ […]

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାର ପ୍ରାୟ ୧୫ ଦିନ ପରେ ସୁଇସାଇଡ୍ ନୋଟକୁ ନେଇ ବଡ଼ ଖୁଲାସା ହୋଇଛି। ସୁଇସାଇଡ୍ ନୋଟର ଫରେନସିକ୍ ରିପୋର୍ଟ ଆସିଛି। ଏନେଇ ରେଳବାଇ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ତାଙ୍କର ସୂଚନା ଅନୁଯାୟୀ, ଆଦିତ୍ୟ ଦାଶ ହିଁ ନିଜେ ସୁଇସାଇଡ୍ ନୋଟ୍ ନିଜେ ଲେଖିଛନ୍ତି। କାରଣ ଆଦିତ୍ୟଙ୍କ ପୁରୁଣା ହାତ ଲେଖା ସହ ସୁଇସାଇଡ୍ ନୋଟର ଲେଖା ମେଳ ଖାଉଛି […]

ଭଦ୍ରକ/ତିହିଡି: ଭଦ୍ରକ ଜିଲ୍ଲା ତିହିଡି ସଂଗୀତ ମହାବିଦ୍ୟାଳୟର ସଭାପତି ,ଶିକ୍ଷାବିତ ,ନାଟ୍ୟ ନିର୍ଦ୍ଦେଶକ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ଶ୍ରଦ୍ଧାଞ୍ଜଳି ସଭା ସଂଗୀତ ମହାବିଦ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଗୀତ ମହାବିଦ୍ୟାଳୟର ସମ୍ପାଦକ ସଚ୍ଚିକାନ୍ତ ନାୟକଙ୍କ ସଭାପତିତ୍ୱରେ ସାମାଜିକ ସୁରକ୍ଷା ରକ୍ଷାକରି ଏକ ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ପୂର୍ବତନ ବିଧାୟକ ଗଙ୍ଗାଧର ଦାସ ,ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଳତା ନାୟକ , ସଂଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଦର୍ଶନ […]

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୧୨୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୯୩ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଗତ ମାର୍ଚ୍ଚ ୧୫ ତାରିଖରେ ବିଦେଶ ଫେରନ୍ତା ଜଣେ ଯୁବକ ପ୍ରଥମ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଥିଲେ। ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ୧୪୬୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୮୦୫ ଜଣ ସୁସ୍ଥ […]

ନୂଆଦିଲ୍ଲୀ : ସୁନା ଓ ରୁପା ଦାମ୍ ରେକର୍ଡ ସ୍ତରରେ ପହଞ୍ଚିଛି। ମଲ୍‌ଟି କମୋଡିଟି ଏକ୍ସଚେଞ୍ଜ୍‌ (ଏମ୍‌ସିଏକ୍ସ)ରେ ପ୍ରଥମ ଥର ପାଇଁ ସୁନାର ୧୦ ଗ୍ରାମ ପିଛା ଦାମ୍ ୫୦ ହଜାର ଟଙ୍କାରୁ ଅଧିକ ହୋଇଛି। ଅଗଷ୍ଟ ମାସ ଲାଗି ବିକ୍ରି କରାଯାଉଥିବା ସୁନାର ଦାମ୍ ଆଜି ୫୦,୦୧୦ ଟଙ୍କା ହୋଇଥିଲା। ଏହା ପୂର୍ବରୁ ଏକ୍ସଚେଞ୍ଜ୍‌ରେ କେବେ ବି ସୁନା ଦାମ୍ ୫୦ ହଜାର ଟଙ୍କା ସ୍ତର ଟପିନଥିଲା। କେବଳ […]

ଆଷ୍ଟ୍ରା ଜେନେକା ୧୦ କୋଟି ମାତ୍ରା ପ୍ରସ୍ତୁତ କରିବ ଚିକାଗୋ : ମହାମାରୀ କୋଭିଡ୍‌ ପାଇଁ ବିକଶିତ ଶତାଧିକ ଟିକା ମଧ୍ୟରୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା କିଛି ଟିକାର ନୈଦାନିକ ପରୀକ୍ଷଣର ଆଶାତୀତ ସଫଳତା ହିଁ ଉକ୍ତ ମହାମାରୀର ନିରାକରଣ ପାଇଁ ଏକ ପ୍ରଯୁଜ୍ୟ ଟିକା ଖୁବ୍‌ଶୀଘ୍ର ମିଳିପାରବାର ଆଶାକୁ ଦୃଢ଼ କରିପାରିଛି। ପୂର୍ବରୁ ଆମେରିକୀୟ କମ୍ପାନି ମଡର୍ଣ୍ଣା ହିଁ ପ୍ରଥମେ ମାତ୍ର ୪୨ ଦିନରେ ଏହାର ଏମ୍‌ଆର୍‌ଏନ୍‌ଏ-୧୨୭୩ ନାମକ […]

ମନ୍ଦିର ବେଢ଼ାରେ ରହିବ ସଂଗ୍ରହାଳୟ, ନକ୍ଷତ୍ର ବାଟିକା, ରାମ କଥା ପୁଞ୍ଜ ଅଯୋଧ୍ୟା : ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ମନ୍ଦିର ତିନି ମହଲା ବିଶିଷ୍ଟ ହେବ। ୧୦ ଏକର ଜମି ଉପରେ ପ୍ରସ୍ତାବିତ ବିଶାଳ ରାମ ମନ୍ଦିର ନିର୍ମାଣ କରାଯିବ। ଅବଶିଷ୍ଟ ୫୭ ଏକର ଜମି ଉପରେ ରାମ ମନ୍ଦିର କଂପ୍ଲେକ୍ସ ନିର୍ମାଣ ହେବ। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ମଞ୍ଜୁରି ପାଇଥିବା ମନ୍ଦିର ପ୍ଲାନ୍‌ […]

Social media & sharing icons powered by UltimatelySocial