ମୁମ୍ବାଇ: ଲାଗୁଛି ସବୁବେଳେ ହସ ହସ ମୁହଁ ନେଇ ବୁଲିଥିବା ଅଭିନେତ୍ରୀ ଉର୍ଫି ଜାଭେଦଙ୍କୁ କାହାର ଖରାପ ନଜର ଲାଗିଯାଇଛି। ନିଜର ବୋଲ୍‌ଡ ଫେସନ୍‌ରେ ଲୋକଙ୍କ ହୋସ୍‌ ଉଡ଼ାଉଥିବା ଉର୍ଫି ଅଚାନକ ବେମାରରେ ପଡ଼ି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏତେ ବିଗିଡ଼ି ଯାଇଛି ଯେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି ହେବାକୁ ପଡ଼ିଛି।ଉର୍ଫି ଏବେ ମୁମ୍ବାଇରେ ପହଞ୍ଚି ସାରିଛନ୍ତି। ତେବେ ଉର୍ଫି ନିକଟରେ ଦୁବାଇ ଯାଇଥିଲେ। ତେବେ ସେ […]

ମୁମ୍ବାଇ: ୨୦୦୯ରେ ରିଲିଜ ହୋଇଥିବା ଜେମ୍ସ କ୍ୟାମେରନଙ୍କ ଫିଲ୍ମ ‘ଅବତାର’ ଚମତ୍କାର ଭିଜୁଆଲ୍ ସହିତ ଭାରତୀୟ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେତେବେଳେ ଭିଏଫଏକ୍ସ ଥିବା ଚଳଚ୍ଚିତ୍ରଗୁଡ଼ିକ ସେତେ ଅଧିକ ନିର୍ମାଣ ହେଉନଥିବା ବେଳେ ‘ଅବତାର’ର ଗ୍ରାଫିକ୍ସ ଲୋକଙ୍କୁ ଆବାକ୍ କରିଥିଲା। ବିଶ୍ୱବ୍ୟାପୀ ‘ଅବତାର’ ପ୍ରାୟ ୩ବିଲିୟନ ଡଲାରର ବ୍ୟବସାୟ କରିଥିଲା ​​ଏବଂ ଆଜି ପର୍ଯ୍ୟନ୍ତ ଫିଲ୍ମଟି ଦୁନିଆରେ ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇରହିଛି। ଏହାର ସିକ୍ୱେଲକୁ ବର୍ଷ ବର୍ଷ […]

ନୂଆଦିଲ୍ଲୀ: ମୁଁ ବଞ୍ଚିଛି, ମୋ ପୁଅ ମୋତେ ମାରିନାହିଁ। ଏଭଳି କହି ଲୋକଙ୍କ ଦ୍ଵନ୍ଦ ଦୂର କଲେ ଅଭିନେତ୍ରୀ। କିଛି ଦିନ ପୂର୍ବରୁ ଅଭିନେତ୍ରୀ ବୀଣା କପୁରଙ୍କ ହତ୍ୟା ଖବର ସାମ୍ନାକୁ ଆସିଥିଲା। ବୀଣା କପୁରଙ୍କୁ ତାଙ୍କ ପୁଅ ହତ୍ୟା କରିଥିଲେ ବୋଲି ଚର୍ଚ୍ଚା ହୋଇଥିଲା। ଏହି ଖବର ତାଙ୍କ ପ୍ରଶଂସକଙ୍କ ପାଇଁ ହୃଦୟ ବିଦାରକ ଥିଲା। ଏଭଳି ଚର୍ଚ୍ଚା ମଧ୍ୟରେ ବର୍ତ୍ତମାନ ଏହି ଘଟଣାରେ ଏକ ନୂଆ ମୋଡ଼ […]

ମୁମ୍ବାଇ: ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏକ ନୂଆ ମୋଡ଼ ଆସିଛି। ଏହି ମାମଲା ହେତୁ ଦୁଇଜଣ ବଲିଉଡ ଅଭିନେତ୍ରୀ ମୁହାଁମୁହିଁ ହୋଇଛନ୍ତି। ସୋମବାର ବଲିଉଡ ଅଭିନେତ୍ରୀ ନୋରା ଫତେହି ଦିଲ୍ଲୀ କୋର୍ଟରେ ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜ ଏବଂ ଅନେକ ମିଡିଆ କମ୍ପାନି ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ। ଏବେ ନୋରାଙ୍କ ମକଦ୍ଦମା ଉପରେ ପ୍ରତିକ୍ରିୟା ରଖିଛନ୍ତି ଜାକଲିନଙ୍କ ଓକିଲ।ଜାକଲିନଙ୍କ ଓକିଲ ପ୍ରଶାନ୍ତ […]

ମୁମ୍ବାଇ: ଚଳିତ ବର୍ଷ କୌଣସି ବଲିଉଡ ଫିଲ୍ମ ଭଲ ବ୍ୟବସାୟ କରିପାରିନାହିଁ। ବିଶେଷ କରି ଅକ୍ଷୟ କୁମାର ୨୦୨୨ରେ ଏକାଧିକ ଫିଲ୍ମରେ ନଜର ଆସିଥିଲେ ବି ତାଙ୍କର ଗୋଟିଏ ବି ଫିଲ୍ମ ବକ୍ସ ଅଫିସରେ କମାଲ କରିପାରିନାହିଁ। ବର୍ଷ ଶେଷ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଅକ୍ଷୟଙ୍କ କୌଣସି ଫିଲ୍ମ ହିଟ ହୋଇପାରି ନାହିଁ। ଚଳିତ ବର୍ଷ ତାଙ୍କର ରିଲିଜ ହୋଇଥିବା ଫିଲ୍ମ – […]

ଭୁବନେଶ୍ୱର: ଚଳଚ୍ଚିତ୍ର ଓ ମନୋରଂଜନ ସମ୍ପର୍କରେ ଦୁଇଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ମେକ୍‌ ଇନ୍‌ ଓଡ଼ିଶା କନ୍‌‌କ୍ଲେଭ୍‌-୨୦୨୨ର ପ୍ରଥମ ଅଧିବେଶନରେ ମାନସୀ ମିଶ୍ରଙ୍କ ସଂଯୋଜନାରେ କେରଳର ଚଳଚ୍ଚିତ୍ର ନିର୍ମାତା ସାଜି ଏନ୍‌.କରୁନ୍‌, ତେଲଗୁ ଫିଲ୍ମ ଚାମ୍ବରର ସଭାପତି ତଥା ଚଳଚ୍ଚିତ୍ର ପ୍ରଯୋଜକ କେ.ବାସି ରେଡି, ଚଳଚ୍ଚିତ୍ର ନିର୍ମାତା ହିମାଂଶୁ ଶେଖର ଖଟୁଆ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଓ ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ ପ୍ରମୁଖ […]

ଭୁବନେଶ୍ୱର: ପୋଖରୀପୁଟସ୍ଥିତ ମଧୁସୂଦନ ଦାସ ପାର୍କ ରାଜଧାନୀର ଅନ୍ୟତମ ସୁନ୍ଦର ପାର୍କ। ସୁନ୍ଦର ସୁନ୍ଦର ଗଛ, ଅତ୍ୟାଧୁନିକ ଚିତ୍ତବିନୋଦନ ବ୍ୟବସ୍ଥା ଥିବାରୁ ରାଜଧାନୀବାସୀଙ୍କ ପାଇଁ ଏହି ପାର୍କ ଏକ ସମୟରେ ଆକର୍ଷଣର କେନ୍ଦ୍ର ପାଲଟିଥିଲା। କିନ୍ତୁ ବର୍ତ୍ତମାନ ପାର୍କର ଅବସ୍ଥା ଶୋଚନୀୟ। ପିଲାଙ୍କ ଦୋଳି, ଖସଡ଼ା ଆଦି ଭାଙ୍ଗି ଯାଇଥିବା ବେଳେ ପାଇଖାନା କାମ କରୁନାହିଁ। ପାର୍କର ଏଭଳି ଅସଜଡ଼ା ଭିତ୍ତିଭୂମିକୁ ଦେଖି ଏଠାକୁ ଆସୁଥିବା ଛୋଟ ପିଲାଙ୍କଠାରୁ ବୟସ୍କଙ୍କ […]

ମାଲକାନଗିରି: ଓଡ଼ିଆ ଚଳଚିତ୍ର ‘ଦମନ’କୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର୍ ଧରିଛି। ମାଲକାନଗିରି ଜିଲ୍ଲାର ମ୍ୟାଲେରିଆ ଜନିତ ସମସ୍ୟାକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ର ଏବେ ସମଗ୍ର ଓଡ଼ିଆଙ୍କ ସମେତ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରଯୋଜକଙ୍କ ହୃଦୟକୁ ଛୁଇଁଛି। ଏହି ଚଳଚ୍ଚିତ୍ର ବିଷୟରେ ଜାଣିବାକୁ ତତ୍ପରତା ପ୍ରକାଶ ପାଇଥିବାବେଳେ ଆଜି ଏହାର ପରଦା ପଛର କାହାଣୀକୁ ପୂର୍ବତନ ମାଲକାନଗିରି ଜିଲ୍ଲାପାଳ ତଥା ବର୍ତ୍ତମାନର ଯୋଜନା ଓ ସମନ୍ବୟ ବିଭାଗର ଯୁଗ୍ମ ସଚିବ […]

ଭୁବନେଶ୍ୱର: ପୁଣି ଇଫି(ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ)ରେ ପ୍ରଦର୍ଶନ ଲାଗି ଓଡ଼ିଆ ସିନେମା ମନୋନୀତ ହୋଇଛି। ଏଥର ଦୁଇଟି ଛବିଙ୍କୁ ଭିନ୍ନ ଭିନ୍ନ କାରଣରୁ ପ୍ରଦର୍ଶନ ଲାଗି ଅନୁମତି ଦିଆଯାଇଛି। ଡିପ୍ଲୋମା ଫିଲ୍ମ ‘ଅସ୍ତରାଗ’ ଏହାର ସାଉଣ୍ଡ ଡିଜାଇନ୍ ପାଇଁ ଇଫି ରେ ପ୍ରଦର୍ଶନ ଲାଗି ମନୋନୀତ କରାଯାଇଛି। ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ ନିବେଦିତ ଏହି ସିନେମାରେ ମାମୁନି ମିଶ୍ର ଓ ସୁକେଶ ପଣ୍ଡା […]

୭୯ଟି ଦେଶର ୨୮୦ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ଗୋଆ : ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ଅନୁଷ୍ଠିତ ହେବାକୁ ଯାଉଛି। ଏହି ବାର୍ଷିକ ଚଳଚ୍ଚିତ୍ର ମହୋତ୍ସବରେ ଚଳଚ୍ଚିତ୍ର ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ। ଏଥିରେ କଳା, ଚଳଚ୍ଚିତ୍ର ଏବଂ ସଂସ୍କୃତିର ସମାହାର ଦେଖିବାକୁ ମିଳିବ। ଚଳିତ ବର୍ଷ ଏହି ମହୋତ୍ସବରେ ୭୯ଟି ଦେଶର ୨୮୦ଟି ଚଳଚ୍ଚିତ୍ର […]

Social media & sharing icons powered by UltimatelySocial