ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍

ଖୋଲିଲା ହୀରାକୁଦ ଜଳଭଣ୍ଡାର

ଭୁବନେଶ୍ବର : ଲଘୁଚାପ ଜନିତ ପ୍ରବଳ ବର୍ଷା ପରେ ହୀରାକୁଦ ଜଳଭଣ୍ଡାରେ ଜଳପତ୍ତନ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି କିଛି ସମୟ ପୂର୍ବେ ଜଳଭଣ୍ଡାରର ୬ଗୋଟି ଗେଟ୍ ଖୋଲାଯାଇଛି। ମିଳିଥିବା ସୂଚନା ଅନୁସାରେ ସତର୍କ ଘଣ୍ଟି ବାଜିବା ପରେ ପ୍ରଥମେ ହୀରାକୁଦର ୩ ନମ୍ବର ଓ ୭ ନମ୍ବର ଗେଟ୍ ଖୋଲାଗଲା। ପରେ ଆଜି ପର୍ଯ୍ୟାୟକ୍ରମେ ମୋଟ ୬ଟି ଗେଟ ଖୋଲାଯାଇଛି।

Share Now:

Kalinga News Beuro

Next Post

ଦୁର୍ଦ୍ଦାନ୍ତ ମାଓ ନେତା ଦୁବାସି ଶଙ୍କର ଗିରଫ: ଡିଜି ଅଭୟ

Tue Sep 14 , 2021
ଭୁବନେଶ୍ବର : ଦୁର୍ଦ୍ଦାନ୍ତ ମାଓ ନେତା ଦୁବାସି ଶଙ୍କରକୁ ଗିରଫ କରିଛି ପୁଲିସ। ତାକୁ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଅଞ୍ଚଳରୁ ଗିରଫ କରାଯାଇଥିବା ପୁଲିସ ଡିଜି ଅଭୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତା ନିକଟରୁ ଇନସାସ ରାଇଫଲ, ୧୦ ରାଉଣ୍ଡ ଗୁଳି, ନଗଦ ୩୫ ହଜାର ଟଙ୍କା, ମୋବାଇଲ ଫୋନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଶଙ୍କରକୁ କୋର୍ଟ ଚାଲାଣ କରାଯାଇଛି। ତାକୁ ରିମାଣ୍ଡରେ ଅଣାଯିବ ବୋଲି […]
ଦୁର୍ଦ୍ଦାନ୍ତ ମାଓ ନେତା ଦୁବାସି ଶଙ୍କର ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial