ବାରିପଦାସ୍ଥିତ ବେଲଗଡିଆ ରାଜପ୍ରାସା‌ଦରେ ୯୪ ବର୍ଷ ବୟସରେ ମୟୂରଭଞ୍ଜ ରାଜମାତାଙ୍କ ପରଲୋକ

ବାରିପଦା : ମୟୂରଭଞ୍ଜର ରାଜମାତା ଶ୍ରୀମତି ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ପରଲୋକ ହୋଇଯାଇଛି। ବାରିପଦାସ୍ଥିତ ବେଲଗଡିଆ ରାଜପ୍ରାସା‌ଦରେ ୯୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ହେଉଛନ୍ତି ନେପାଳ ନରେଶ ତ୍ରିଭୁବନ ବୀର ବିକ୍ରମ ଶାହାଙ୍କ ଝିଅ। ୧୯୨୮ ମସିହାରେ ସେ ନେପାଳରେ ଜନ୍ମ ଗ୍ରହଣ କରିଥିଲେ ଏବଂ ୧୯୫୨ରେ ସେ ମୟୂରଭଞ୍ଜର ମହାରାଜାଙ୍କୁ ବିବାହ କରିଥିଲେ।

Share Now:

Kalinga News Beuro

Next Post

ପ୍ରଥମ ଦେଶ ଭାବେ କୋଭିଡ ଟିକାର ମାନବ ପରୀକ୍ଷଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କଲା ଋଷିଆ

Mon Jul 13 , 2020
ମସ୍କୋ : ଋଷିଆ ପ୍ରଥମ ଦେଶ ଭାବେ କୋଭିଡ-୧୯ ଟିକାର ମାନବ ପରୀକ୍ଷଣ କରିଛି। ଋଷିଆର ସେଚେନୋଭ ବିଶ୍ବବିଦ୍ୟାଳୟ ମଣିଷ ଉପରେ ସଫଳତାର ସହ କୋଭିଡ ଟିକା ପ୍ରୟୋଗ କରିଛି। ବିଶ୍ବର ପ୍ରଥମ କୋଭିଡ ଟିକା ମଣିଷ ଉପରେ ସଫଳତା‌ର ସହ ପରୀକ୍ଷା କରାଯାଇଛି ବୋଲି ସେଚେନୋଭ ବିଶ୍ବବିଦ୍ୟାଳୟର ଟ୍ରାନ୍‌ସଲେସନାଲ ମେଡିସିନ ଆଣ୍ଡ ବାୟୋଟେକ୍ନୋଲୋଜିର ନିର୍ଦ୍ଦେଶକ ଭାଦିମ ତାରାସୋଭ କହିଛନ୍ତି। ବିଶ୍ବବିଦ୍ୟାଳୟ ପକ୍ଷରୁ ପୂର୍ବରୁ ଗତ ଜୁନ୍‌ ୧୮ରେ ନୈଦାନିକ […]
ସେପ୍ଟେମ୍ବରରେ ଆସିପାରେ କୋଭିଡ-୧୯ ଟିକା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial