ବନ୍ଦୀପୋରା‌ରେ ସେନା ହେଲିକପ୍ଟର୍‌ ଦୁର୍ଘଟଣା ଗ୍ରସ୍ତ

ସେନା ହେଲିକପ୍ଟର୍‌ ଦୁର୍ଘଟଣା ଗ୍ରସ୍ତ

ଶ୍ରୀନଗର: ଆଜି ଅପରାହ୍ନରେ ଉତ୍ତର କଶ୍ମୀରର ବନ୍ଦୀପୋରା ଜିଲ୍ଲାର ତୁଲୈଲ୍‌ ଅଞ୍ଚଳ ଅନ୍ତର୍ଗତ ଗୁରେଜ୍‌ରେ ଗୋଟାଏ ସେନା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ଗୁରେଜ୍‌ ଉପତ୍ୟକାର ଗୁଜରନ ନାଳ ଅଞ୍ଚଳରେ ସେନା ହେଲିକପ୍ଟର୍‌ଟି ଦୁର୍ଘଟଣା ହେବା ପରେ ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି।
କିନ୍ତୁ, ସେଥିରେ ଥିବା ପାଇଲଟ୍‌ ଏବଂ ସହକାରୀ ପାଇଲଟ୍‌ଙ୍କ ଅବସ୍ଥା ବିଷୟରେ ଅନିଶ୍ଚିତ ଥିବା କଥା ସେମାନେ କହିଛନ୍ତି। ମନେହୁଏ, ପାଇଲଟ୍‌ ଏବଂ ସହକାରୀ ପାଇଲଟ୍‌ ନିରାପଦରେ ବାହାରି ଯାଇଥିବେ, କିନ୍ତୁ, ସରକାରୀ ଅଧିକାରୀମାନେ ସେ ସଂକ୍ରାନ୍ତରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହାନ୍ତି।

Share Now:

Kalinga News Beuro

Next Post

ବନ୍ଦ ହେବ ଗୁଳିଗୋଳାରେ ଚାଲିଥିବା ୟୁକ୍ରେନ ଯୁଦ୍ଧ: ଅନ୍ୟ ଉପାୟରେ ଦେଶକୁ ଧ୍ୱଂସ କରିବାକୁ ପ୍ଲାନ କରୁଛି ଋଷ

Fri Mar 11 , 2022
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆସିଛି ଏକ ଭୟାନକ ତଥ୍ୟ। ଋଷ ଗୁଳିଗୋଳା ଆଉ ବମରେ ଯୁଦ୍ଧ ନ କରି ଉଠାଇବ ବଡ ଅସ୍ତ୍ର। ୟୁକ୍ରେନ ଉପରେ ଖୁବ ଶୀଘ୍ର ଋଷ କେମିକାଲ ଆଟାକ କରିପାରେ ବୋଲି ଚେତାବନୀ ଦେଇଛି ଆମେରିକା। ହ୍ୱାଇଟ ହାଉସ ତରଫରୁ ଏକ ବୟାନ ଜାରି କରି ଏ ନେଇ ଆମେରିକା ସୂଚନା ଦେଇଛି। ବୋମା ପରିବର୍ତ୍ତେ ଏବେ ବାୟୋଲୋଜିକାଲ ଏବଂ କେମିକାଲକୁ ହତିଆର ବନେଇପାରେ […]
ବନ୍ଦ ହେବ ଗୁଳିଗୋଳାରେ ଚାଲିଥିବା ୟୁକ୍ରେନ ଯୁଦ୍ଧ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial