ମୁମ୍ବାଇ : ଭାରତୀୟ ଷ୍ଟକ ବଜାରରେ ହ୍ରାସ ଜାରି ରହିଛି ଏବଂ ଷ୍ଟକ ବଜାର କ୍ରମାଗତ ପଞ୍ଚମ ଦିନ ପାଇଁ ବଜାର ହ୍ରାସ ସହ ବନ୍ଦ ହୋଇଛି। ଆଜିର କାରବାରରେ ବ୍ୟାଙ୍କିଙ୍ଗ୍ ଓ ମିଡିଆ ସେୟାରକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ କ୍ଷେତ୍ରୀୟ ସୂଚକାଙ୍କ ହ୍ରାସ ସହ ବନ୍ଦ ହୋଇଯାଇଛି। ମେଟାଲ ଷ୍ଟକ ୩ ପ୍ରତିଶତରୁ ଅଧିକ ଏବଂ ଆଇଟି ଷ୍ଟକ ୨.୧୯ ପ୍ରତିଶତ ହ୍ରାସ ପାଇଛି। ନିଫ୍ଟିର ହେଲଥକେୟାର […]

ନୂଆଦିଲ୍ଲୀ: ହଂକଂ ଓ ସିଙ୍ଗାପୁରରେ ଭାରତୀୟ କମ୍ପାନି ଏମ୍‌ଡିଏଚ୍‌ ପ୍ରାଇଭେଟ୍‌ ଲିମିଟେଡ ଓ ଏଭେରେଷ୍ଟ ଫୁଡ୍‌ ପ୍ରଡକ୍ଟସ ଲିମିଟେଡର ସମଲା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଭାରତ ସରକାର କୌଣସି ପ୍ରତିବନ୍ଧକ କାହିଁକି ନେଉ ନାହାନ୍ତି ବୋଲି ଲୋକେ ପ୍ରଶ୍ନ କରିଥିଲେ। ତେବେ ଦୁଇଟି ଦେଶରେ ଆର୍ଥାତ ହଂକଂ ଓ ସିଙ୍ଗାପୁର ସରକାର ଏମ୍‌ଡିଏଚ୍ ଓ ଏଭେରେଷ୍ଟ ମସାଲକୁ ବ୍ୟାନ କରି ଯଥାଶୀଘ୍ର […]

ଭୁବନେଶ୍ୱର: ରାଜ୍ୟରେ ଅଦା ଓ ରସୁଣ ଦର କମିବାର ନାଁ ଧରୁନି। ଉଭୟ ଅଦା ଓ ରସୁଣ ଦର ଗ୍ରାହକଙ୍କୁ ବାଧୁଛି। ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ପରିବାର ଏହି ସାମଗ୍ରୀ କିଣିବା ବେଳେ ପକେଟ୍‌କୁ ଚାହୁଁଥିଲା ବେଳେ ଖଟିଖିଆ ଦିନ ମଜୁରିଆଙ୍କ କଥା ନକହିବା ଭଲ। ରାଜ୍ୟରେ ବର୍ତ୍ତମାନ ଦରବୃଦ୍ଧିରେ ରସୁଣ ଓ ଅଦା ପରସ୍ପରକୁ ଟକ୍କର ଦେଉଛନ୍ତି। ଏପରିକି ନିର୍ବାଚନ ସମୟରେ ମଧ୍ୟ ଏହାକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। […]

ଭୁବନେଶ୍ୱର: ରାଜଧାନୀ ବଜାରକୁ କବ୍‌ଜା କରି ରଖିଛି ଆନ୍ଧ୍ର କଦଳୀ। ଠାକୁରଙ୍କ ପ୍ରସାଦ ଠାରୁ ଆରମ୍ଭ କରି ଜଳଖିଆ ପର୍ଯ୍ୟନ୍ତ, ପ୍ରତ୍ୟେକ କାର୍ଯ୍ୟରେ ଆନ୍ଧ୍ରରୁ ଆସୁଥିବା କଦଳୀ ହିଁ ଭରସା ହୋଇ ରହିଛି। ଅନ୍ୟ ରାଜ୍ୟରୁ କେବେ କେବେ ଆଳୁ ବା ପିଆଜ ଯୋଗାଣ ବନ୍ଦହେଲେ ଓଡ଼ିଶାରେ ଉପୁଜୁଥିବା ସମସ୍ୟା ଭଳି କଦଳୀ ଯୋଗାଣ କେବେ ବନ୍ଦ ହୋଇଗଲେ ଏଠାରେ ନାହିଁ ନଥିବା ସ୍ଥିତି ହେବା ପ୍ରାୟତଃ ନିଶ୍ଚିତ। ଏପରିକି […]

ସର୍ବାଧିକ ୧୫୦୦ ହେକ୍ଟରରେ ସୂର୍ଯ୍ୟମୁଖୀ ଜୟପୁର: କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଳକରେ ଚଳିତ ରବିଋତୁରେ ମୋଟ ୫ ହଜାର ୫୩୦ ହେକ୍ଟର ଜମିରେ ତୈଳବୀଜ ଚାଷ କରାଯାଉଛି। ସର୍ବାଧିକ ୧୫୦୦ ହେକ୍ଟରରେ ସୂର୍ଯ୍ୟମୁଖୀ ଫୁଲ ଚାଷ ଏବଂ ସବୁଠୁ କମ ୧୦୦ ହେକ୍ଟରରେ କୁସୁମ ଚାଷ କରାଯାଉଛି। ଏବର୍ଷ ରବିଋତୁରେ ୩୪୦ ହେକ୍ଟରରେ ହେବ ଚିନାବାଦାମ ଚାଷ। ବୈପାରିଗୁଡା ବ୍ଲକରେ ୧୨୦ ହେକ୍ଟର, ଜୟପୁରରେ ୪୦ ଓ କୋରାପୁଟ ବ୍ଳକରେ […]

ଭୁବନେଶ୍ୱର : ଗ୍ରୀଷ୍ମଋତୁର ଆଗମନ ପୂର୍ବରୁ ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର ଆସିଛି। ଗ୍ରୀଷ୍ମଦିନରେ ଏସି ଓ କୁଲରର ବ୍ୟବହାର ଯୋଗୁଁ ବିଦ୍ୟୁତ୍‌ ବିଲ୍‌ ଅଧିକ ଆସିବା ନେଇ ଚିନ୍ତାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟରି କମିସନ (ଓଇଆରସି) ଆଜି ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ହ୍ରାସ କରିଛନ୍ତି।ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତ୍ୟେକ ସ୍ଲାବରେ ୧୦ ପଇସା ହ୍ରାସ ହେବ ବୋଲି ଓଇଆରସି କହିଛନ୍ତି। […]

୪.୫ ଲକ୍ଷ କୋଟି ହରାଇଲେ ନିବେଶକ ମୁମ୍ବାଇ : ବିଶ୍ୱ ବଜାରରେ ମାନ୍ଦାବସ୍ଥା ଯୋଗୁଁ ବୁଧବାର ଭାରତୀୟ ଷ୍ଟକବଜାରରେ ଏକ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ବିଏସଇ ସେନସେକ୍ସ ପ୍ରାୟ ୧୬୨୮ ପଏଣ୍ଟ ହ୍ରାସ ସହ ୭୧୫୦୦.୭୬ ପଏଣ୍ଟରେ ବନ୍ଦ ହୋଇଥିବାବେଳେ ଏନଏସଇ ନିଫଟି ୪୬୦ ପଏଣ୍ଟ ହ୍ରାସ ପାଇ ୨୧,୫୭୨ ପଏଣ୍ଟରେ ବନ୍ଦ ହୋଇଛି। ଆଜି କାରବାର ଆରମ୍ଭରେ ସେନସେକ୍ସ ଓ ନିଫଟିରେ ହ୍ରାସ ଦେଖାଦେଇଥିଲା। ଆରମ୍ଭରୁ […]

ଖଣ୍ଡଗିରି: ଜାତୀୟସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ମେଳା ‘ଶିଶିର ସରସ-୨୦୨୪’ ଜାନୁଆରି ୬ ତାରିଖରୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅନ୍ତର୍ଗତ ଓର୍‌ମାସ ପକ୍ଷରୁ ଆରମ୍ଭ ହେବ। ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଓର୍‌ମାସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ […]

ନୂଆଦିଲ୍ଲୀ: ନୂଆବର୍ଷ ଅର୍ଥାତ୍ ୨୦୨୪ର ପ୍ରଥମ କାରବାର ସପ୍ତାହରେ କ୍ରମାଗତ ଦ୍ଵିତୀୟ ସେସନ ପାଇଁ ପ୍ରଫିଟ ବୁକିଂ ଯୋଗୁଁ ଭାରତୀୟ ଷ୍ଟକ ବଜାର ରେ ବ୍ୟାପକ ହ୍ରାସ ଘଟିଛି। ଆଇଟି ଏବଂ ମେଟାଲ୍ ଷ୍ଟକରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଆଜିର କାରବାର ଶେଷ ସୁଦ୍ଧା ବିଏସ୍ଇ ସେନସେକ୍ସ ୫୩୬ ପଏଣ୍ଟ ହ୍ରାସ ପାଇ ୭୧,୩୫୬ ରେ ପହଞ୍ଚିଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧୪୮ ପଏଣ୍ଟ […]

ଭୁବନେଶ୍ୱର: ଆଉ ଗରିବଙ୍କ ଖାଦ୍ୟ ହୋଇ ରହିନାହିଁ ବାଇଗଣ ଭର୍ତ୍ତା। ରାଜଧାନୀର ଖୁଚୁରା ବଜାରରେ ଏହାର ଦର ୧୦୦ ଟଙ୍କା ଟପି ଯାଇଛି। ବାତ୍ୟା ପ୍ରଭାବରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ପରିମାଣରେ ଫସଲ ନଷ୍ଟ ଯୋଗୁଁ ଆବଶ୍ୟକତା ତୁଳନାରେ ବାଇଗଣ ମିଳୁ ନାହିଁ। ତେଣୁ ଏହାର ଦର ଆକାଶ ଛୁଆଁ ହୋଇଥିବା କହିଛନ୍ତି ଭୁବନେଶ୍ୱର ପରିବା ବ୍ୟବସାୟୀ ସଂଘର କବିରାଜ ସ୍ୱାଇଁ। ଉଲ୍ଲେଖନୀୟ ଯେ ରାଜଧାନୀ […]

Social media & sharing icons powered by UltimatelySocial