ନକଲି ସାମଗ୍ରୀର ଅମରାବତୀ ଜଗତପୁର ଶିଳ୍ପାଞ୍ଚଳ କଟକ: ରାଜ୍ୟ ସରକାରଙ୍କ ୧୯୮୦ ଶିଳ୍ପନୀତି ପ୍ରସ୍ତାବ (ଇଣ୍ଡଷ୍ଟ୍ରିଆଲ ପଲିସି ରିଜୋଲ୍ୟୁସନ-୧୯୮୦) ଆଧାରରେ ରାଜ୍ୟରେ ଆରମ୍ଭ ହୋଇଥିଲା ଶିଳ୍ପ ବିପ୍ଳବ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନୂତନ ଶିଳ୍ପନୀତି ଓଡ଼ିଶାର ଶିଳ୍ପକୁ ଦେଇଥିଲା ସଂଜୀବନୀ। ହଜାରେ କୋଟି ବିନିଯୋଗ କରି ହଜାରେ ଦିନରେ ହଜାରେ ଶିଳ୍ପ ଗଢି ତୋଳିବାକୁ ସ୍ବର୍ଗତ ଜନାକୀବଲ୍ଲଭ ଯେଉଁ ଆହ୍ବାନ ଦେଇଥିଲେ ତାହା ଇତିହାସ ସୃଷ୍ଟି କରିଥିଲା। […]
ବାଣିଜ୍ୟ
ଭୁବନେଶ୍ବର: କେନ୍ଦ୍ର ସରକାର ଦର କମ୍ କରିବା ପରେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସେ କହିଛନ୍ତି, ଇନ୍ଧନ ମୂଲ୍ୟ ବୃଦ୍ଧିରୁ ସାଧାରଣ ଜନତାଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ ଆଜି ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ୩ ଟଙ୍କା ହ୍ରାସ କରାଯାଇଛି। ଏହା ନଭେମ୍ବର ୫ ତାରିଖ ମଧ୍ୟରାତ୍ରୀରୁ […]
ନୂଆଦିଲ୍ଲୀ: ଆଜି ଠାରୁ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ମୂଲ୍ୟ ୨୬୬ ଟଙ୍କା ବୃଦ୍ଧି ପାଇଛି। ସେହି ଅନୁସାରେ, ଦିଲ୍ଲୀରେ ପୂର୍ବରୁ ୧୭୩୪ ଟଙ୍କାରେ ମିଳୁଥିବା ‘ଏଲ୍ପିଜି’ ସିଲିଣ୍ଡର୍ ଏବେ ୨୦୦୦.୫୦ ଟଙ୍କାରେ ବିକ୍ରୟ ହେବ। ସେହିପରି, ମୁମ୍ବାଇରେ ୧୯ କିଲୋ ‘ଏଲ୍ପିଜି’ ସିଲିଣ୍ଡର୍ ଦର ୧,୯୫୦ ଟଙ୍କା, କୋଲ୍କାତାରେ ୨,୦୭୩.୫୦ ଟଙ୍କା ଏବଂ ଚେନ୍ନାଇରେ ୨,୧୩୩ ଟଙ୍କା ରହିଛି। ଆଶ୍ୱସ୍ତିର କଥା ଯେ, ପେଟ୍ରୋଲିୟମ୍ କମ୍ପାନିମାନେ ଘରେ ରୋଷେଇ ପାଇଁ […]
ନୂଆଦିଲ୍ଲୀ: ଆଜି ଦେଶରେ ପୁନର୍ବାର ଇନ୍ଧନ ଦର ବୃଦ୍ଧି ପାଇ ରେକର୍ଡସ୍ତରରେ ପହଞ୍ଚିଛି। ପ୍ରାପ୍ତ ସୂଚନା ଅନୁସାରେ, ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ୍ ଲିଟର୍ପିଛା ଟ.୧୦୯.୨୫ ଓ ଡିଜେଲ୍ ଲିଟର୍ପିଛା ଟ.୧୦୫.୮୪ରେ ବିକ୍ରୟ ହେଉଛି। ଗତକାଲି ଠାରୁ ଆଜି ପେଟ୍ରେଲ୍ ୩୫ ପଇସା ଏବଂ ଡିଜେଲ୍ ୩୯ ପଇସା ବୃଦ୍ଧି ପାଇଛି। ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ପେଟ୍ରୋଲ୍ ଲିଟର୍ପିଛା ଟ. ୧୦୮.୨୯ ଓ ଡିଜେଲ୍ ଲିଟର୍ପିଛା ଟ. […]
ଶୀତଳ ଭଣ୍ଡାର, ଫାଣ୍ଡି ପାଇଁ ଦାବି ଖଣ୍ଡଗିରି: ରାଜଧାନୀସ୍ଥିତ ଆଇଗିଣିଆ ଅଣଉତ୍ପାଦନ ପାଇକାରୀ ବିପଣନ କେନ୍ଦ୍ର ପ୍ରତିଷ୍ଠାର ୩୦ ବର୍ଷ ବିତିଲା କିନ୍ତୁ ଏହା ରକ୍ଷଣାବେକ୍ଷଣ ଏବଂ ଆବଶ୍ୟକତା ପୂରଣକୁ ପ୍ରଶାସନ ଭୁଲି ଯାଇଥିବା ନେଇ ଅଭିଯୋଗ କରିଛି କୁବେରପୁରୀ ବ୍ୟବସାୟୀ ସଂଘ। ଏ ସଂକ୍ରାନ୍ତରେ ବିଭିନ୍ନ ସମୟରେ ପ୍ରଶାସନକୁ ଦାବିପତ୍ର ଦିଆଯାଉଥିଲେ ମଧ୍ୟ ଏହାକୁ ଗୁରୁତ୍ବ ଦିଆଯାଉନଥିବା କହିଛନ୍ତି ସଂଘ ସମ୍ପାଦକ ଶକ୍ତି ମିଶ୍ର। ବ୍ୟବସାୟୀ ସଂଘର ସୂଚନା […]
ଭୁବନେଶ୍ୱର : ମହାମାରୀ କରୋନା ସାଙ୍ଗକୁ ପାର୍ବଣ ବଜାରରେ ମହଙ୍ଗା ମାଡ଼ ଖାଉଟିଙ୍କ ଉପରେ ପ୍ରଭାବ ପକାଇଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। କରୋନା ସମୟରେ ସାଧାରଣ ଲୋକେ ଜୀବିକା ହରାଇଥିବା ବେଳେ ଅଧିକାଂଶ ଲୋକଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିଲା। ପରିବାର ପ୍ରତିପୋଷଣ ପାଇଁ ଲୋକମାନେ ନାହିଁନଥିବା ହିନସ୍ତା ହେଉଛନ୍ତି। ଏହି ସମୟରେ କେନ୍ଦ୍ର ସରକାରଙ୍କ […]
ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଉଦ୍ୟମ ପରେ ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆକୁ ବିକ୍ରି କରିବାରେ କେନ୍ଦ୍ର ସରକାର ସଫଳ ହୋଇଛନ୍ତି। ଟାଟା ଗୃପ ୧୮ ହଜାର କୋଟି ଟଙ୍କାରେ ଏହାକୁ କିଣିଛି। ୬୮ ବର୍ଷର ବ୍ୟବଧାନ ପରେ ଟାଟା ପାଖକୁ ଫେରିଛି ଏୟାର ଇଣ୍ଡିଆ। ୧୯୩୨ରେ ଟାଟା ଏୟାରଲାଇନ୍ସ ଭାବେ ଏହାକୁ ଜେଆର୍ଡି ଟାଟା ସ୍ଥାପନ କରିଥିଲେ। ୧୯୫୩ରେ ତାହାର ଜାତୀୟକରଣ କରାଯାଇଥିଲା। ଏୟାର ଇଣ୍ଡିଆକୁ ପୁଣି […]
ନୂଆଦିଲ୍ଲୀ : ଅନଲାଇନ ସପିଂ ୱେବସାଇଟ ଆମାଜନରୁ ବେଶ ସହଜରେ ଓ ସୁବିଧାରେ ଲୋକେ ମନ ମୁତାବକ ଜିନିଷ ଅର୍ଡର କରିଥାନ୍ତି। ବିଭିନ୍ନ ବ୍ରାଣ୍ଡର ଭଳିକି ଭଳି ସାମଗ୍ରୀ ଆଉ ତା’ସାଙ୍ଗରେ ଗ୍ରାହକଙ୍କୁ ଭଲ ଅଫର ଯୋଗାଇ ଆମାଜନ ବେଶ ଲୋକପ୍ରିୟ ହୋଇଛି। ତେଣୁ ଏହି ୱେବସାଇଟରେ କିଛି ଖରାପ ସାମଗ୍ରୀ ବିକ୍ରି ହେଉ ତାହା ଚାହୁଁନାହିଁ ଆମାଜନ୍। ସେଥିପାଇଁ ଆମାଜନ ନିଜର ନିୟମକୁ ନେଇ ବେଶ କଠୋର ହୋଇଥିବା […]
ନୂଆଦିଲ୍ଲୀ: ପୁଣିଥରେ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି କରାଯାଇଛି। ତୈଳ କମ୍ପାନିମାନଙ୍କ ଦ୍ୱାରା ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ୨୫ ଟଙ୍କା ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ଜୁଲାଇ ମାସରେ ବି ଗ୍ୟାସ ସିଲିଣ୍ଡରର ଦାମ ୨୫.୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଏବେ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ଫଳରେ ଦିଲ୍ଲୀରେ ୧୪.୨କିଲୋଗ୍ରାମ ସିଲିଣ୍ଡରର ଦାମ ୮୫୯.୫ ଟଙ୍କା ହୋଇଛି। ଜୁନ ମାସରେ ଦିଲ୍ଲୀରେ ୧୪ କିଲୋଗ୍ରାମ ଗ୍ୟାସ […]
କୋରାପୁଟ: ଭାରତ କାହିଁକି ବିଶ୍ୱ ଚାଖିବ କୋରାପୁଟ କଫିର ସ୍ୱାଦ। କୋରାପୁଟ କଫି ବିନ୍କୁ ପକ୍ରିୟାକରଣ କରି ବିଶ୍ୱ ବଜାରରେ ଛାଡିବ ବହୁଦେଶୀୟ କମ୍ପାନି ଟାଟା। ଶନିବାର କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୭୮ହଜାର ୭୯୦ କେଜି କଫି ବିନ୍ ଟାଟାକୁ ବିକ୍ରି କରାଯାଇଛି। କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ.ଅଖତର ସବୁଜ ପତାକା ଦେଖାଇ କୋରାପୁଟରୁ ବାହାରିଥିବା କଫି ଟ୍ରକକୁ ବିଦାୟ ଦେଇଛନ୍ତି। କୋରାପୁଟ ଜିଲ୍ଲାର ୧୯୩ ଜଣ କଫି […]