Warning: Uninitialized string offset 0 in /home/mod4jwtl7qyd/public_html/wp-includes/theme.php on line 1

Warning: Uninitialized string offset 0 in /home/mod4jwtl7qyd/public_html/wp-includes/theme.php on line 1

Warning: Uninitialized string offset 0 in /home/mod4jwtl7qyd/public_html/wp-includes/class-wp-http.php on line 1

Warning: Uninitialized string offset 0 in /home/mod4jwtl7qyd/public_html/wp-includes/class-wp-http.php on line 1

Warning: Uninitialized string offset 0 in /home/mod4jwtl7qyd/public_html/wp-includes/class-wp-http-curl.php on line 1

Warning: Uninitialized string offset 0 in /home/mod4jwtl7qyd/public_html/wp-includes/class-wp-http-curl.php on line 1

Warning: Uninitialized string offset 0 in /home/mod4jwtl7qyd/public_html/wp-includes/rest-api/endpoints/class-wp-rest-autosaves-controller.php on line 1

Warning: Uninitialized string offset 0 in /home/mod4jwtl7qyd/public_html/wp-includes/rest-api/endpoints/class-wp-rest-autosaves-controller.php on line 1
ଗୋଟିଏ ଟ୍ରେରେ ପିନ୍ଧା ଜୋତା ଓ ବ୍ୟକ୍ତିଗତ ସାମଗ୍ରୀ ରଖିବା ଘଟଣାକୁ ନେଇ ଯାତ୍ରୀ ଅସନ୍ତୋଷ – Kalinga News

ଗୋଟିଏ ଟ୍ରେରେ ପିନ୍ଧା ଜୋତା ଓ ବ୍ୟକ୍ତିଗତ ସାମଗ୍ରୀ ରଖିବା ଘଟଣାକୁ ନେଇ ଯାତ୍ରୀ ଅସନ୍ତୋଷ

ଗୋଟିଏ ଟ୍ରେରେ ପିନ୍ଧା ଜୋତା ଓ ବ୍ୟକ୍ତିଗତ ସାମଗ୍ରୀ

ନୂଆଦିଲ୍ଲୀ: ଆମେ କୌଣସି ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ବସ, ଟ୍ରେନ କିମ୍ବା ବିମାନର ସାହାଯ୍ୟ ନେଇଥାଉ। ସର୍ବଦା ବସଷ୍ଟାଣ୍ଡ ଓ ରେଳଷ୍ଟେସନ ଅପେକ୍ଷା ବିମାନବନ୍ଦର ଅଧିକ ସଫାସୁତୁରା ରହିଥିବାର ଆମେ ଦେଖିବାକୁ ପାଇଛୁ। କିନ୍ତୁ ସମୟସମୟରେ ବିମାନ ବନ୍ଦରରେ ଥିବା ଅବ୍ୟବସ୍ଥା ଦେଖି ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥାଆନ୍ତି। ‌ବେଙ୍ଗାଲୁରୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବ୍ୟବସ୍ଥା ଦେଖି ନିକଟରେ ଜଣେ ଯାତ୍ରୀ ସୋସିଆଲ ମିଡିଆ ଜରିଆରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଟୁଇଟରରେ ନିକାନି ଆନନ୍ଦ ନାମକ ବ୍ୟବହାରକାରୀ ନିଜର ଅସନ୍ତୋଷ ବ୍ୟକ୍ତ କରି ରଖିଛନ୍ତି, ‘ବିମାନ ବନ୍ଦରେ ଆମକୁ ଏକ ଟ୍ରେ ଦିଆଯାଇଥିଲା। ଏହି ଟ୍ରେରେ ଆମେ ପିନ୍ଧିଥିବା ଜୋତା ସହିତ ଆମର ବ୍ୟକ୍ତିଗତ ଜିନିଷକୁ ରଖିବାକୁ କୁହାଯାଇଥିଲା। ବିମାନବନ୍ଦରର ଏହି ଅବ୍ୟବସ୍ଥା ଆଦୌ ଗ୍ରହଣୀୟ ନୁହେଁ। ମୋ ମତରେ ଦୁଇଟି ଟ୍ରେ ରହିବା ଉଚିତ। ଗୋଟିଏରେ ପିନ୍ଧା ଜୋତା ଓ ଅନ୍ୟଟିରେ ବ୍ୟକ୍ତିଗତ ସାମଗ୍ରୀ।’

Share Now:

Kalinga News Beuro

Next Post

ମୁଣ୍ଡ ନେଲା ଡେଙ୍ଗୁ : ଚିହ୍ନଟ ‌ହେଲେଣି ୪୦୬ ରୋଗୀ, ରାଜଧାନୀବାସୀ ଛାନିଆ

Mon Aug 19 , 2024
ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ କାୟା ବିସ୍ତାର କରିଚାଲିଛି। ନୀଳାଦ୍ରିବିହାରରୁ ଖଣ୍ଡଗିରି ହେଉ ଅଥବା ରସୁଲଗଡ଼ରୁ ଜାଗମରା, ସବୁଠି ହୁ ହୁ ହୋଇ ବଢ଼ୁଛି ରୋଗୀଙ୍କ ସଂଖ୍ୟା। ପ୍ରତି ବସ୍ତି, କଲୋନିବାସୀ ଜ୍ବରରେ ଥରୁଛନ୍ତି। କିଏ ଘରେ ତ ଆଉ କିଏ ମେଡିକାଲରେ ଚିକିତ୍ସାଧୀନ। କେହି କେହି ଔଷଧ ଖାଇ ରୋଗକୁ ଚାପିବାକୁ ଯଥାସମ୍ଭବ ଉଦ୍ୟମ କରୁଛନ୍ତି। ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ମଶାବଂଶ ଲୋପ ଦିଗରେ ଆବଶ୍ୟକ […]
ମୁଣ୍ଡ ନେଲା ଡେଙ୍ଗୁ

ଆହୁରି ପଢ଼ନ୍ତୁ

Most Read

Social media & sharing icons powered by UltimatelySocial