ମାଲିପଦର ଜଙ୍ଗଲରେ ଫେକ୍ ଏନକାଉଣ୍ଟର ଘଟଣା: ମୃତକର ଶବ ଦିଆନଯିବାରୁ ଜାତୀୟ ରାଜପଥ ଅବରୋଧ

ଫେକ୍ ଏନକାଉଣ୍ଟର

ମାଲକାନଗିରି: କୋରାପୁଟ ମାଲିପଦର ଜଙ୍ଗଲରେ ପୁଲିସ ପକ୍ଷରୁ ଫେକ୍ ଏନକାଉଣ୍ଟର କରାଯାଇଥିବାର ଅଭିଯୋଗ ହୋଇଛି। ଗତ ୯ ତାରିଖ ରାତିରେ ଘଟିଥିବା ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ ମାଲକାନଗିରି ସର୍ଗୀଗୁଡା ଗାଁର ଧନ କମାର। ମୃତକ ଧନ କମାର ମାଓବାଦୀ ନୁହଁନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି। ମୃତକର ଶବ ଦିଆନଯିବାରୁ କତାମେଟା ମୁଖ୍ୟରାସ୍ତା ଅବରୋଧ କରି ଗାଁ ଲୋକେ ଏହାର ପ୍ରତିବାଦ କରିଛନ୍ତି। ଜୟପୁର – ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି। ଗାଁ ଲୋକଙ୍କ କହିବା ଅନୁଯାୟୀ, ଫେକ୍ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଦୁଇ ଜଣ ଗଞ୍ଜେଇ ବ୍ୟବସାୟୀ।

Share Now:

Kalinga News Beuro

Next Post

ତାଇଓ୍ବାନକୁ ନେଇ ବାଇଡେନ, ଜିନପିଙ୍ଗ୍ ମୁହାଁମୁହିଁ

Mon Nov 14 , 2022
ବାଲି : ଇଣ୍ଡୋନେସିଆର ବାଲି ଦ୍ୱୀପରେ ଅନୁଷ୍ଠିତ ହେଉଥିବା ଜି-୨୦ ସମ୍ମିଳନୀ ଅବସରରେ ବିଶ୍ୱର ଦୁଇ ଶକ୍ତିଶାଳୀ ଦେଶ ଆମେରିକା। ଜିନପିଙ୍ଗ୍ କହିଛନ୍ତି ଯେ ତାଇଓ୍ବାନ ହେଉଛି ଏକ ଚରମ ରେଖା, ଆମେରିକା ଏହାକୁ ଅତିକ୍ରମ କରିବା ଉଚିତ ନୁହେଁ। ସେହିପରି ବାଇଡେନ କହିଛନ୍ତି ଯେ, ତାଇଓ୍ବାନକୁ ଆମେରିକା ସୁରକ୍ଷା ପ୍ରଦାନ କରିବ। ତାଇଓ୍ବାନ ପ୍ରତି ଚୀନ ଦେଖାଉଥିବା ଆକ୍ରାମକ ଆଭିମୁଖ୍ୟ କେବେହେଲେ ଗ୍ରହଣୀୟ ନୁହେଁ। ଚୀନର ଏପରି କାର୍ଯ୍ୟ […]
ବାଇଡେନ, ଜିନପିଙ୍ଗ୍ ମୁହାଁମୁହିଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial