କୋଲ୍‌କାତା: ପ୍ରତ୍ୟେକ ପ୍ରବାସୀ ଶ୍ରମିକଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ୧୦ ହଜାର ଟଙ୍କା ଲେଖାଏଁ ଟ୍ରାନ୍‌ସ୍‌ଫର୍ କରିବାକୁ ବୁଧବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଟୁଇଟ୍‌ କରି ବାନାର୍ଜୀ ଲେଖିଛନ୍ତି, ମହାମାରୀ ଯୋଗୁଁ ଲୋକେ ଆର୍ଥିକ କଷ୍ଟ ଓ ଅକଳ୍ପନୀୟ ବୈଷମ୍ୟର ସମ୍ମୁଖୀନ ହେଉଛନ୍ତି। ଅଣସଙ୍ଗଠିତ କ୍ଷେତ୍ରର ବ୍ୟକ୍ତି‌ବିଶେଷଙ୍କ ସମେତ ପ୍ରବାସୀ ଶ୍ରମଜୀବୀଙ୍କ ଆକାଉଣ୍ଟ୍‌କୁ ଏକକାଳୀନ ସହାୟତା ରାଶି ଭାବେ ୧୦ ହଜାର ଲେଖାଏଁ ଟ୍ରାନ୍‌ସଫର୍ […]

ନୂଆଦିଲ୍ଲୀ: ୧୮ଟି ରାଜ୍ୟସଭା ଆସନ ପାଇଁ ଜୁନ୍ ୧୯ରେ ନିର୍ବାଚନ ହେବ। ଆଜି ଏ ନେଇ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ।ମାର୍ଚ୍ଚରେ ହେବାକୁ ଥିବା ଏହି ନିର୍ବାଚନ କରୋନାଭାଇରସ୍ ମହାମାରୀ ଏବଂ ପରେ କରାଯାଇଥିବା ଦେଶବ୍ୟାପୀ ଲକଡାଉନକୁ ଦୃଷ୍ଟିରେ ରଖି ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ଧୀରେ ଧୀରେ ଲକଡାଉନ ପ୍ରତିବନ୍ଧକକୁ କୋହଳ କରାଯାଉଥିବାରୁ ଆୟୋଗ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ ପରିଚାଳନା ପାଇଁ ବ୍ୟବସ୍ଥା କରୁଥିବାବେଳେ କୋଭିଡ-୧୯ […]

ନୂଆଦିଲ୍ଲୀ : ଲକଡାଉନ ୫.୦କୁ ନେଇ ଅନେକ ଆଲୋଚନା ଚାଲୁଥିବା ବେଳେ ଆଜି ଏହାର ଅବସାନ ଘଟିଛି। ଜୁନ ୩୦ପର୍ଯ୍ୟନ୍ତ ଲକଡାଉନ ଅବଧି ବଢ଼ାଇଛନ୍ତି କେନ୍ଦ୍ର ସରକାର। ତେବେ ଲକଡାଉନର ଏହି ପଞ୍ଚମ ପର୍ଯ୍ୟାୟରେ ଅନେକ କଟକଣାକୁ ସରକାର କୋହଳ କରିଥିବା ଜଣାପଡିଛି। ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀରେ କଣ୍ଟେନମେଣ୍ଟ ଜୋନ୍ ବାହାରେ ସମସ୍ତ କାର୍ଯ୍ୟକଳାପକୁ ପର୍ଯ୍ୟାୟକ୍ରମେ ପୁନଃ ପ୍ରଚଳନ କରିବାକୁ ଅନୁମତି ଦିଆଯାଇଛି। ଏହି ନିର୍ଦ୍ଦେଶାବଳୀ ଜୁନ୍ […]

ନୂଆଦିଲ୍ଲୀ : ସୀମାରେ ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ଉତ୍ତେଜନା ପରିସ୍ଥିତି କିଛିଟା ପ୍ରଶମିତ ହୋଇଥିଲେ ମଧ୍ୟ ଚୀନ ସେନାର ଗତିବିଧି ଉପରେ ତୀକ୍ଷଣ ନଜର ରଖିଛି ଭାରତୀୟ ସେନା। ଏଥିପାଇଁ ସୀମାରେ ସେନାପକ୍ଷରୁ ଶକ୍ତି ବୃଦ୍ଧି କରାଯାଉଛି। ସୀମାକୁ ଭାରତୀୟ ଯବାନ ଓ ଓଜନିଆ ସାମରିକ ଉପକରଣ ପରିବହନ ପାଇଁ ଆମେରିକା ନିର୍ମିତ ଶକ୍ତିଶାଳୀ ଚିନୁକ ହେଲିକାପ୍ଟର ନିୟୋଜିତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଆସାମରେ ଥିବା […]

ନୂଆଦିଲ୍ଲୀ : ଚୀନ୍‌ର ପିପୁଲ୍ସ ଲିବରେସନ ଆର୍ମିକୁ ଉଦ୍‌ବୋଧନ ଦେଇ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଗତକାଲି ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେବାପରେ ଏହାକୁ ନେଇ ବିଶ୍ୱ କୂଟନୀତି ଚଳଚଞ୍ଚଳ ହୋଇଉଠିଛି। କରୋନାଭାଇରସ୍‌ ବ୍ୟାପିବାରେ ଚୀନ୍‌ର ଭୂମିକା ଏବଂ ଦକ୍ଷିଣ ଚୀନ୍‌ ସାଗରରେ ଏହାର ଦାଦାଗିରି ବିରୋଧରେ ଆମେରିକା ସମେତ ବିଭିନ୍ନ ପ୍ରମୁଖ ରାଷ୍ଟ୍ର ସିଧାସଳଖ ଚୀନ୍‌କୁ ଏବେ ଟାର୍ଗେଟ୍‌ କରୁଛନ୍ତି। ଏଭଳି ସ୍ଥିତିରେ ଚୀନ୍‌ ଲଦାଖ […]

ମୁମ୍ବାଇ :୨୬/୧୧ ମୁମ୍ବାଇ ଆକ୍ରମଣ ଘଟାଇଥିବା ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସବକୁ କୋର୍ଟରେ ଚିହ୍ନଟ କରିଥିବା ହରିଶ୍ଚନ୍ଦ୍ର ଶ୍ରୀବର୍ଦ୍ଧନକରଙ୍କ ମୃତ୍ୟୁହୋଇଛି। ମୁମ୍ବାଇ ଉପକଣ୍ଠ କଲ୍ୟାଣସ୍ଥିତ ନିଜ ଘରେ ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁହୋଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ୨୬ ନଭେମ୍ବର ୨୦୦୮ ରାତିରେ ସେ ମୁମ୍ବାଇର କାମା ହସପିଟାଲ ନିକଟରେ ଥିବାବେଳେ ପାକିସ୍ତାନୀ ଆତଙ୍କବାଦୀଙ୍କ ଗୁଳିରେ ସେ ଆହତ […]

ନୂଆଦିଲ୍ଲୀ: ଏପଟେ ଦେଶରୁ କରୋନା ସଂକଟ ନ ଟଳୁଣୁ ସେପଟେ ଚିନ୍ତା ବଢ଼ାଇଲେଣି ଫସଲ ନଷ୍ଟକାରୀ ‌ପଙ୍ଗପାଳ ଦଳ। ଭାରତରେ ଏବେ ଏକ କିସମର କ୍ଷତିକାରକ ପ୍ରବାସୀ ପଙ୍ଗପାଳ ନଜର ଆସିଛନ୍ତି। ଯିଏକି ଦେଶର ଅନେକଗୁଡ଼ିଏ ରାଜ୍ୟର ଚାଷ ଜମିରେ ପଶି ଫସଲ ନଷ୍ଟ କରି ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିବାରେ ଲାଗିଛନ୍ତି। ଏହି ପଙ୍ଗପାଳ ଗୋଷ୍ଠୀଙ୍କ ସାମ୍ନାରେ ଆସୁଥିବା ପ୍ରତ୍ୟେକ ଜିନିଷକୁ ସେମାନେ ନଷ୍ଟ କରି ଦେଉଥିବା […]

ବେଜିଂ: ସୈନ୍ୟମାନଙ୍କ ତାଲିମକୁ ବ୍ୟାପକ କର। ଦୃଢ଼ ପ୍ରତିଜ୍ଞାର ସହିତ ସାର୍ବଭୌମତ୍ୱକୁ ରକ୍ଷା କର ଏବଂ ଦେଶର ସାମଗ୍ରିକ ସ୍ଥିରତାକୁ ରକ୍ଷା କର। ଏଥିସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ। ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର ଚୀନର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ତାଙ୍କ ଦେଶର ସେନାକୁ ଏହି ପରାମର୍ଶ ଦେଇଛନ୍ତି। କୋଭିଡ୍‌-୧୯ ସଂକ୍ରମଣ ବ୍ୟାପିବା ପରେ ଚୀନ୍‌ ସହିତ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ସହିତ ଏହାର ସମ୍ପର୍କ […]

ନୂଆଦିଲ୍ଲୀ/ ଭୋପାଳ : ସଂପ୍ରତି ସମଗ୍ର ଦେଶ ନୋଭେଲ କରୋନା ଭାଇରସ୍‌ ସହ ଯୁଝୁ ଥିବାବେଳେ ଏବେ ଦେଶ ସମ୍ମୁଖରେ ନୂଆ ସମସ୍ୟା ଓ ଆତଙ୍କ ହୋଇ ଦେଖାଦେଇଛି ପଙ୍ଗପାଳ ଦଙ୍ଗଲ। ଗତ ଦୁଇଦିନ ତଳେ ପାକିସ୍ତାନ ସୀମାପଟୁ ରାଜସ୍ଥାନର ଝାନସୀ ବାଟ ଦେଇ ଏହି ପଙ୍ଗପାଳ ଦଙ୍ଗଲ ଦେଶ ମଧ୍ୟକୁ ପ୍ରବେଶ କରିବା ପରେ ଆଜି ସୁଦ୍ଧା ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ ଓ ହରିଆଣାକୁ ନିଜ କବ୍‌ଜାକୁ […]

ନୂଆଦିଲ୍ଲୀ : ଭାରତକୁ ପର୍ଯ୍ୟଟନ ଭିସାରେ ଆସି ଧର୍ମପ୍ରଚାର କାର୍ଯରେ ଲିପ୍ତ ଥିବା ଅଭିଯୋଗରେ ପ୍ରାୟ ୯୬୦ ତାବଲିଗି ଜମାତ ସଦସ୍ୟମାନଙ୍କ ବିରୁଦ୍ଧରେ ଆଇନଗତ ମାମଲା ଚାଲିବ। ସେମାନଙ୍କୁ ୫ ବର୍ଷ ଜେଲ ଯିବାକୁ ପଡ଼ିପାରେ ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି। ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ନିଜର ଷ୍ଟାଟସ ରିପୋର୍ଟ ଦାଖଲ କରି ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି ଯେ ପ୍ରାୟ ୬୭ଟି ଦେଶରୁ ଆସିଥିବା ଏହି ବିଦେଶୀମାନେ […]

Social media & sharing icons powered by UltimatelySocial