ଭୁବନେଶ୍ବର: ଗତକାଲି ନୂଆପଲ୍ଲୀସ୍ଥିତ ୱାର୍ଡ-୩୭ରେ ବିଜେପିର ଲୋକସମ୍ପର୍କ ପଦଯାତ୍ରା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ବରେ ପଦଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ବିଜେପି କର୍ମୀମାନେ ଗଣ୍ଡଗୋଳ କରିଛନ୍ତି। ଏଥିରେ ଉମେଶ ଖଣ୍ଡେଲୱାଲଙ୍କ ଗାଡ଼ିର କିଛି ଅଂଶ ଭାଙ୍ଗିଛି। ମିଳିଥିବା ସୂଚନା ଅନୁଯାୟୀ, ନୂଆପଲ୍ଲୀ ମଣ୍ଡଳରେ ୟୁରେକା କ୍ଲବଠାରୁ ଭୋଇ ସାହି ପର୍ଯ୍ୟନ୍ତ ପଦଯାତ୍ରା ଯିବାର ଥିଲା। ବିଜେପି ‌ନେତା ଜଗନ୍ନାଥ ପ୍ରଧାନ ଓ ନୂଆପଲ୍ଲୀ ମଣ୍ଡଳ […]

ଭୁବନେଶ୍ବର: ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳନ ଲାଗି ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟିକ, ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି, ଦଳୀୟ ସଂଗଠନ ରାଜ୍ୟ ସଭାପତି, ବ୍ଲକ ଓ ନଗର ସଭାପତିଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ କୁହାଯାଇଛି, ପ୍ରତିଷ୍ଠା ଦିବସରେ ରାଜ୍ୟସ୍ତରରେ ଓ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ କୋଭିଡ୍ ନିୟମ କଡ଼ାକଡ଼ି ଅନୁପାଳନ ସହିତ […]

ଲୋକେ ଜାଣିବେ ନେତା, ବାବୁ ଓ କର୍ମଚାରୀଙ୍କ ସଂପତ୍ତି ଭୁବନେଶ୍ବର: ସରପଞ୍ଚଠାରୁ ଆରମ୍ଭ କରି ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ସେମାନଙ୍କର ସଂପତ୍ତି ତାଲିକା ଦେବେ। ଜନସାଧାରଣଙ୍କ ସୂଚନା ନିମନ୍ତେ ଏହାକୁ ୱେବ୍‌ ସାଇଟ୍‌ରେ ରଖାଯିବ। ଦୁର୍ନୀତି ବିରୋଧରେ ସାଲିସ୍ ବିହୀନ ଲଢ଼େଇକୁ ଆହୁରି ଶାଣିତ କରିବା ଲାଗି ଆଜି ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି […]

ନୂଆଦିଲ୍ଲୀ: ତେଲେଙ୍ଗାନା, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ କଂଗ୍ରେସର ସାଂଗଠନିକ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। କଂଗ୍ରେସ ଶୀର୍ଷ ନେତୃତ୍ବ ଏହି ୪ ରାଜ୍ୟର ନେତୃମଣ୍ଡଳୀ ଏବଂ ବିଦ୍ରୋହୀ ନେତାଙ୍କ ସହ ଆଲୋଚନା କରି ନେତୃତ୍ବ ପରିବର୍ତ୍ତନ ପାଇଁ ସୂଚନା ଦେଇଛନ୍ତି। ହାଇଦ୍ରାବାଦ ପୌର ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ତେଲେଙ୍ଗାନା କଂଗ୍ରେସ ସଭାପତି ଉତ୍ତମ କୁମାର ରେଡ୍ଡୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେହିଭଳି ଦଳର ଖରାପ ପ୍ରଦର୍ଶନ […]

କୋଲକାତା: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଆଜି ବିଜେପିରେ ଯୋଗଦାନ କରିଛନ୍ତି ପଶ୍ଚିମବଙ୍ଗ ରାଜନୀତିର ଜଣେ ଜଣାଶୁଣା ତଥା ଲୋକପ୍ରିୟ ନେତା ଶୁଭେନ୍ଦୁ ଅଧିକାରୀ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଖାସ କୁହାଯାଉଥିବା ଶୁଭେନ୍ଦୁଙ୍କ ଯୋଗଦାନ ପରେ ତୃଣମୂଳ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ମଦନ ମିତ୍ର କହିଛନ୍ତି ଯେ, “ମୁଁ ଶୁଣିଛି ଯେ ଯେ […]

ଭୁବନେଶ୍ବର: ଡିସେମ୍ବର ୨୬ ତାରିଖରେ ବିଜେଡି ୨୩ ବର୍ଷରେ ପଦାର୍ପଣ କରୁଛି। ଦଳ ଗଠନର ୨୩ ବର୍ଷ ପୂର୍ତ୍ତି ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି। ଏଥିପାଇଁ ଆସନ୍ତା ୨୦ରେ ବିଜେଡି କାର୍ଯ୍ୟକାରିଣୀ ଏବଂ ୨୧ତାରିଖରେ ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏଥିରେ ଦଳର ସମସ୍ତ ବିଧାୟକ, ସାଂସଦ, ଜିଲ୍ଲା ପରିଷଦ ସଦସ୍ୟ ଯୋଗ ଦେବେ। ପରିଷଦ ବୈଠକରେ […]

ମୁମ୍ବାଇ : ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଉପା ଅଧ୍ୟକ୍ଷ ହେବାପାଇଁ ଯଦି କୌଣସି ପ୍ରସ୍ତାବ ଆସେ ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ଶିବସେନା ଏହାକୁ ସମର୍ଥନ କରିବ। ଶିବସେନା ନେତା ସଂଜୟ ରାଉତ କହିଛନ୍ତି, ଯଦି ଶରଦ ପାୱାର ଉପା ଅଧ୍ୟକ୍ଷ ହୁଅନ୍ତି ତେବେ ଆମେ ଖୁବ୍‌ ଖୁସି ହେବୁ। କଂଗ୍ରେସ ଏବେ ଦୁର୍ବଳ ହୋଇଯାଇଛି। ତେଣୁ ବିରୋଧୀ ଦଳଗୁଡ଼ିକ ଏବେ ଏକଜୁଟ୍‌ ହୋଇ ଉପାକୁ […]

ଭୁବନେଶ୍ୱର : ଛାତ୍ର ରାଜନୀତିରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ପ୍ରଦୀପ। ଟାଟା ଆନ୍ଦୋଳନରେ ସାମିଲ ହୋଇ ଲୋକଲୋଚନକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ପାଖରୁ ତାଙ୍କର ରାଜନୈତିକ ପରିଚୟ ଆରମ୍ଭ ହୋଇଥିଲା। ଏହାପରେ ସେ ସଫଳତାର ପାହାଚ ଚଢ଼ି ଚାଲିଥିଲେ। ସେ ଯେଉଁ ଭଳି ଭାବେ ସଫଳତାର ପାହାଚ ଚଢ଼ିଥିଲେ ସେଥିରୁ ଖସିବେ ବୋଲି ଭାବି ନଥିଲେ। ହେଲେ ତାଙ୍କ ସହ ଭାଗ୍ୟ ସାଥ‌ ଦେଇନଥିଲେ। ବିବାବଦୀୟ ଘଟଣା […]

ୱାର୍ଡ଼ ମେମ୍ବର ହେବାକୁ ଅଯୋଗ୍ୟ ସମ୍ବିତ ପାତ୍ର-ସୁର ଭୁବନେଶ୍ବର: ପରୀ ହତ୍ୟା ଘଟଣାରେ ବିଧାନସଭାରେ କଂଗ୍ରେସ ବିଧାୟକମାନେ ଶାସକ ଦଳ ଦ୍ବାରା ମ୍ୟାନେଜ୍‌ ହୋଇଗଲେ। ଦଳର ୯ ଜଣ ବିଧାୟକ ଏଥିପାଇଁ ଟଙ୍କା ନେଇଛନ୍ତି। ଗତକାଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଅଭିଯୋଗକୁ ନେଇ ଚରମବାଣୀ ଶୁଣାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କହିଛନ୍ତି, ବିଜେପି ରାଷ୍ଟ୍ରୀୟ ମୁଖାପାତ୍ର ଯଦି ଏପରି କହିଥାନ୍ତି, ତାହେଲେ ଏହା […]

ସଫେଇ ଦେଲେ “ସେ କୌଣସି ଜନବିରୋଧୀ କାର୍ଯ୍ୟ କରି ନାହାନ୍ତି “ ଭୁବନେଶ୍ବର: ଲୋକ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଗୋପାଳପୁରର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳରୁ ବହିଷ୍କୃତ ହୋଇଥିବାର ଖବର ମିଳିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଦଳ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ […]

Social media & sharing icons powered by UltimatelySocial