ଭୁବନେଶ୍ୱର ବିମାବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ : ଆୟକର ବିଭାଗର ତଦନ୍ତ

ଭୁବନେଶ୍ବର ବିମାବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ରାଜଧାନୀର ବିମାବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ ହୋଇଥିବାର ଖବର ମିଳିଛି। ୨ଜଣ ବ୍ୟକ୍ତିଙ୍କ ଲଗେଜରୁ ଜବତ ହୋଇଛି ଏହି ଟଙ୍କା। ଲଗେଜ ସ୍କାନି ବେଳେ ଧରା ପଡ଼ିଛି ଏହି ଟଙ୍କା। ଦୁଇ ଲୋକଙ୍କ ଭିତରୁ ଜଣେ ଦିଲ୍ଲୀ ଓ ଆଉଜଣେ ଚେନ୍ନାଇର ବ୍ୟକ୍ତି ହୋଇଥିବା ଜଣାପଡ଼ିଛି। ନିର୍ବାଚନ ସମୟରେ ଜବତ ହୋଇଥିବା ଏହି ଟଙ୍କ। ଜଣେ ପ୍ରତିଷ୍ଠିତ ବ୍ୟବସାୟଙ୍କର ବୋଲି ସୂଚନା ରହିଛି। ଟଙ୍କା ଜବତ ପରେ ଏନେଇ ଆୟକର ବିଭାଗ ଅଧିକ ତଦନ୍ତ କରୁଛି।

Share Now:

Kalinga News Beuro

Next Post

ଉଲ୍‌କାମାଡ଼ରୁ ବିଶାଳ ଗର୍ତ୍ତ

Tue Apr 30 , 2024
କଚ୍ଛ : ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ବାରା ପ୍ରେରିତ ପୃଥିବୀ ନିରୀକ୍ଷଣ ଉପଗ୍ରହ ‘ଲ୍ୟାଣ୍ଡସାଟ୍‌-୮’ ନିକଟରେ ଗୁଜରାଟର କଚ୍ଛ ଅଞ୍ଚଳରେ ଏକ ବିଶାଳ ଗର୍ତ୍ତ ଠାବ କରିଛି। ଅନେକ ବିଶ୍ଳେଷଣ ପରେ ତାହା ଉଲ୍‌କାମାଡ଼ ଜନିତ ଗର୍ତ୍ତ ବୋଲି ସ୍ପଷ୍ଟ ହୋଇଛି। ଗୁଜରାଟର ବାନ୍ନି ସମତଳ ତୃଣଭୂମିରେ ଗତ ଫେବୃଆରୀ ୨୪ରେ ‘ଲୁନା’ ନାମକ ଏହି ଗର୍ତ୍ତ ଠାବ ହୋଇଛି ବୋଲି ‘ନାସା’ ପକ୍ଷରୁ ସୂଚନା ଦିଆଯାଇଛି। […]
ଉଲ୍‌କାମାଡ଼ରୁ ବିଶାଳ ଗର୍ତ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial