ଭୁବନେଶ୍ୱର: ଦିନକ ପରେ ଅର୍ଥାତ ଆସନ୍ତା ଏପ୍ରିଲ ୧୩ରେ ରାଜଧାନୀ ଭୁବନେଶ୍ୱରକୁ ୭୦ ବର୍ଷ ଛୁଇଁବ। ୭୦ ବର୍ଷର ଏହି ଅବଧି ମଧ୍ୟରେ ବଢ଼ିଛି ରାଜଧାନୀର କଳେବର। ହୁହୁ ହୋଇ ବୃଦ୍ଧି ପାଇଛି ଜନସଂଖ୍ୟା। ସହରକୁ ମାଡ଼ି ଆସିଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର ଅପରାଧୀ। ଆଇନଶୃଙ୍ଖଳା ରକ୍ଷା କରିବାକୁ ପୁଲିସକୁ ନାକେଦମ ହେବାକୁ ପଡ଼ୁଛି। ଅନ୍ୟପକ୍ଷରେ ସହରର ଟ୍ରାଫିକ୍‌ ବ୍ୟବସ୍ଥା ମଧ୍ୟ ମୁଣ୍ଡବ୍ୟଥାର କାରଣ ସାଜିଛି। ଏହା ମଧ୍ୟରେ […]

ସନ୍ଦେହ ଘେରରେ କଲେଜ ଅଧ୍ୟକ୍ଷଙ୍କ ଭୂମିକା ଭୁବନେଶ୍ୱର: ପଦାକୁ ଆସିଲା ହାଇଟେକ ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ପଛର ସାଂଘାତିକ ସତ। ଛାତ୍ରୀ ଜଣକ ହଷ୍ଟେଲ ଛାତ ଉପରେ ଫୋନ୍‌ରେ କଥା ହେଉଥିଲେ। ଏହି ସମୟରେ ତାଙ୍କୁ ଅସଦାଚରଣ କରାଯାଇଥିଲା। କିଚେନ ବୟ ଅସଦାଚରଣ କରିଥିବା ନେଇ ଛାତ୍ରୀ ଜଣକ କଲେଜ ଅଧ୍ୟକ୍ଷଙ୍କ ପାଖରେ ଅଭିଯୋଗ କରିଥିଲେ। ମାତ୍ର ଅଧ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଛାତ୍ରୀଙ୍କୁ ଗାଳି ଦେଇଥିଲେ। […]

ଆଜି ସ୍ଥାୟୀ କମିଟି ରିପୋର୍ଟ ଉପସ୍ଥାପନ, ୧୨ରୁ ଖର୍ଚ୍ଚଦାବି ଆଲୋଚନା, ୩୦ରେ ବ୍ୟୟ ମଞ୍ଜୁରୀ ବିଲ୍‌ ଭୁବନେଶ୍ୱର: ରାଜ୍ୟ ବିଧାନସଭା ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜି ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ଚଳିତ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌କୁ ଅନୁମୋଦନ ମିଳିବ। ପ୍ରଥମ ପର୍ଯ୍ୟାୟ ଗତ ମାର୍ଚ୍ଚ ୨୦ ତାରିଖରୁ ଆରମ୍ଭ ହୋଇଥିଲା। ୨୩ ତାରିଖରେ ବଜେଟ୍‌ ଉପସ୍ଥାପନ ହୋଇଥିଲେ ହେଁ, ମାର୍ଚ୍ଚ ୩୧ ତାରିଖ ଦିନ […]

ସ୍ୱାଭାବିକ ହେଲାନି ଯୁକ୍ତ ୨ ଖାତାଦେଖା ଭୁବନେଶ୍ୱର: ୭ ଦିନ ବିତିଯାଇଥିଲେ ମଧ୍ୟ ଯୁକ୍ତ୨ ଖାତା ଦେଖା ସ୍ୱାଭାବିକ ହୋଇପାରିନି। ମୂଲ୍ୟାୟନ ଲାଗି ନିଯୁକ୍ତି ପତ୍ର ଦିଆଯାଇଥିବା ସମସ୍ତ ଅଧ୍ୟାପକ ଏପର୍ଯ୍ୟନ୍ତ ଖାତା ଦେଖାରେ ସାମିଲ ହୋଇ ନାହାନ୍ତି। ୩ ଦିନ ତଳେ ମୂଲ୍ୟାୟନରେ ଯୋଗଦେଉ ନ ଥିବା ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟ ଚୁପ୍‌ ହୋଇଯାଇଛି। ଆଜି ସୁଦ୍ଧା ୬୫ […]

ବିକାଶ ବିରୋଧରେ ଷଡ଼ଯନ୍ତ୍ରର ଗନ୍ଧ ବାରିଲା ବିଜେଡି, ବିବାଦରେ ପୂର୍ବାଞ୍ଚଳ ଜୋନ୍‌ ସଭାପତି ଜଗିମଙ୍ଗତ ପଣ୍ଡା ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ଯାଏ ହେବାକୁ ଥିବା ‘ମେକ୍‌ ଇନ୍‌ ଓଡ଼ିଶା’ ଦ୍ୱିତୀୟ ସଂସ୍କରଣ ଆୟୋଜନରୁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଗତ ୪ ତାରିଖ ଦିନ ଅପ୍ରତ୍ୟାଶିତ ଭାବେ ଓହରିଯାଇଛି। ସିଆଇଆଇର ଏଭଳି ନିଷ୍ପତ୍ତିରେ ସରକାର ଚକିତ ହୋଇପଡିଛନ୍ତି। ଯେଉଁ ସଂଘ ସବୁ ପ୍ରସ୍ତୁତି ବୈଠକରେ ସାମିଲ […]

୬୯୦ ଏକର ଘରୋଇ ଜମି ବାଧକ ସାଜିପାରେ: ଟିପି ସ୍କିମ୍‌ ଉପରେ ରିଂ ରୋଡ୍‌ ଭାଗ୍ୟ ଭୁବନେଶ୍ୱର : ରାଜଧାନୀରେ ଦେଖାଯାଉଥିବା ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଯାତାୟତକୁ ସହଜ କରିବା ପାଇଁ ବିଡିଏ ପକ୍ଷରୁ ରାଜଧାନୀକୁ ବଳୟ କରି ଯୋଜନା ହୋଇଛି ରିଂ ରୋଡ୍‌। କଟକ ସହର ଯେପରି ରିଂ ରୋଡ୍‌ ଭିତରେ ଅଛି ସେହିପରି ରିଂ ରୋଡ୍‌ ଭୁବନେଶ୍ୱର ପାଇଁ ନିର୍ମାଣ କରିବାକୁ ଯୋଜନା ହୋଇଛି। […]

ଭୁବନେଶ୍ୱର(ଖଣ୍ଡଗିରି): ଖଣ୍ଡଗିରି ଟ୍ରାଫିକ୍‌ ଛକର ବହୁ ପ୍ରତୀକ୍ଷିତ ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣର କଥା। ୨୦୧୭ ନଭେମ୍ବରରେ ସଏଲ୍‌ ଟେଷ୍ଟ୍‍ କାମ ଆରମ୍ଭ ହେଲା। ପିଲାର୍‌ ନିର୍ମାଣ ହେବାକୁ ଥିବା ପଏଣ୍ଟଗୁଡ଼ିକର ସଏଲ୍‌ ଟେଷ୍ଟ ସରୁ ସରୁ ନଭେମ୍ବର ବିତିଗଲା। ଲୋକେ ଧରିନେଲେ କାମ ଜୋର୍‌ଦାର୍‌ ଚାଲିଲା ଓ ଏଣିକି ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣ ପୂରା ଦମ୍‌ରେ ଚାଲିବ ଓ ଖୁବ୍‌ ଶୀଘ୍ର ସରିବ। କିନ୍ତୁ ସେଇଠି ଅଟକି ଗଲା ନିର୍ମାଣ […]

ଯୋଗ, ପ୍ରାକୃତିକ ଚିକିତ୍ସା, ଦର୍ଶନ, ଧର୍ମ ବିଷୟରେ ହେବ ପାଠପଢ଼ା ବାଙ୍କୀ ଅନ୍ତର୍ଗତ ବାଅାଁରାରେ ୧୦୦ଏକର ଜମି ମିଳିଛି ଭୁବନେଶ୍ୱର : ଓଡ଼ିଶାରେ ଖୁବ୍‌ଶୀଘ୍ର ଜଗତ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଯାଉଛି। ଏହି ବେସରକାରୀ ବିଶ୍ୱବିଦ୍ୟାଳୟ ଖୋଲିବା ସଂକ୍ରାନ୍ତ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ଖୁବ୍‌ ଶୀଘ୍ର ଏ ସଂକ୍ରାନ୍ତରେ ବିଧିବଦ୍ଧ ଆଇନ୍‌ ପ୍ରଣୟନ ଲାଗି ବିଧାନସଭାରେ ବିଲ୍‌ ଆଗତ ହେବାର ସମ୍ଭାବନା ରହିଛି। ଜଗତ୍‌ଗୁରୁ କୃପାଳୁ ଯୋଗ […]

ଭୁବନେଶ୍ୱର: ଆମେ ପଢ଼ିବୁ, ଗଢ଼ିବୁ, ଶ୍ରେଷ୍ଠ ହେବୁ। ଗତ ବର୍ଷ ଶିଶୁ ଦିବସରେ ଖୋଦ ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ଉଦ୍ଦେଶ୍ୟରେ ଏମିତି ଏକ ମୂଲ୍ୟବାନ ବାର୍ତା ରଖିଥିଲେ। ତେବେ ସଂଳାପ ଶୁଣାଇବା ଅପେକ୍ଷା ପଢ଼ିବା ପାଇଁ ଯେ ଶିକ୍ଷକ ଏବଂ ଶୈକ୍ଷିକ ବାତାବରଣଟିଏ ଲୋଡ଼ା ତାହା ବୋଧହୁଏ ଭୁଲିଯାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଖୋଦ୍‌ ରାଜଧାନୀର ସାଲିଆସାହି ଆଦିବାସୀ ଗାଁ’ ଅନ୍ତର୍ଗତ ‘ଆଦିବାସୀ ଗାଁ ପ୍ରାଥମିକ ବିଦ୍ୟାଳୟ’ ଶିକ୍ଷା ବ୍ୟବସ୍ଥାର […]

ଏଥର ପୁଣି ଭାସିବ ଜାତୀୟ ରାଜପଥ ୧୬ ଭୁବନେଶ୍ୱର: ଅସରାଏ ବର୍ଷାରେ ଜାତୀୟ ରାଜପଥ-୧୬ ଉବୁଟୁବୁ ହେଉଛି। ଏପରିକି ଆଇଗିଣିଆ ଛକରୁ ଆରମ୍ଭ କରି ପାହାଳ ପର୍ଯ୍ୟନ୍ତ ରାସ୍ତାରେ ଅଧିକାଂଶ ସ୍ଥାନରେ ଆଣ୍ଠୁଏ ଉଚ୍ଚରେ ପାଣି ଜମା ହେଉଛି। କିନ୍ତୁ ଏହାର ପ୍ରତିକାର କରାଯାଇପାରୁନି। ରାଜଧାନୀର ଜଳ ନିଷ୍କାସନ ବ୍ୟବସ୍ଥା ବିଏମ୍‌ସିର ହୋଇଥିଲେ ହେଁ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଅବହେଳାରୁ ରାସ୍ତାରେ ପାଣି ଜମୁଥିବା ଅଭିଯୋଗ କରି ବିଏମ୍‌ସି ଏହାର […]

Social media & sharing icons powered by UltimatelySocial