ସମ୍ୱଲପୁର: ବିନା ହେଲମେଟ୍‌ରେ ଗାଡି ଚଲାଇବା ପୋଲିସ ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା। ଘଟଣା ଘଟିଛି ସମ୍ୱଲପୁର ଜିଲ୍ଲାରେ। ପୋଲିସ ଅଧିକାରୀ ଜଣକ ବିନା ହେଲମେଟରେ ଗାଡି ଚଲାଇବା ବେଳେ ତାଙ୍କର ଏକ ଭିଡିଓ କେହି ମୋବାଇଲରେ ରେକର୍ଡ କରିଥିଲା। ପରେ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲା। ଖୋଦ୍‌ ଏସ୍‌ପି ଏହି ଭିଡିଓ ଦେଖିବା ପରେ ପୋଲିସ ବାବୁଙ୍କ ଠାରୁ ଜୋରିମାନା ଆଦାୟ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। […]

ଭୁବନେଶ୍ୱର: ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ବଢ଼ି ଚାଲିଛି। ଏନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛି ବିଜେଡି। ଏହାର ପ୍ରତିବାଦ କରି ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଛି ବିଜେଡି। ବିଜେଡିର ଯୁବ ଓ ଛାତ୍ରବାହିନୀ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ। ଲିଫଲେଟ୍ ବାଣ୍ଟି ବିଜେଡି କର୍ମୀ ଲୋକଙ୍କୁ ସଚେତନ କରାଇବେ। ଗତକାଲି ମଧ୍ୟ ବିଜେଡି ପକ୍ଷରୁ ଯାଜପୁର ଜିଲ୍ଲା ବଡଚଣାରେ […]

କଟକ : ଗତକାଲିର ଡବଲ୍‌ ଏନକାଉଣ୍ଟର ପରେ ଆଜି କଟକ ପୁଲିସ୍‌ ପୁଣି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରିଛି। ଆଜିର ଏହି ଏନକାଉଣ୍ଟରକୁ ମିଶାଇ କଟକ ପୁଲିସର ଏନକାଉଣ୍ଟର ସଂଖ୍ୟା ବର୍ଷକ ଭିତରେ ୧୫ରେ ପହଞ୍ଚିଛି। ଆଜି ପୁଲିସ ଏନକାଉଣ୍ଟରର ଶିକାର ହୋଇଥିବା ଯୁବକ ହେଉଛି ଜଗତପୁରର ଟୁଟୁନି ଓରଫ ଅଶୋକ କୁମାର ବେହେରା। ମାର୍ଚ୍ଚ ୨୮ ତାରିଖରେ ଜଗତପୁରରେ ଟେଣ୍ଡର ଫିକ୍ସିଂ ପାଇଁ ମହମ୍ମଦ ତାହିର ଅଲ୍ଲୀ […]

ବାମ ଆଖି କିମ୍ୱା ଡାହାଣ ଆଖି ଡେଇଁବା ବା ଫଡ଼କିବା ନେଇ ବିଭିନ୍ନ ଲୋକେ ବିଭିନ୍ନ କଥା କହିଥାନ୍ତି। ଆଖି ଡେଇଁଲେ ଅନେକ ଶୁଭ ବୋଲି ଭାବୁଥିବା ବେଳେ ଅନେକ ଏହା ଅଶୁଭ ସଂକେତ ବୋଲି କହନ୍ତି। ତେବେ ଆପଣ କେବେ ଭାବିଛନ୍ତି ଆଖି ଡେଇଁବା ପଛର କାରଣ କ’ଣ? ଆଖି ଡେଇଁବା ସ୍ୱାସ୍ଥ୍ୟ ବିଷୟରେ ଅନେକ କଥା କହିଥାଏ। ବେଳେ ବେଳେ ଆଖି କିଛି ସେକେଣ୍ଡ୍‌ ପାଇଁ ଡେଇଁଥାଏ […]

ସ୍ୱାଭାବିକ ହୋଇପାରୁନି ଯୁକ୍ତ୨ ଖାତାଦେଖା ଭୁବନେଶ୍ୱର: ମାଟ୍ରିକ୍‌ ପରେ ଏବେ ଯୁକ୍ତ୨ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଖେଳ। ଅଧ୍ୟାପକମାନେ ଖାତା ମୂଲ୍ୟାୟନ ବର୍ଜନ କରି ଆନ୍ଦୋଳନ ଜାରି ରଖିଥିବା ବେଳେ ସରକାର ମଧ୍ୟ ନିଜ ଜିଦିରେ ଅଡ଼ି ବସିଛନ୍ତିି। ଗୋଟିଏ ମାତ୍ର ବିଜ୍ଞପ୍ତି ପ୍ରକାଶ କରିବାକୁ ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି। ଆନ୍ଦୋଳନରତ ଅଧ୍ୟାପକଙ୍କୁ ଛାଡ଼ି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବେ […]

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିର ନିଲମ୍ବିତ ହେବା ପରେ ତାଙ୍କ ବୈଠକକୁ ସରକାରୀ ଅଫିସର ବି ଆସୁ ନାହାନ୍ତି। ପୂର୍ବରୁ ନେତା ଓ ବିଧାୟକମାନେ ବୈଜୟନ୍ତଙ୍କ ବୈଠକକୁ ବୟକଟ କରିଥିବା ବେଳେ ଆଜି ସରକାରୀ ବୈଠକକୁ ପ୍ରମୁଖ ଅଫିସର ନଆସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ଉନ୍ନୟନ ପରିଚାଳନା ପରିଷଦର ୬ଷ୍ଠ ସମୀକ୍ଷା ବୈଠକ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ […]

ଭୁବନେଶ୍ୱର : ଢେଙ୍କାନାଳ ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ା ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ହତ୍ୟାକାଣ୍ଡର ୧୧ ଦିନ ପରେ ପୋଲିସ ଆଜି ସମସ୍ତ ୮ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ହତ୍ୟା ରହସ୍ୟ ଉନ୍ମୋଚନ କରିଛି। ମୁଖ୍ୟ ଅଭିଯୁକ୍ତ ରାକେଶ ନାଥକୁ ଆଜି ପଶ୍ଚିମବଙ୍ଗରୁ ଗିରଫ କରିଛି ଢେଙ୍କାନାଳ ପୋଲିସ। ରାକେଶ ସୁପାରୀ ଦେଇ ଯଶୋବନ୍ତଙ୍କୁ ହତ୍ୟା କରାଇଥିବା ଢେଙ୍କାନାଳ ଏସପି କହିଛନ୍ତି। ହତ୍ୟା ପଛରେ ଠିକାଦାରୀ […]

ନଗର ଉନ୍ନୟନ ବିଭାଗ ଫାଇଲ୍‌ ଛାଡ଼ୁନି, କ୍ୟାବିନେଟ୍‌ ନିଷ୍ପତ୍ତିକୁ ବି ମାନୁନାହାନ୍ତି ଭୁବନେଶ୍ୱର: ରାଜଧାନୀର ପାନୀୟ ଜଳ ଯୋଗାଣ ଜନସ୍ୱାସ୍ଥ୍ୟ ବିଭାଗ ହାତରୁ କଢ଼ାଯିବ। ପାନୀୟ ଜଳ ଯୋଗାଣ ଓ ବଣ୍ଟନ ବ୍ୟବସ୍ଥା ଓ୍ଵାଟ୍‌କୋ (ଜଳ ନିଗମ) କରିବ। ଏହାଦ୍ୱାରା ରାଜଧାନୀବାସୀଙ୍କୁ ଗୁଣାତ୍ମକ ସେବା ଯୋଗାଇ ହେବ ଏବଂ ୨୪ଘଣ୍ଟା ପାନୀୟ ଜଳ ଯୋଗାଣ ହେବ। ଏହିଭଳି ନିଷ୍ପତ୍ତି ଗତ ତିନି ବର୍ଷ ତଳୁ ନଗର ଉନ୍ନୟନ ବିଭାଗ ନେଲାଣି। […]

ବିଜେପିର ବିଜେପୁର କ୍ଷତରେ ଏନ୍‌ଏସି ଲୁଣଛିଟା ଭୁବନେଶ୍ୱର: ୧୨୦+ ନୁହେଁ, ଏହାଠାରୁ ଢେର୍‌ ଅଧିକ ଆସନରେ ଜିତିବ ବିଜେପି। ଓ଼ଡ଼ିଶାରେ ସରକାର କରିବ। ତ୍ରିପୁରାଠୁ ବଡ ବିଜୟ ଦେଖିବ ଓଡ଼ିଶା। ଏକଥା ସେ ଦେଖିକି ଜାଣିପାରୁଛନ୍ତି। ବିଜେପିର ଚାଣକ୍ୟ ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ବଲାଙ୍ଗୀରରେ ଯୁବ ସମାବେଶକୁ ଉଦ୍‌ବୋଧନ ଦେବା ବେଳେ ଏମିତି ଢଙ୍ଗରେ ଦମ୍ଭୋକ୍ତି ପ୍ରକାଶ କରିଥିଲେ। ହେଲେ ବାସ୍ତବତା ଥିଲା ଏୟା ଯେ […]

କଳିଙ୍ଗ ନିୟୁଜ ବ୍ୟୁରୋ: କ୍ୟାଲସିୟମ୍‌ ଓ ଭିଟାମିନ ‘ଡି’ ହାଡ଼କୁ ମଜଭୁତ କରେ।କ୍ୟାଲସିୟମ୍‌ ଅଭାବରୁ ହାଡ଼ ଦୁର୍ବଳ ହେବା ସହ ଆଣ୍ଠୁଗଣ୍ଠି ସମସ୍ୟା ଦେଖା ଦେଇଥାଏ। ଶରୀରରେ କ୍ୟାଲସିୟମ୍‌ର ସ୍ତରକୁ ସନ୍ତୁଳିତ ରଖିବା ପାଇଁ ସଠିକ୍‌ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଏ।ତେବେ ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟରେ ଭରପୂର ମାତ୍ରାରେ କ୍ୟାଲସିୟମ ରହିଥାଏ। କ୍ଷୀର– କ୍ଷୀରରେ ପରିମାଣ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଛି। ଏକ କପ୍‌ କ୍ଷୀରରେ ୨୮୦ […]

Social media & sharing icons powered by UltimatelySocial