କାଳ ବୈଶାଖୀରେ ଉଡ଼ିଗଲା ସ୍କୁଲ ଛପର : ଶିକ୍ଷାଦାନ ବାଧାପ୍ରାପ୍ତ

କାଳ ବୈଶାଖୀରେ ଉଡ଼ିଗଲା ସ୍କୁଲ ଛପର

କଣିହାଁ: ଗତକାଲି ସନ୍ଧ୍ୟାରେ ପ୍ରବଳ ଝଡ଼ତୋଫାନ ହେବା ଫଳରେ ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ଶିପୁର ନନ୍ଦ କିଶୋର ହାଇସ୍କୁଲର ଆଜବେଷ୍ଟସ ଛାତ ସମ୍ପୂର୍ଣ୍ଣ ଉଡ଼ିଯାଇଛି। ଫଳରେ ପଠାପଢ଼ାରେ ବାଧା ସୃଷ୍ଟି ହୋଇଛି ଓ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ସ୍କୁଲଘରଗୁଡ଼ିକ ଖୋଲା ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି। ତେଣୁ ସ୍କୁଲ ଗୃହର ମରାମତି କରିବା ପାଇଁ ପଞ୍ଚୟତବାସୀଙ୍କ ପକ୍ଷରୁ ଦାବି ହୋଇଛି।

Share Now:

Kalinga News Beuro

Next Post

୧୧ ଯାଏ ଏସ୍‌ବିଆଇ ମୁଖ୍ୟ ଶାଖା ସିଲ୍: ବାହାରିଲେ ଆଉ ୧୭ ଆକ୍ରାନ୍ତ

Fri Apr 9 , 2021
ଭୁବନେଶ୍ବର : ୟୁନିଟ୍‌-୧ସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖାରୁ ଆଉ ୧୭ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ବ୍ୟାଙ୍କର ତଳ ଓ ପ୍ରଥମ ମହଲାକୁ ଆଉ ୪ଦିନ ପାଇଁ ସିଲ୍‌ କରାଯାଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କକୁ ସିଲ୍‌ କରାଯାଇଛି ବୋଲି ଆଜି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏପ୍ରିଲ ୪ ତାରିଖରେ ବ୍ୟାଙ୍କର ୭ଜଣ କର୍ମଚାରୀ ସଂକ୍ରମିତ ଜଣାପଡ଼ିବା ପରେ ବିଏମ୍‌ସି ବ୍ୟାଙ୍କକୁ ୪ରୁ ୬ତାରିଖ ପର୍ଯ୍ୟନ୍ତ […]
ଏସ୍‌ବିଆଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial