ଚନ୍ଦ୍ରଶେଖରପୁରରେ ଚାଞ୍ଚଲ୍ୟ : ୬ କୁକୁରଙ୍କୁ ବିଷ ଦିଆଯାଇ ମରାଗଲା, ଥାନାରେ ଏତଲା

୬ କୁକୁରଙ୍କୁ ବିଷ

ଭୁବନେଶ୍ୱର: ଗତକାଲି ରାତିରେ ଚନ୍ଦ୍ରଶେଖରପୁର ଅଞ୍ଚଳ ସ୍ଥିତ ଶ୍ରୀଅନ ଶ୍ରମିକ ବସ୍ତି ଅଞ୍ଚଳରେ ବୁଲା କୁକୁରଙ୍କୁ ପୁଟିରେ ବିଷ ଦିଆଯାଇଥିବାର ଅଭିଯୋଗ ହୋଇଛି। ଏହି ଘଟଣାରେ ଛଅଟି କୁକୁରଙ୍କୁ ମାରି ଦିଆଯାଇଛି। ଏହି ଅଞ୍ଚଳରେ ବର୍ତ୍ତମାନ ଅନେକ କୁକୁର ଅସୁସ୍ଥ ହୋଇ ପଡ଼ିଛନ୍ତି। ସ୍ଥାନୀୟ ଅଞ୍ଚଳର ଲୋକେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପିପୁଲ ଫର୍ ଆନିମଲ୍ସ ସଂଗଠନ ପକ୍ଷରୁ ଏ ସଂପର୍କରେ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଇଛି।

Share Now:

Kalinga News Beuro

Next Post

ଭଙ୍ଗାଘରେ ୨୧ ପରିବାର : ଯୋଗ୍ୟଙ୍କୁ ମିଳୁନି ପକ୍କାଘର

Mon Apr 3 , 2023
କଟକ-ଜଗତପୁର : ଭଙ୍ଗା କୁଡିଆରେ ବିତୁଛି ଜୀବନ, ୨୧ ପରିବାର ଘର ପାଇବାରୁ ବଞ୍ଚିତ। ଏଭଳି ଚିତ୍ର ସାମ୍ନାକୁ ଆସିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ ମଧ୍ୟକଚ୍ଛ ପଞ୍ଚାୟତର ୧୫ନଂ ୱାର୍ଡରେ। ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ପକ୍କାଘର ଖଣ୍ଡିଏ ଏହି ଗରିବ, ଅସହାୟଙ୍କ ପାଇଁ ସାତ ସପନ ପାଲଟିଛି। ଫନି ବାତ୍ୟା ପରଠାରୁ ସେମାନଙ୍କ ଘରର କାନ୍ଥ ଫାଟି ଆଁ କରିଛି। ପଲିଥିନ୍‌ ଭରସାରେ ଦିନ କାଟୁଛନ୍ତି ୨୧ଟି […]
ଯୋଗ୍ୟଙ୍କୁ ମିଳୁନି ପକ୍କାଘର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial