ଖଣ୍ଡଗିରି : ସମ୍ପ୍ରତି ଏକାମ୍ର କାନନ ଶ୍ରୀହୀନ ହୋଇପଡ଼ିଛି। ରାଜଧାନୀର ସବୁଠାରୁ ସୌନ୍ଦର୍ଯ୍ୟଭରା ଏହି ପାର୍କ ଏବେ ପର୍ଯ୍ୟଟକଙ୍କୁ ନିରାଶ କରୁଛି। ମୁଖ୍ୟ ଆକର୍ଷଣ ବୋଟିଂ ବ୍ୟବସ୍ଥା ବନ୍ଦ ପଡ଼ିଥିବା ବେଳେ ପଦ୍ମ‌ପୋଖରୀରେ ଆଉ କଢ଼ଟିଏ ଦେଖାଯାଉନି। ପ୍ରବେଶିକା ଫି’ ଓ ଗାଡ଼ି ପାର୍କିଂ ଫି’ ଗଣି ଭିତରକୁ ପଶିବା ପରେ ବୋଟିଂ ସୁବିଧା ନପାଇ ଲୋକେ ନିରାଶ ହେଉଛନ୍ତି। ପ୍ରତିବର୍ଷ ରଜକୁ ଏହି ପାର୍କରେ ପ୍ରବଳ ଭିଡ଼ ହୋଇଥାଏ। […]

ଭୁବନେଶ୍ବର: ଆଜି ପହିଲି ରଜ। ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତୁତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଚଳିତ ବର୍ଷ କରୋନା କଟକଣା କୋହଳ ଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଆସିବାର ଲକ୍ଷ୍ୟ ରଖାଯାଇଛି। ଆଜି ଠାରୁ ରଜ ଉତ୍ସବ। ନନ୍ଦନକାନନରେ ଅଧିକ ପର୍ଯ୍ୟଟକ ଆସିବାକୁ ନେଇ ବିଭିନ୍ନ ବ୍ୟବସ୍ଥା କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ସହିତ ଅଧିକ ଟିକେଟ କାଉଣ୍ଟର ଖୋଲାଯିବ, ଯାହାକି ପର୍ଯ୍ୟଟକମାନେ […]

ଚନ୍ଦ୍ରଶେଖରପୁର: ରାଜଧାନୀର ପାର୍କଗୁଡ଼ିକ ମଧ୍ୟରୁ ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାରସ୍ଥିତ ବୁଦ୍ଧ ଜୟନ୍ତୀ ପାର୍କ ଅନ୍ୟତମ। ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏହି ପାର୍କ ସ୍ବତନ୍ତ୍ର ହୋଇଥିବାରୁ ସବୁବେଳେ ସ୍ଥାନୀୟ ଲୋକଙ୍କ ସହ ରାଜଧାନୀର ଅନ୍ୟ ଅଞ୍ଚଳର ଲୋକେ ଏଠାକୁ ଆକର୍ଷିତ ହୋଇଥାଆନ୍ତି। କିନ୍ତୁ ଆଜି ଏହି ପାର୍କ ଉଜୁଡ଼ିବାକୁ ବସିଛି। ବିଗତ ଦିନର ଚମକ ନାହିଁ। ରଙ୍ଗିନ୍‌ ୱାଟର୍‌ ଫାଉଣ୍ଟେନ୍‌ ଅବସ୍ଥା ଖରାପ ହୋଇଗଲାଣି। ରଙ୍ଗିନ୍‌ ମାଛଙ୍କ ଦେହରେ ଘା’ ହୋଇଗଲାଣି। ଦୁଇ ଦୁଇଟି […]

ଭୁବନେଶ୍ବର: ଭୁବନେଶ୍ବର ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସ୍ବସ୍ତି ପ୍ରିମିୟମ୍‌ ହୋଟେଲ୍‌ରେ ଆଜିଠାରୁ ଆରମ୍ଭ ହୋଇଛି ମୁଗଲାଇ ଫୁଡ୍‌ ଫେଷ୍ଟିଭାଲ। ଭଳି କି ଭଳି ୬୦ ପ୍ରକାରର ଖାଦ୍ୟ ସାମଗ୍ରୀ ଗୋଟିଏ ସ୍ଥାନରେ ମିଳୁଛି। ନିରାମିଷ, ଆମିଷ ସହ ମିଠାର ସ୍ବାଦ ବି ପାଉଛନ୍ତି। ଏଥିସହ ସୁଫି ସଙ୍ଗୀତର ଧୂନ୍‌ରେ ଗ୍ରାହକଙ୍କୁ ଭିନ୍ନ ଅନୁଭୂତି ସାଉଁଟିବାର ସୁଯୋଗ ମିଳୁଛି। ନିଜେ କିମ୍ବା ପରିବାର ସହ ଆସି ଆସନ୍ତା ୧୨ ତାରିଖ […]

କୋଲ୍‌କାତା: କେ.କେ. ନାମରେ ଲୋକପ୍ରିୟ ଗାୟକ କୃଷ୍ଣକୁମାର କୁନ୍ନଥଙ୍କ ମୃତ୍ୟୁ ଘଟଣାରେ କୋଲ୍‌କାତା ପୁଲିସ ‘ନ୍ୟୁ ମାର୍କେଟ୍‌’ ଥାନାରେ ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁ କରିଛି। ମେ ୩୧ ତାରିଖ ରାତିରେ ‘ମ୍ୟୁଜିକାଲ୍‌ କନସର୍ଟ’ରୁ ଫେରିବା ପରେ ‘ନ୍ୟୁ ମାର୍କେଟ୍‌’ ଥାନା ଅନ୍ତର୍ଗତ ‘ଗ୍ରାଣ୍ଡ୍‌ ହୋଟେଲ୍‌’ରେ ସେ ଅଚେତ ହୋଇ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ, ତାଙ୍କୁ ମୃତାବସ୍ଥାରେ ଅଣାଯାଇଛି ବୋଲି ସେଠାକାର ଡାକ୍ତରମାନେ […]

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଲିଉଡ ଅଭିନେତା ସୋନୁ ସୁଦ୍ ଆଜି ଭେଟିଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଅଭିନେତା ସୋନୁ ସୁଦ୍‌ଙ୍କ ଏହି ସୌଜନ୍ୟମୂଳକ ଭେଟ ହୋଇଛି। ଏହି ଅବସରରେ ୫ଟି ସଚିବ ଭିକେ ପାଣ୍ଡିଆନ୍‌ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, କରୋନା ମହାମାରୀ ସମୟରେ ସୋନୁ ସୁଦ୍‌ ୭୦ରୁ ଅଧିକ ଲୋକଙ୍କୁ ରାଜ୍ୟକୁ ଫେରିବାରେ ସହାୟତା କରିଥିଲେ। କେନ୍ଦ୍ରାପଡାର ସମସ୍ତେ ସେତେବେଳେ ଘରକୁ ଫେରିବା ପାଇଁ […]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନନ୍ଦନକାନନଠାରେ ୩୫୪୨.୭୯ ଲକ୍ଷ ଟଙ୍କାରେ ନିର୍ମିତ ତିନିମହଲାବିଶିଷ୍ଟ ବହୁତଳ କାର ପାର୍କିଂ ସୁବିଧାର ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମଏହି କେଶରୀ ଆରୁଖ, ଉପସ୍ଥିତ ଥିଲେ। ନନ୍ଦନକାନନକୁ କ୍ରମେ କ୍ରମେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି। ଟ୍ରାଫିକ୍‌ ସମସ୍ୟା ଓ ସ୍ଥାନାଭାବକୁ ଦୃଷ୍ଟିରେ ରଖି ଏହି ତିନିମହଲା ବିଶିଷ୍ଟ ଗାଡ଼ି ପାର୍କିଂସ୍ଥଳ ନିର୍ମାଣ କରାଯାଇଛି। ପ୍ରତ୍ୟେକ […]

ଭୁବନେଶ୍ବର: ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ରାଜ୍ୟର ପ୍ରଥମ ସେନ୍‌ସୋରି ପାର୍କ ଆଜି ସହିଦନଗରରେ ଉଦ୍‌ଘାଟିତ ହୋଇଯାଇଛି। ସବୁ ବର୍ଗର ଦିବ୍ୟାଙ୍ଗ ଶିଶୁଙ୍କ ମନୋରଞ୍ଜନ ପାଇଁ ଏହି ପାର୍କରେ ବ୍ୟବସ୍ଥା ରହିଛି। ପ୍ରବେଶ ପଥରେ ରେଫ୍ଲେକ୍ସଲୋଜି ପାଥ୍‌ ବ୍ୟବସ୍ଥା ଥିବା ବେଳେ ଆକ୍ୟୁପ୍ରେସର ପଏଣ୍ଟ ମଧ୍ୟ ରହିଛି। ହ୍ବିଲ୍ ଚେୟାର, ମେରି ଗୋ ରାଉଣ୍ଡ ଓ ହ୍ବିଲ୍ ଚେୟାର ସ୍ବିଇଙ୍ଗ୍‌ ଭଳି ବ୍ୟବସ୍ଥା ରହିଛି, ଯେଉଁଥିରେ ଜଣେ ଶିଶୁ ହ୍ବିଲ୍ […]

ମୁମ୍ବାଇ: ରିଲିଜ୍ ପୂର୍ବରୁ ନୂଆ ରେକର୍ଡ କଲା ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ବହୁ ପ୍ରତୀକ୍ଷିତ ତାମିଲ ଐତିହାସିକ ଚଳଚ୍ଚିତ୍ର ‘ପୋନ୍ନିୟିନ୍ ସେଲଭନ’। ଆସନ୍ତା ସେପ୍ଟେମ୍ବରରେ ଫିଲ୍ମ ରିଲିଜ୍ ହେବାକୁ ଥିବା ବେଳେ ଏବେ ଫିଲ୍ମଟି ୧୨୫ କୋଟି ଟଙ୍କାରେ ବିକ୍ରି ହୋଇଛି। ଚଳିତ ବର୍ଷ ସେପ୍ଟେମ୍ବରରେ ବଡ ପରଦାରେ ରିଲିଜ୍ ହେବାକୁ ଯାଉଛି ‘ପୋନ୍ନିୟିନ୍ ସେଲଭନ’। ବଡ଼ ପରଦାରେ ରିଲିଜ୍ ହେବା ପରେ ଫିଲ୍ମକୁ ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ୍ […]

ଭୁବନେଶ୍ବର: ନିରବି ଗଲେ ପ୍ରଫୁଲ୍ଲ! ଆଉ ନାହାନ୍ତି କମଳ ଦେଶର ରାଜକୁମାର!! ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ଓ ଗୀତିକାର ପ୍ରଫୁଲ୍ଲ କରଙ୍କର ରବିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । ଚଳଚ୍ଚିତ୍ର ସଂଗୀତ, ଲଘୁ ସଂଗୀତ, ଭକ୍ତି ସଂଗୀତ ଓ ଓଡ଼ିଶୀ ସଂଗୀତର ଅପ୍ରତିନ୍ଦ୍ବନ୍ଦ୍ବୀ କଳାକାର ତଥା ସ୍ରଷ୍ଟା ପ୍ରଫୁଲ୍ଲ କର ନିଜର ଅନବଦ୍ୟ ସୃଷ୍ଟି ଲାଗି ସମଗ୍ର ରାଜ୍ୟରେ ଘରେ ଘରେ ପରିଚିତ […]

Social media & sharing icons powered by UltimatelySocial