ଲାହୋର: ଦେଶ ବିଭାଜନ ହେବାର ୭୨ ବର୍ଷ ପରେ ଶୁକ୍ରବାର ଦିନ ପାକିସ୍ତାନ ଭାରତୀୟଙ୍କ ସମେତ ସମସ୍ତ ଶିଖ୍‌ ଭକ୍ତମାନଙ୍କ ନିମନ୍ତେ ପଞ୍ଜାବ ପ୍ରଦେଶରେ ଥିବା ଐତିହାସିକ ଗୁରୁଦ୍ୱାର ଚୌଓ୍ଵା ସାହିବ୍‌ର ଦ୍ୱାର ଉନ୍ମୁକ୍ତ କରିଛି। ନଭେମ୍ବର ମାସରେ ପଡୁଥିବା ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମ ବାର୍ଷିକ ଉପଲକ୍ଷେ ପାକିସ୍ତାନ ଏଭଳି ବନ୍ଦୋବସ୍ତ କରିଥିବା ଜଣାପଡ଼ିଛି। ସେ ଅଞ୍ଚଳରୁ ଶିଖ୍‌ ସମ୍ପ୍ରଦାୟ ଚାଲି ଆସିବାରୁ ପାକିସ୍ତାନର ପଞ୍ଜାବ ପ୍ରଦେଶର […]

ସପକ୍ଷରେ ୯୯, ବିରୋଧରେ ୮୪ ବିଜେଡିର ସମର୍ଥନ, ଜେଡିୟୁର କକ୍ଷତ୍ୟାଗ ନୂଆଦିଲ୍ଲୀ: ବିବାଦୀୟ ମୁସ୍‌ଲିମ ମହିଳା ବିବାହ ଅଧିକାର ସୁରକ୍ଷା (ତିନି ତଲାକ୍‌) ବିଲ୍‌କୁ ଆଜି ସଂସଦ ଅନୁମୋଦନ ପ୍ରଦାନ କରିଛି। ଲୋକସଭାରେ ଗତ ୨୫ ତାରିଖ ଗୃହୀତ ହୋଇଥିବା ତିନି ତଲାକ୍‌ ବିଲ୍‌ ଆଜି ରାଜ୍ୟସଭାରେ ମଧ୍ୟ ଗୃହୀତ ହୋଇଛି। ଏବେ ଏହି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଂଜୁରି ପାଇଁ ପଠାଯିବ। ଏହା ଆଇନରେ ପରିଣତ ‌ହେଲେ ଏକା ଥରକେ […]

ରାୱଲପିଣ୍ଡି: ପାକିସ୍ତାନର ରାୱଲପିଣ୍ଡିରେ ମଙ୍ଗଳବାର ସକାଳେ ଏକ ପାକିସ୍ତାନୀ ସେନାର ବିମାନ ଦୁର୍ଘଟଣାର ଶିକାର ହୋଇଛି | ଏହି ଦୁର୍ଘଟଣାରେ ଅତିକମରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବାର କୁହାଯାଉଛି | ଏହି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଛନ୍ତି ତେବେ ଦୁର୍ଘଟଣାର ଭୟାବହତାକୁ ଦେଖି ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ସୃଷ୍ଟି ହୋଇଛି | ମୃତକଙ୍କ ମଧ୍ୟରେ ୫ ଜଣ ସୈନିକ ଥିବାବେଳେ ଅନ୍ୟମାନେ ସେନା କର୍ମଚାରୀ ହୋଇଥିବାର ଜଣାପଡିଛି […]

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ଏବେ ଚନ୍ଦ୍ରରେ ପଦାର୍ପଣ କରିବା ଦିଗରେ ବଢ଼ି ଚାଲିଛି। ଅନ୍ୟପକ୍ଷରେ ଚନ୍ଦ୍ରଯାନ-୨କୁ ନେଇ ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପାଇଁ ଏକ ଭଲ ଖବର ଆସିଛି। ପୂର୍ବରୁ ଚନ୍ଦ୍ରଯାନ-୨ ଅର୍ବିଟରର ଆୟୁଷ ମାତ୍ର ୧ ବର୍ଷ ବୋଲି କୁହାଯାଇଥିବା ବେଳେ ଏବେ ଏହାକୁ ଦୁଇ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇ ପାରିବ ବୋଲି ଜଣାପଡ଼ିଛି। ଚନ୍ଦ୍ରର ଦକ୍ଷିଣ ପାର୍ଶ୍ବରେ ଅବତରଣ କରିବା ଲକ୍ଷ୍ୟରେ ଚନ୍ଦ୍ରଯାନ-୨ ଗତ […]

କର୍କଟ ରୋଗ ପ୍ରତି ଏତେ ଭୟ କାହିଁକି? ଭୁବନେଶ୍ୱର: ଅନ୍ୟ ଅଣସଂକ୍ରମିତ ରୋଗ ଭଳି କର୍କଟ ଏକ ଭୟାନକ ରୋଗ ନୁହେଁ କି ଏହାକୁ ଡରିବା ଉଚିତ୍ ନୁହେଁ। ଆଜିର ପ୍ରତ୍ୟେକ ପରିବାରରେ ମଧୁମେହ, ଉଚ୍ଚ ରକ୍ତଚାପ, ଥାଇରଏଡ୍‌, କର୍କଟ ଓ ହୃଦ୍‌ଘାତ ଭଳି ରୋଗ ଦେଖିବାକୁ ମିଳୁଛି। ମଧୁମେହ, ଉଚ୍ଚ ରକ୍ତଚାପ ଭଳି ରୋଗକୁ ଭଲ କରିବା ସମ୍ଭବ ନୁହେଁ, କିନ୍ତୁ ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ। ମାତ୍ର […]

ଇସ୍‌ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ପତ୍ର ଲେଖିଥିବା ଜାଣିବାକୁ ମିଳିଛି। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ତାଙ୍କ ପତ୍ରରେ ଦୁଇ ପଡ଼ୋଶୀ ଦେଶ ଭାରତ-ପାକ୍‌ ମଧ୍ୟରେ ସମ୍ପର୍କରେ ସୁଧାର ଆଣିବାକୁ ଆଗ୍ରହୀ ଥିବା ଉଲ୍ଲେଖ କରିବା ସହ ଉଭୟ ଦେଶର ବୈଦେଶିକ ମନ୍ତ୍ରୀ ସ୍ତରରେ ଦ୍ୱିପାକ୍ଷିକ କଥାବାର୍ତା ପାଇଁ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରସ୍ତାବ ଦେଇଛନ୍ତି। ଚଳିତ ମାସ ଶେଷ ଆଡ଼କୁ […]

ନୂଆଦିଲ୍ଲୀ: ଓଡ଼ିଶା, ଓଡ଼ିଅା ଓ ଓଡ଼ିଶାର ବିଧାୟକମାନଙ୍କ ପ୍ରତି ଆକ୍ଷେପମୂଳକ ଓ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ଓଡ଼ିିଶା ପୁଲିସ ନୂଆଦିଲ୍ଲୀର ନିଜାମ୍ମୁଦ୍ଦିନ ଥାନା ଅଞ୍ଚଳରୁ ଗିରଫ କରିଥିବା ଜଣାପଡ଼ିଛି। ଏ ନେଇ ଅଭିଜିତଙ୍କ ବନ୍ଧୁ ଆରତି ଟିକୋ ସିଂହ ଟ୍ଵିଟ୍‌ କରିବା ପରେ ଘଟଣା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଆଜି ଅଭିଜିତଙ୍କ ମନ୍ତବ୍ୟ ନେଇ ଆଜି ବିଧାନସଭାରେ ସରଗରମ ଆଲୋଚନା ହେବା ସହିତ ତାଙ୍କ ବିରୋଧରେ […]

ନୂଆଦିଲ୍ଲୀ: ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକ୍ୟାପ୍ଟର କ୍ରୟ ବିବାଦରେ ମଧ୍ୟସ୍ଥି ଖ୍ରିଷ୍ଟିଆନ୍‌ ମିସେଲ୍‌ଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ଆଜି ଦୁବାଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିବାଦୀୟ ହେଲିକ୍ୟାପ୍ଟର କ୍ରୟ ମାମଲାରେ ମିସେଲଙ୍କୁ ଜେରା ପାଇଁ ଭାରତ ଆଣିବାକୁ ତଦନ୍ତକାରୀ ସଂସ୍ଥାମାନେ ଲଗାତାର ପ୍ରୟାସ ଜାରି ରଖିଥିଲେ। ଫେବ୍ରୁଆରି ୨୦୧୭ରେ ମିସେଲଙ୍କୁ ୟୁଏଇରୁ ଗିରଫ କରାଯାଇଥିଲା। ମିସେଲଙ୍କ ଓକିଲ ଅଭିଯୋଗ କରିଥିଲେ ଯେ ସିବିଆଇ ମିସେଲଙ୍କ ଉପରେ ପ୍ରବଳ ଚାପ […]

ନୂଆଦିଲ୍ଲୀ : ଦେଶରେ ଆଉ ତିନିଟି ସରକାରୀ ବ୍ୟାଙ୍କର ମିଶ୍ରଣ ହେବ। ସେହି ତିନି ବ୍ୟାଙ୍କ ହେଉଛି ବ୍ୟାଙ୍କ ଅଫ୍‌ ବରୋଦା, ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କ। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଆଜି ଏହି ସୂଚନା ଦେଇଛନ୍ତି। ଏହି ତିନି ବ୍ୟାଙ୍କର ମିଶ୍ରଣ ହେଲେ ଏହା ହେବ ତୃତୀୟ ବୃହତ ବ୍ୟାଙ୍କ। ଭାରତର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ହୋଇଥିବା ବେଳେ ଦ୍ୱିତୀୟ ବଡ଼ ବ୍ୟାଙ୍କ ହେଉଛି ଏଚ୍‌ଡିଏଫ୍‌ସି […]

କଟକ: ବିହାରର ପାଟନାରେ ଚାଲିଥିବା ପୂର୍ବାଞ୍ଚଳ କନିଷ୍ଠ ଦୌଡ଼କୁଦ ରବିବାର ଶେଷ ହୋଇଛି। ଶେଷ ଦିନ ଓଡ଼ିଶା କ୍ରୀଡ଼ାବିତ୍‌ମାନେ ୪ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ବ୍ୟତୀତ ୭ ରୌପ୍ୟ ଓ ୪ କାଂସ୍ୟ ପଦକ ମଧ୍ୟ ଓଡ଼ିଶାକୁ ମିଳିଛି। ଫଳରେ ଏହି ଦୁଇ ଦିନିଆ ପ୍ରତିଯୋଗିତାରେ ଓଡ଼ିଶା କ୍ରୀଡ଼ାବିତ୍‌ମାନେ ୧୦ ସ୍ୱର୍ଣ୍ଣ ସହ ମୋଟ ୩୮ ପଦକ ହାସଲ କରିଛନ୍ତି। ଶେଷ ଦିନ ୧୬ ବର୍ଷରୁ କମ୍‌ ବାଳିକା […]

Social media & sharing icons powered by UltimatelySocial