ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲା ପରିଷଦ ୨୯ ନମ୍ବର ଜୋନ୍‌ ଅନ୍ତର୍ଗତ ଭୁବନେଶ୍ବର ବ୍ଲକ ନଁପୁଟ ପଞ୍ଚାୟତରେ ଆଜି ବିଜେଡି ପ୍ରାର୍ଥୀଙ୍କ ପାଇଁ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ଓ ରାଜ୍ୟସଭା ସାଂସଦ ମୁନା ଖାଁ ପ୍ରଚାର କରିଥିଲେ। ଜଟଣୀର ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟଙ୍କ ନେତୃତ୍ବରେ ଆୟୋଜିତ ଏକ ବିଶାଳ ଶୋଭାଯାତ୍ରାରେ ମନ୍ତ୍ରୀ ଶ୍ରୀ ପଣ୍ଡା ଓ ସାଂସଦ ଶ୍ରୀ ଖାଁଙ୍କୁ ପଞ୍ଚାୟତର ବିଭିନ୍ନ ଗାଁକୁ ନିଆଯାଇଥିଲା। ସିଭି ରମଣ […]

ଭୁବନେଶ୍ୱର: ବିଜୁ ଜନତା ଦଳ ସବୁ ବେଳେ ଅହିଂସାରେ ବିଶ୍ୱାସ କରେ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ଦ୍ୱାରା ହିଁ ଗଣତନ୍ତ୍ରକୁ ସୁଦୃଢ଼ କରାଯାଇ ପାରିବ ବୋଲି କହିଛନ୍ତି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଏବଂ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ନିର୍ବାଚନୀ ହିଂସାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟୁଇଟ୍‌ର ଜବାବ ଦେଇ ଶ୍ରୀ ଦାସ କହିଛନ୍ତି ଯେ, ଦୁଃଖର କଥା ହେଉଛି ଓଡ଼ିଶାର ପ୍ରମୁଖ […]

ଯାଜପୁର: ପଞ୍ଚାୟତ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ବିଂଝାରପୁର ବିଧାୟିକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକଙ୍କ ଉପରେ ରାଜ୍ୟ ନିର୍ବାଚନ କମିସନ କଟକଣା ଲଗାଇଛନ୍ତି। ଫଳରେ ୪୮ ଘଣ୍ଟା ପାଇଁ ପ୍ରମିଳା ମଲିକ ପ୍ରଚାର କରିପାରିବେନି। ସେ ଫେବୃଆରୀ ୧୪ (ସୋମବାର) ପୂର୍ବାହ୍ନ ୧୦ଟାରୁ ରାଜ୍ୟର କୌଣସି ସ୍ଥାନରେ ନିର୍ବାଚନ ପ୍ରଚାର କରିପାରିବେ ନାହିିଁ। ରାଜ୍ୟ ନିର୍ବାଚନ କମିସନରଙ୍କ ନିର୍ଦ୍ଦେଶରେ ଯାଜପୁର ଜିଲ୍ଲାପାଳଙ୍କ ଦ୍ବାରା […]

ଡେରାଡୁନ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ ଥିବାବେଳେ ୭୦ଟି ବିଧାନସଭା ଆସନ ବିଶିଷ୍ଟ ଉତ୍ତରାଖଣ୍ଡରେ ଫେବୃଆରୀ ୧୪ରେ ଭୋଟଗ୍ରହଣ ହେବ। ମାର୍ଚ୍ଚ ୧୦ରେ ଭୋଟଗଣତି ପରେ କେଉଁ ଦଳ ପରବର୍ତ୍ତୀ ସରକାର ଗଠନ କରିବେ ତାହା ସ୍ଥିର ହେବ। ତେବେ ଆଜି ନିର୍ବାଚନ ପ୍ରଚାରର ଶେଷ ଦିନରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରାଖଣ୍ଡରେ ପହଞ୍ଚି କଂଗ୍ରେସ ଉପରେ କଡ଼ା ଆକ୍ରମଣ କରିଥିଲେ। ଯୋଗୀ […]

ରାୟବରେଲି: ପଞ୍ଜାବର ନବାଁସହରରୁ ଗତଥର ଜିତିଥିବା ବିଧାୟକ ଅଙ୍ଗଦ ସିଂଙ୍କୁ ଏଥର କଂଗ୍ରେସ ଟିକେଟ୍ ଦେଇନାହିଁ। ଉତ୍ତର ପ୍ରଦେଶର ରାୟବରେଲି ସଦର ଆସନର ବିଧାୟକ ଅଦିତି ସିଂଙ୍କ ସ୍ୱାମୀ ହେଉଛନ୍ତି ଅଙ୍ଗଦ ସିଂ। ଏହି ଘଟଣା କେବଳ ପଞ୍ଜାବରେ ନୁହେଁ, ବରଂ ରାୟବରେଲିରେ ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ବୁଧବାର ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବାକୁ ଆସିଥିବା ଅଦିତି ଏହି ପ୍ରସଙ୍ଗରେ କଂଗ୍ରେସ ସାଧାରଣ […]

ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୬ ନାମାଙ୍କନ ଦାଖଲ, ସରପଞ୍ଚ ପଦ ଲାଗି ୧୩୬ ପ୍ରାର୍ଥିପତ୍ର ଭୁବନେଶ୍ୱର : ନାମାଙ୍କନ ଶେଷ ହେଉହେଉ ଜମିଲାଣି ଭୁବନେଶ୍ବର ଉପକଣ୍ଠ ଗାଁ ରାଜନୀତି। ଶେଷ ଦିନରେ ଭୁବନେଶ୍ବର ବ୍ଲକ ଅଧୀନ ବିଭିନ୍ନ ଜିଲ୍ଲା ପରିଷଦ ଜୋନ୍‌, ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ଲାଗି ସର୍ବାଧିକ ନାମାଙ୍କନ ଦାଖଲ ହୋଇଛି। ୱାର୍ଡ ମେମ୍ବର ପଦ ଲାଗି କେବଳ ଆଜି […]

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ କୋଟିଆରେ କିଏ ହେବ ଜିଲ୍ଲା ପରିଷଦ ପ୍ରାର୍ଥୀ? ଏନେଇ କୋରାପୁଟରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ତେବେ ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ସମସ୍ତଙ୍କ ସହମତିରେ ନିର୍ଦ୍ୱନ୍ଦ୍ୱରେ ଜଣେ ପ୍ରାର୍ଥୀ ନିର୍ବାଚିତ ହେବେ। ସବୁ ଦଳର ନେତାଙ୍କ ସହମତିରେ ଏହି ପ୍ରାର୍ଥୀ ଜଣକ ନିର୍ବାଚନରେ ଭାଗ ନେବେ। ତେବେ କିଏ ପ୍ରାର୍ଥୀ ହେବ ସେନେଇ ସବୁ ଦଳର ନେତା ମିଶି ନାମ ଚୟନ […]

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନଙ୍କ ତରଫରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି ଓ ତଦନୁସାରେ ଆସନ୍ତା ଫେବୃଆରୀ ୧୬ ତାରିଖଠାରୁ ୨୪ ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବା ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ଶାନ୍ତିଶୃଙ୍ଖଳାର ସହ ସଂପାଦନ କରିବା ନିମନ୍ତେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ବା ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହ ମତଦାନ କେନ୍ଦ୍ରକୁ ଯିବା […]

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦ୍ୱିତୀୟ ଦିନରେ ୧୩ ହଜାର ୩୫୬ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏଥିରୁ ଓ୍ଵାର୍ଡମେମ୍ବର ଭାବେ ୧୦ ହଜାର ୭୩୪, ସରପଞ୍ଚ ଭାବେ ୧ ହଜାର ୫୪୬, ପଞ୍ଚାୟତ ସମିତି ଭାବେ ୧ ହଜାର ୩୪ ଓ ଜିଲ୍ଲା ପରିଷଦ ସଦସ୍ୟ ଭାବେ ୪୨ ଜଣ ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିଛନ୍ତି। ରାଜ୍ୟ ନିର୍ବାଚନ କମିସନଙ୍କ ସଚିବଙ୍କ ପକ୍ଷରୁ ଏହି […]

ଭୁବନେଶ୍ବର : କିଏ ହେବ ଭୁବନେଶ୍ବର ମେୟର ? ବିଜେଡି ପୁଣିଥରେ ହାତେଇବ ନା ଛଡ଼େଇ ନେବ ବିଜେପି। କଂଗ୍ରେସ ଲଢ଼େଇରେ ଆଗରେ ରହିବ ନା ପଛକୁ ଠେଲି ହୋଇଯିବ। ଭୁବନେଶ୍ବର ସହରରେ ଦବ୍‌ଦବା ଥିବା ସ୍ବାଧୀନ ପ୍ରାର୍ଥୀ ଆଗକୁ ମାଡ଼ି ଯିବେନି ତ ? ସମ୍ମାନଜନକ ଏହି ପଦବି ମହିଳାଙ୍କ ଲାଗି ସଂରକ୍ଷିତ ହେବା ପରେ ଏବେ ପ୍ରାର୍ଥୀଙ୍କୁ ନେଇ ଏମିତି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ସବୁ ଦଳରୁ […]

Social media & sharing icons powered by UltimatelySocial