ସୁରତ: ଗୋଟିଏ ବର୍ଷର ବ୍ୟବଧାନ ପରେ ପୁଣି ଗୁରଜାଟର ସୁରଟରୁ ଆସିବାକୁ ଲାଗିଛି ଭୟାନକ ଦୃଶ୍ୟ। କରୋନାର ଦ୍ୱିତୀୟ ଲହର କିଭଳି ଆତଙ୍କ ଖେଳାଇଛି, ତାର ଦୃଶ୍ୟ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି। ଏହି ଦୃଶ୍ୟ ଏତେ ଭୟଙ୍କର ରହିଛି ଯାହା ଦେଖିଲେ ଆପଣଙ୍କ ହୃଦୟ ତରଳିଯିବ। ଆଖିରୁ ଲୁହ ଝରିପଡ଼ିବ… କରୋନା ନାଁ ଶୁଣିଲେ ମନରେ ଭୟ ସୃଷ୍ଟି ହେବ। ଏଠାରେ ଅନବରତ ଜଳୁଛି କରୋନା ଆକ୍ରାନ୍ତଙ୍କ ଚିତା। […]

ଖଣ୍ଡଗିରି ପର୍ଯ୍ୟନ୍ତ ରହିଛି ସୁଡ଼ଙ୍ଗ, ରକ୍ଷଣାବେକ୍ଷଣ ପ୍ରତି ପ୍ରଶାସନ ବିମୁଖ କାହିଁକି ? ଭୁବନେଶ୍ବର: ଚାରିପଟେ କୁଢ଼ କୁଢ଼ ଅଳିଆ। ପ୍ରଶାସନ ପକ୍ଷରୁ ରକ୍ଷଣାବେକ୍ଷଣ କରାଯାଉନାହିଁ। ଛାତରୁ ସିମେଣ୍ଟ ଖସି ଲୁହା ରଡ଼ ଦେଖାଯାଉଛି। ଏହା ହେଉଛି ବଡ଼ଗଡ଼ ବ୍ରିଟ୍ ଅଞ୍ଚଳରେ ଥିବା ପୁରାଣ ପ୍ରସିଦ୍ଧ ‘ପଞ୍ଚୁପାଣ୍ଡବ ଗୁମ୍ଫା’ର ଦୟନୀୟ ଅବସ୍ଥା। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ଥିବା ଏହି ୧୫୦୦ ବର୍ଷ ପୁରୁଣା ଐତିହ୍ୟସ୍ଥଳୀର ଦେଖାରେଖା ଓ ସୁରକ୍ଷା […]

ନବରଙ୍ଗପୁର: ୫ ଦିନ ପାଇଁ ସଟଡାଉନ୍ ଘୋଷଣା ହେଲା ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ଚନ୍ଦାହାଣ୍ଡି ବ୍ଲକ। ଚନ୍ଦାହାଣ୍ଡି ବ୍ଲକରେ ଗତ ୧୦ ଦିନ ମଧ୍ୟରେ ୧୬୦ରୁ ଉର୍ଦ୍ଧ୍ବ କରୋନାରେ ସଂକ୍ରମିତ ହେଲେଣି। ଛତିଶଗଡ ସୀମାନ୍ତରେ ଥିବା ଚନ୍ଦାହାଣ୍ଡି ବ୍ଲକର ୨ଟି ମୁଖ୍ୟ ରାସ୍ତାକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିବା ବେଳେ ୫୦ରୁ ଉର୍ଦ୍ଧ୍ବ ଗଳାବାଟ ରହିଛି, ଯାହାକୁ ସିଲ୍ କରିବା ସହଜ ନୁହେଁ। ଚନ୍ଦାହାଣ୍ଡି ବ୍ଲକବାସୀଙ୍କ ସହିତ ପଡ଼ୋଶୀ ଛତିଶଗଡର […]

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତ ବିସ୍ତାର କରୁଥିବାରୁ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ କ୍ୟାବିନେଟ୍‌ ବୈଠକ ଡକାଇଛନ୍ତି। ଅନ୍ୟାନ୍ୟ ମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ। ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟା ସୁଦ୍ଧା ଶେଷ ହୋଇଥିବା ୨୪ଘଣ୍ଟା ମଧ୍ୟରେ ଜାତୀୟ ରାଜଧାନୀରେ ୨୪,୦୦୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ଦିଲ୍ଲୀ ସରକାର ଅମ୍ଳଜାନ ଓ କୋଭିଡ୍‌-୧୯ ଆକ୍ରାନ୍ତଙ୍କୁ ଦିଆଯାଉଥିବା […]

ଭୁବନେଶ୍ବର : ପରିବାରର ଅର୍ଥାଭାବକୁ ଦୂର କରିବା ପାଇଁ ଘରୁ ଗୋଡ଼ କାଢ଼ିଥିଲେ। ନିଜର କଳା ପ୍ରତିଭାକୁ ପାଥେୟ କରି କିଛି ରୋଜଗାର କରିବେ ଓ ପରିବାରର ଅନଟନକୁ ଦୂର କରିବେ ବୋଲି ଧାଇଁ ଆସିଥିଲେ ରାଜଧାନୀ। ଦୂରଦର୍ଶନ ଓ ଟିଭି ପରଦାରେ ଅଭିନୟ କରି ସଫଳ ମଧ୍ୟ ହୋଇଥିଲେ। ମାତ୍ର ହଠାତ୍ ମହାମାରୀ କରୋନା ସବୁ କିଛି ବିଗାଡ଼ି ଦେଲା। କାମ ନ ମିଳିବାରୁ ରୋଜଗାର ଠପ୍‌ ହୋଇଗଲା। […]

ଭୁବନେଶ୍ବର : ରାଜଧାନୀର ଅନ୍ୟତମ ଭିଆଇପି ଅଞ୍ଚଳ ସହିଦନଗରର ଷ୍ଟ୍ରିଟ୍‌ ସମୂହ ଶୋଚନୀୟ ଅବସ୍ଥାରେ। କେବଳ ମାର୍କେଟ୍‌ ଅଞ୍ଚଳ ଚକାଚକ୍‌। କିନ୍ତୁ ଭିତର ଜନବସତି ଅଞ୍ଚଳର ରାସ୍ତା ଅବସ୍ଥା ବଡ଼ କଦର୍ଯ୍ୟ। ରାସ୍ତାସାରା ଖାଲଖମା ଭର୍ତ୍ତି ହୋଇଥିବା ବେଳେ ଷ୍ଟ୍ରିଟ୍‌ ଲାଇଟ୍‌ ନାହିଁ। ସେହିଭଳି ପରିମଳ ବ୍ୟବସ୍ଥା ମଧ୍ୟ ଭୁଶୁଡ଼ି ପଡ଼ିଛି। ଖାଲଖମା ରାସ୍ତାରୁ ନିୟମିତ ଅଳିଆ ଆବର୍ଜନା ଉଠୁନଥିବାରୁ ବହୁ ଅଞ୍ଚଳରେ କୁଢ଼କୁଢ଼ ଅଳିଆ ଜମା ହୋଇଥିବା ଦେଖିବାକୁ […]

ଜଟଣୀ : ଖାଇବାକୁ ପାଉ ନଥିବା କହି ଯାହାକୁ ଲୋକେ ଦୟାରେ ଖାଦ୍ୟ ପୁଡ଼ିଆ ଦେଉଥିଲେ, ସେ ଜଣେ କୋଟିପତି ଏବଂ ଏକାଧିକ ବାସଗୃହ ଜମିର ମାଲିକ। କେବଳ ସେତିକି ନୁହେଁ, ସେ ଜଣେ କୁଖ୍ୟାତ ଲୁଟେରା ମଧ୍ୟ। ଜଟଣୀ ଆର୍‌ପିଏଫ୍‌ କାର୍ଯ୍ୟାଳୟ ସମୁଖରେ ଦୀର୍ଘ ଦିନ ହେଲା ରହି ଆସୁଥିବା ଯାଯାବର ଭଗିଆ ଶବରର ଏହା ଅସଲ ଚେହେରା। ଖୋର୍ଦ୍ଧାରୋଡ୍‌ ରେଲୱେ ପୁଲିସ ତାକୁ ଗିରଫ କରିବା ପରେ […]

୨୫ ଚେକ୍ ପୋଷ୍ଟ, ୧୦ ପ୍ଲାଟୁନ୍ ଫୋର୍ସ ଭୁବନେଶ୍ବର : କୋଭିଡ୍ ଦ୍ବିତୀୟ ପର୍ଯ୍ୟାୟ ଦ୍ରୁତ ସଂକ୍ରମଣକୁ ରୋକିବା ଲାଗି ଆଜି ଠାରୁ ସାରା ରାଜ୍ୟରେ ଆରମ୍ଭ ହେଉଛି ନାଇଟ୍ କର୍ଫ୍ୟୁ। ରାଜଧାନୀରେ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଥିବା ନାଇଟ୍ କର୍ଫ୍ୟୁ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଆଜି ଏକ ସମୀକ୍ଷା ବୈଠକରେ ନାଇଟ୍ କର୍ଫ୍ୟୁକୁ […]

ପକେଟ୍‌ରେ ରହୁଥିଲା ନୋଟ୍ ବିଡ଼ା, ହାତକଡ଼ିକୁ ଗାମୁଛାରେ ଘୋଡ଼ାଉ ଥିଲା ସମ୍ବଲପୁର : ସମ୍ବଲପୁର ମଣ୍ଡଳ କାରାଗାରରେ ରହଣୀ ବେଳେ ଜେଲ୍ କର୍ମଚାରୀଙ୍କ ପାଇଁ ପାଣି ଭଳି ପଇସା ଖର୍ଚ୍ଚ କରୁଥିଲା ହାଇଦର। ଯେଉଁମାନେ ଯେତେବେଳେ ତା’ ଦାୟିତ୍ବରେ ରହୁଥିଲେ ସେମାନଙ୍କୁ ଖୁଆଇ, ପିଆଇ ଏକପ୍ରକାର ଋଣୀ କରି ଦେଇଥିଲା। ଜେଲ୍‌ କର୍ମଚାରୀମାନେ ହାଇଦର୍‌ର ଏକ ପ୍ରକାର ବୋଲ ମାନି ରହିବା ଭଳି ରହୁଥିଲେ। ସେ ଜେଲ୍ ଭିତରେ ଥାଉ […]

ବୁଲିଲା ସଚେତନତା ଗାଡ଼ି, ୱାର୍ଡ ଅଫିସ୍‌ରେ ବାର୍ତ୍ତା ଭୁବନେଶ୍ୱର : ରାଜଧାନୀରେ ବଢ଼ିଚାଲିଥିବା କରୋନା ସଂକ୍ରମଣକୁ ରୋକିବା ଲାଗି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅଣ୍ଟା ଭିଡ଼ିଛି। ସ୍ଥିତି ନିୟନ୍ତ୍ରଣକୁ ଆଣିବା ଓ ଜନ ସଚେତନତା ସୃଷ୍ଟି ଦିଗରେ ଅନେକ ପଦକ୍ଷେପ ନିଆଯାଇଛି। ଗୁରୁବାର ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଆଧାରରେ ଶନିବାରଠାରୁ ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ହେବ। ତାହାକୁ ଦୃଷ୍ଟିରେ ରଖି ଆଜିଠାରୁ ସଚେତନତା […]

Social media & sharing icons powered by UltimatelySocial