ଭୁବନେଶ୍ବର: ନିଜ ଗାଁ ପାଖ‌‌ରେ ଜଳ ବିଶୋଧନାଗାର। ଏଇଠୁ ଅଧା ରାଜଧାନୀକୁ ଜଳଯୋଗାଣ ହେଉଛି। କିନ୍ତୁ ଗାଁ ଲୋକଙ୍କୁ ନିଇତି ପାଣି ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ୨୪ଘଣ୍ଟାରୁ ମାତ୍ର ଘଣ୍ଟାଏ ପାଇଁ ଲୋକଙ୍କୁ ପାଣି ଯୋଗାଣ କରାଯାଉଛି। ସମସ୍ୟା ଖାଲି ସେତିକି ନୁହେଁ, ଯୋଗାଣ ହେଉଥିବା ପାଣିର ବେଗ ଏତେ କମ୍‌ ଯେ ବାଲ୍‌ତିଏ ପାଣି ପୂରିବାକୁ ୧୦ମିନିଟ୍‌ ସମୟ ଲାଗୁଛି। ୪ ବାଲ୍‌ତି ନ ପୂରୁଣୁ ପାଣି […]

ନୂଆଦିଲ୍ଲୀ : ଦେଶରେ ଏବେ କରୋନା ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି। ବିଗତ ୭ ଦିନ ମଧ୍ୟରେ ସଂକ୍ରମଣ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି ଏବଂ ଏହି ସମୟ ଭିତରେ ପ୍ରାୟ ୪ ଲକ୍ଷ ୬୦ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଦେଶବ୍ୟାପୀ ସଂକ୍ରମଣ ଉପରମୁହାଁ ହୋଇଥିବା ବେଳେ ବିଭିନ୍ନ ରାଜ୍ୟରେ କଟକଣା ଅଧିକ କଡ଼ାକଡ଼ି ହୋଇଛି। ବିଗତ ୨୪ ଘଣ୍ଟା‌ ମଧ୍ୟ‌ରେ ଦେଶରେ ୮୧,୪୬୬ ନୂଆ ମାମଲା ଚିହ୍ନଟ […]

ବିମାନବନ୍ଦରରେ ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ଶୁକ୍ରବାର ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ଉପରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରିଥିଲେ। ସେଠାରୁ ଏମ. ଭେଙ୍କେୟା ନାଇଡୁ ସିଧାସଳଖ ରାଜଭବନ ଯାଇଛନ୍ତି। ରାଜଭବନ ସେ ମଧ୍ୟାହ୍ନ ଭୋଜନ କରିବେ ବୋଲି ଜଣାଯାଇଛି। ଅପରାହ୍ଣ ୪ଟା ୪୫ରେ […]

ମ୍ୟାନ୍‌ହୋଲ୍‌ରେ ଘୋଡ଼ଣି ନାହିଁ, ପ୍ରତିଦିନ ଦୁର୍ଘଟଣା କଟକ/ବିଦ୍ୟାଧରପୁର: ସହରର ବିଭିନ୍ନ ସ୍ଥାନରେ ଜାଇକା ମନମୁଖୀ ଢଙ୍ଗରେ କାର୍ଯ୍ୟ କରୁଥିବାରୁ ସାଧାରଣ ଜୀବନ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ କାମ ଅଧାରୁ ବନ୍ଦ କରି ଛାଡି ଦିଆଯାଇଛି। କେଉଁଠି ମ୍ୟାନହୋଲ୍ ଉପରେ ଘୋଡଣି ନାହିଁ ତ କେଉଁଠି ଚାମ୍ବର ଖୋଲା ରଖି କାର୍ଯ୍ୟ ଶେଷ କରାଯାଉ ନାହିଁ। ଖୋଲା ମ୍ୟାନହୋଲ୍ ଓ ଚାମ୍ବରରେ ପଡ଼ି ମଣିଷ ଓ ଗୋରୁଗାଈ ଗୁରୁତର ଆହତ […]

ଭୁବନେଶ୍ବର : ବରମୁଣ୍ଡା ପାତ୍ର ଇଲେକ୍ଟ୍ରୋନିକ୍ସ ନିକଟରେ ଆଜି ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଯୁବକଜଣଙ୍କ କିଛି ଦିନ ତଳେ ଫାଇନାନ୍ସରେ କିଛି ସାମଗ୍ରୀ ନେଇଥିଲେ। କିନ୍ତୁ ମାସିକ କିସ୍ତି ଶୁଝୁ ନଥିବାରୁ ଆଜି ସଂସ୍ଥା ପକ୍ଷରୁ ତାଙ୍କୁ ବରମୁଣ୍ଡା ନିକଟକୁ ଡକାଯାଇଥିଲା। ସେଠାରେ ଯୁବକଙ୍କ ସହ ଫାଇନାନ୍ସ ସଂସ୍ଥାର କିଛି କର୍ମଚାରୀଙ୍କ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଂସ୍ଥାର କର୍ମଚାରୀମାନେ ଏକ ଧାରୁଆ ଅସ୍ତ୍ରରେ ଯୁବକଙ୍କୁ […]

ପୁରୀ: ପିପିଲିରେ ବିଜେପି ରାଲି ଉପରେ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ରାୟଗୁରୁପୁରରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ରାଲିରେ ଉପସ୍ଥିତ ଥିବା କର୍ମୀଙ୍କ ଉପରକୁ ଆକ୍ରମଣ ହୋଇଥିବା କୁହାଯାଇଛି। ଅଭିଯୋଗ ଅନୁଯାୟୀ, ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପିର ଜଣେ କର୍ମୀ ଆହତ ହୋଇଛନ୍ତି। ଏପରିକି ରାଲିରେ ଯାଉଥିବା ବିଜେପି କର୍ମୀଙ୍କ ଗାଡ଼ିକୁ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ମଧ୍ୟ ହୋଇଛି। ଏହାର ପ୍ରତିବାଦରେ ଡେଲାଙ୍ଗ-ରାୟଗୁରୁପୁର ରାସ୍ତାରେ […]

ମସ୍କୋ: ପଶୁମାନଙ୍କ ପାଇଁ ବିଶ୍ବର ପ୍ରଥମ କୋଭିଡ୍‌ ଟିକା ରୁଷିଆରେ ବିକଶିତ ହୋଇଥିବା ଜଣାଯାଇଛି। କରୋନାଭୂତାଣୁର ଉତ୍ପତ୍ତି ସଂକ୍ରାନ୍ତ ସଦ୍ୟ ରିପୋର୍ଟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପଶୁଙ୍କ ଦେହରୁ ମନୁଷ୍ୟ ଶରୀରକୁ ସଂକ୍ରମଣ ବ୍ୟାପିଛି ବୋଲି ସ୍ପଷ୍ଟ କରିବା ସହ ଏଥି ପାଇଁ ଚିନ୍ତା ପ୍ରକଟ କରିଥିବା ବେଳେ ପଶୁଙ୍କ ପାଇଁ ରୁଷିଆର ଏହି କାର୍ଣ୍ଣିଭାକ୍‌-କୋଭ୍‌ ନାମକ ଟିକାର ବିକାଶ ଗୁରୁତ୍ବ ବହନ କରୁଛି। ସୂଚନାନୁଯାୟୀ, ଗତ ଅକ୍ଟୋବର ମାସରୁ […]

ବାରଙ୍ଗ : ଦାରୁଠେଙ୍ଗ ଭୁଆସୁଣୀ ମୌଜାସ୍ଥିତ ଡମ୍ପିଂୟାର୍ଡ ହୁତୁହୁତୁ ହୋଇ ହୋଇ ଜଳୁଛି। ତିନି ତିନିଟା ଦମକଳ ନିଆଁ ଲିଭାଇବାକୁ ଲାଗିଥିଲେ ବି ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ। ଫଳରେ ଆଜି ଦିନ ତମାମ ସ୍ଥାନୀୟ ଅଞ୍ଚଳରେ ତତଲା ପବନ ବହୁଛି ଓ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପାଖାପାଖି ଗାଁ ଗୁଡ଼ିକ ଭିତରକୁ କଳା ଧୂଆଁ ପଶି ଯାଇଥିବାରୁ ‌ପ୍ରବଳ ଗରମରେ ଲୋକେ ଆହୁରି ଦହଗଞ୍ଜ ହୋଇଥିବା ଅଭିଯୋଗ ହୋଇଛି। […]

ଭୁବନେଶ୍ୱର : ସାଇଶ୍ରୀ ଏନ୍‌କ୍ଲେଭ୍‌ର ଏକ ଫ୍ଲାଟ୍‌ରେ ଚାଲିଥିଲା ସେକ୍ସ ରାକେଟ୍‌। ରାକେଟ୍‌ ଚଳାଉଥିଲେ ଘର ମାଲିକଙ୍କ ଝିଅ। ଦେହଜୀବୀ ବାହାରୁ ଆସୁଥିଲେ। ଫୋନ୍‌ରେ ଯୋଗାଡ଼ ହେଉଥିଲେ ଗ୍ରାହକ। ଦର ଛିଣ୍ଡିବା ପରେ ଗ୍ରାହକ ପହଞ୍ଚୁଥିଲେ ଫ୍ଲାଟ୍‌ରେ। ଗ୍ରାହକଙ୍କ ଠାରୁ ଆସୁଥିବା ଅର୍ଥରୁ ୩୫ ପ୍ରତିଶତ ନେଉଥିଲେ ମାଲିକାଣୀ। ଦୀର୍ଘ ଦିନ ଧରି ଅନାୟାସରେ ଚାଲିଥିଲା ଏହି ଦେହ ବେପାର। ବିଶେଷ ସୂତ୍ରରୁ ଖବର ପାଇ ମଙ୍ଗଳବାର ରାତିରେ ଚଢ଼ଉ […]

Social media & sharing icons powered by UltimatelySocial